October 22, 2024

Odia Express

Leading Odia News Portal of Odisha

ବାଛନ୍ତୁ ନିଜର ଜନ୍ମଦିନ ସହ ଗୋଟିଏ ପ୍ରଜାପତି ଓ ଜାଣନ୍ତୁ ନିଜ ସ୍ଵଭାଵ ବିଷୟରେ – ନିଶ୍ଚୟ ଏହି କଥା ଜାଣି ରଖନ୍ତୁ…

ନନସ୍କାର ବନ୍ଧୁଗଣ ଆମେ ଆପଣମାନଙ୍କୁ ସ୍ବାଗତ ଜଣାଉଛୁ,ବାଛନ୍ତୁ ଜନ୍ମ ଦିନ ଵାଲା ଗୋଟେ ପ୍ରଜାପତି ଆଉ ଜାଣନ୍ତୁ ନିଜ ବିଷୟରେ ସତ ଜାଣନ୍ତୁ।ଜନ୍ମ ତାରିଖ ଯେତେ ମହତ୍ୱ ପୁର୍ଣ୍ଣ ହୋଇଥାଏ,ସେତିକି ହିଁ ଜନ୍ମ ଦିନଭି ହୋଇଥାଏ। ଜନ୍ମ ଦିନ କୌଣସି ବ୍ୟକ୍ତିକୁ ବି ପ୍ରଭାବିତ କରିଥାଏ,ବ୍ୟକ୍ତିର ଜନ୍ମ ଦିନ ଜାଣି ବ୍ୟକ୍ତିର ସ୍ଵଭାଵ ବିଷୟରେ ବହୁତ କିଛି ଜାଣି ପାରୁ ଆମେ।ତାପରେ ଆମେ ଆପଣଙ୍କୁ ଭଲପାଇବା ସହିତ ଜଡିତ ଓ ନିଜ ସାଥି ବିଷୟରେ କିଛି କହିବାକୁ ଯାଉଛୁ।

ଆପଣଙ୍କୁ ଏ ପ୍ରଜାପତି ମଧ୍ୟରୁ ବାଛିବାକୁ କହିବୁ ଓ ତାପରେ ଆପଣ ତାପରେ ଆମେ ଆପଣଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ଭାବେ ଜଣେଇବୁ ଆମେ କଥା ହବା ସେମାନଙ୍କ ବିଷୟରେ ଯେଉଁମାନେ ପ୍ରଥମ ପ୍ରଜାପତି ବାଛିଛନ୍ତି ଯଦି ଆପଣ ସନଡେ ଵାଲା ପ୍ରଜାପତିକୁ ବାଛିଛନ୍ତି ଆପଣଙ୍କ ସାଥି ସ୍ୱଭାବରୁ ଲଭିଙ୍ଗ ଓ କେଆରିଙ୍ଗ ହୋଇଥାନ୍ତି।ସେ ଭଲ ପାଇବାରେ ଆପଣଙ୍କ ପାଇଁ କିଛିବି କରନ୍ତି।ଭଲପାଇବା ହେବା ପରେ ସେ ନିଜ ମଣ କଥା ଆପଣଙ୍କ ଶହ ସବୁ ସେୟାର କରନ୍ତି।ଆପଣବି ତାଙ୍କ ପାଇଁ ଯତ୍ନ ନେବାକୁ ଆରମ୍ଭ କରିବେ।

ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁମାନେ ଦ୍ୱିତୀୟ ପ୍ରଜାପତି ବାଛିଛନ୍ତି,ଯଦି ଆପଣ ସୋମବାର ହୋଇଥିବା ପ୍ରଜାପତିକୁ ବାଛିଛନ୍ତି ଆପଣଙ୍କ ଜୀବନ ସାଥୀର ସ୍ଵଭାଵ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାଏ।ସେ ବେଳେବେଳେ ଛୋଟ ଛୋଟ କଥାରେ ଖୁସି ହୋଇଯାନ୍ତି ଓ ଶିଘ୍ର ଦୁଖୀ ହୋଇଯାନ୍ତି ସେ କେବେ କୌଣସି କଥା ଲୁଚାନ୍ତି ନାହିଁ।ସେ ଆପଣଙ୍କୁ ଭଲ ଭାବରେ ବୁଝନ୍ତି।ଏବେ କଥା ହେବା ଯେଉଁମାନେ ମଙ୍ଗଳବାର ଵାଲା ପ୍ରଜାପତିକୁ ବାଛିଛନ୍ତି ଆପଣଙ୍କ ସାଥି ବହୁତ ଭରସା ଯୋଗ୍ୟ ଅଟନ୍ତି।

ଭଲପାଇବାରେ ଆପଣ ଦୁଇଜଣଙ୍କ ଦୃଢ଼ ବିଶ୍ୱାସ ଆପଣ ଦୁଇ ଜଣଙ୍କୁ ବାନ୍ଧିରଖେ ଓ ଆପଣଙ୍କ ସାଥି ଆପଣଙ୍କୁ ଇଜ୍ଜତ କରନ୍ତି ଓ ଆପଣଙ୍କ ଭାବନାକୁ ବୁଝନ୍ତି।ଏବେ ଆସନ୍ତୁ ଜାଣିବା ବୁଧୁବାର ବାଛୁଥିବା ପ୍ରଜାପତିକୁ ଯଦି ଆପଣ ସେଇଟାକୁ ବାଛିଛନ୍ତି ତାହେଲେ ଆପଣ ଭଲ ପାଇବାରେ ବହୁତ ଲକୀ ହୋଇଥାନ୍ତି।ଆପଣ ପାର୍ଟନର ବାଛନ୍ତି ଯିଏ ବହୁତ ହୃଦୟରୁ ଆପଣ ବହୁତ ଖୁସିରେ ରଖନ୍ତି ଓ ସେ ଆପଣଙ୍କ ଖୁସି ପାଇଁ କିଛିବି କରିପାରିବେ।

ଏବେ ଆସନ୍ତୁ ଜାଣିବା ଯିଏ ଗୁରୁବାର ଵାଲା ପ୍ରଜାପତିକୁ ବାଛିଛନ୍ତି ତ ଆପଣଙ୍କ ସାଥି ସମ୍ପର୍କ ବହନରେ ବହୁତ ଆଗରେ ରହିଥାନ୍ତି। ହେଇଥାଇ ପାରେ ସେ ସବୁ ସମୟରେ ନିଜ ଭଲପାଇବା ବ୍ୟକ୍ତ ନକରିଥାଇ ପାରନ୍ତି କିନ୍ତୁ ଆପଣ ସବୁବେଳେ ତାଙ୍କ ମନରେ ରହିଥାନ୍ତି।ଏବେ ଆସନ୍ତୁ ଜାଣିବା ଯେଉଁମାନେ ଶୁକ୍ରବାର ଵାଲା ପ୍ରଜାପତିକୁ ବାଛିଛନ୍ତି ଆପଣଙ୍କ ସାଥି ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଓ ସେ ସ୍ୱଭାବରୁ ବହୁତ ସାହାସି ଅଟନ୍ତି ଓ ନୂଆ ନୂଆ ବିଷୟରେ ଜାଣିବା ପାଇଁ ତାଙ୍କର ବହୁତ ଇଛା ଥାଏ।

ଏବେ ଆସନ୍ତୁ ଜାଣିବା ଯେଉଁମାନେ ସାତ ନମ୍ବର ପ୍ରଜାପତି ବା ଶନିବାର ଵାଲା ପ୍ରଜାପ୍ତିକୁ ବାଛିଛନ୍ତି ସେମାନେ ବହୁତ ଭାବବିହ୍ଵଳ ଅଟନ୍ତି।ଏମାନେ ବହୁତ ଶିଘ୍ର ଲୋକଙ୍କ ଶହ ମିଶିଯାନ୍ତି ଓ ବେଳେ ବହୁତ ଛୋଟ ଛୋଟ କଥାକୁ ନିଜ ହୃଦୟରେ ଲଗେଇ ବସନ୍ତି।ଥରେ ଭଲ ପାଇବା ହେବାପରେ ନିଜ ସାଥିର ହାତ ଛାଡ଼ନ୍ତି ନାହିଁ।ଏହାଦ୍ୱାରା ସେ ଆପଣଙ୍କୁ ନିଜ ଶହ ସବୁ ପରିସ୍ଥିତିରେ ଜଡିତ ରଖନ୍ତି।

Leave a Reply

Your email address will not be published. Required fields are marked *