ଟ୍ରକରେ ଭରିଲା ୯୦୦ କିଲୋ ର ଖୁଚୁରା ପଇସା ଆଉ ପହଂଚିଗଲା ୫୦ ଲକ୍ଷ ଟଙ୍କା ର ବିଏମଡବ୍ଲୁ କିଣିବା ପାଇଁ
ଆମେ ଦୈନନ୍ଦିନ ଜୀବନ ରେ ଯେତେବେଳେ ଖୁଚୁରା ପଇସା କଥା ଶୁଣିଥାଉ ତ ଆମେ ବିରକ୍ତ ହେଇ ଯାଉ। ନା କେବଳ ଆମେ ବରଂ ସାରା ଦୁନିଆ ର ସମସ୍ତ ଲୋକ ପ୍ରାୟ ଖୁଚୁରା ପଇସା ଦ୍ୱାରା ବିରକ୍ତ ହେଇ ଯାଆନ୍ତି। ଏହି ଖୁଚୁରା ପଇସା ରୁ ତ ବ୍ୟାଙ୍କ ବାଲା ବି ବିରକ୍ତ ହେଇ ଯାଆନ୍ତି କାରଣ ତାଙ୍କ ପାଖରେ ବାସ ଏତିକି କଥା ଥାଏ କି କେତେ ଖୁଚୁରା ପଇସା ଆମେ ଗଣିବୁ। ଏପରିକି ଏବେ ମନ୍ଦିର ମାନଙ୍କର ଦାନ ପେଟି ରେ ବି ଖୁଚୁରା ପଇସା ନେବା ବହୁତ ଖରାପ ଭାବେ ମାନା ଯାଉଛି କାରଣ ସେହି ଖୁଚୁରା ପଇସା ର ଗଡ଼ ଗଡ଼ ଶବ୍ଦ ତଥା ତାର ଓଜନ ଦ୍ୱାରା ସମସ୍ତେ ଏବେ ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତି।ମାତ୍ର ଆଜି ଆମେ କହିବାକୁ ଯାଉଛୁ ଏକ ଏପରି ଲୋକର କାହାଣୀ ଯିଏ କି ତାର ଏକ ଟ୍ରକ ରେ ପ୍ରାୟ ୯୦୦ କିଲୋ ର ଖୁଚୁରା ପଇସା ନେଇକି ବିଏମଡବ୍ଲୁ ଶୋ ରୁମ ରେ ପହଂଚିଗଲା ଆଉ କହିଲା କି ମୋତେ ବିଏମଡବ୍ଲୁ କିଣିବାର ଅଛି ଯାହାର ଦାମ ହେଉଛି ପ୍ରାୟ ୫୦ ଲକ୍ଷ।
ଏହା ଦେଖିବା ପରେ ସେହି ଶୋ ରୁମ ର ମାଲିକ ବହୁତ ଚିନ୍ତିତ ହେଇଗଲା ଆଉ ସେ କହିଲା କି ଆମେ କିପରି ଆପଣଙ୍କ ଟଙ୍କା ନେଇ ପାରିବୁ। କାରଣ ଆପଣଙ୍କ ଟଙ୍କା ନେବା ପରେ ଆମେ ତାକୁ ଗଣିବାରେ ହି ଆମ ସମୟ ନଷ୍ଟ ହେଇଯିବ ଆଉ ଆମେ କାର କଣ ଦେବୁ ଆପଣଙ୍କୁ। ଆଉ ଏହି ଏତେ ମାତ୍ରା ରେ କଏନ କେଉଁ ବ୍ୟାଙ୍କ ବି ନେବନାହିଁ। କାରଣ ବ୍ୟାଙ୍କ ବାଲାଙ୍କୁ ବି କଏନ ପସନ୍ଦ ନୁହଁ।
ତ ପରେ ସେହି ଲୋକ ଯେତେବେଳେ ନିଜର କାହାଣୀ କହିଲା ଅର୍ଥାତ ସେ କେତେ କଷ୍ଟ ରେ ତାର ସମସ୍ତ ପଇସା ଜମା କରିଛି ତ ତାର କାହାଣୀ ଶୁଣିବା ପରେ ସେହି ମାଲିକ ଆକ୍ଷୀରୁ ଲୁହ ଆସିଗଲା।
ସେ କହିଲା କି ସେ ବହୁତ ପରିଶ୍ରମ କରିବା ପରେ ଏତିକି ପଇସା ଜମା କରି ପାରିଛି ଆଉ ତାର ଏହି ସମସ୍ତ ପରିଶ୍ରମ କେବଳ ତାର କାର କିଣିବାର ଇଛା କୁ ପ୍ରକାଶ କରେ। ଏହା ଶୁଣିବା ପରେ ସେହି ମାଲିକ ଆଖିରେ ଲୁହ ଆସିଗଲା ଆଉ ସେ ଏହି ଟଙ୍କା କୁ ଗଣିବା ପାଇଁ ବ୍ୟାଙ୍କ ରୁ ସ୍ୱତନ୍ତ୍ର କିଛି ଲୋକଙ୍କୁ ଡାକିଲା ଆଉ ସେମାନେ ଗଣିସାରିବା ପରେ ତାହା ପୁରା ପଚାଶ ଲକ୍ଷ ହି ଥିଲା।
ଏହି ଲୋକ ଜଣକ ଜଣେ ବସ ଡ୍ରାଇଭର ଆଉ ଏତେ ବର୍ଷ ଭିତରେ ତାକୁ ବି ଜଣା ନାହିଁ କି ସେ ଏତେ ପରିମାଣ ରେ ପଇସା ରଖି ସାରିଛି।
ଆମେ କେବେ ବି ଖୁଚୁରା ପଇସା ର ମହତ୍ତ୍ୱ ବୁଝିବାକୁ ଚେଷ୍ଟା କରି ନଥାଉ ମାତ୍ର ଏହି ଛୋଟ ଛୋଟ ପଇସା ହି ଆମ ପାଇଁ ବହୁତ ବଡ଼ ବଡ଼ ଖୁସି ଆଣିଥାଏ।