October 22, 2024

Odia Express

Leading Odia News Portal of Odisha

ଆପଣଙ୍କ ସାଥିଙ୍କର ନାମ ମଧ୍ୟ ଆରମ୍ଭ ହୋଇଥାଏ A,P, କିମ୍ବା S ରୁ ତ ଏହି ଖବର ଆପଣଙ୍କ ନିମନ୍ତେ ଅଟେ, ନିଶ୍ଚିତ ପଢନ୍ତୁ …

ଛୋଟ ବେଳେ ଯେବେ ଆମେ ସ୍କୁଲରେ ପଢୁଥିଲେ ତ ଆମର ନାମରୁ ଆମର ରୋଲ ନମ୍ବର ଆସୁଥିଲା ଏବଂ ଯଦି ଆମର ନାମର ପ୍ରଥମ ଅକ୍ଷର A,B ଆଦି ହେଉଥିଲା ତ ଆମର ରୋଲ ନମ୍ବର ସର୍ବପ୍ରଥମେ ଆସୁଥିଲା ଏବଂ ଏହାର କାରଣରୁ ଆମର ନାମ ମଧ୍ୟ ସବୁ ସ୍ଥାନରେ ପ୍ରଥମେ ଡକା ଜାଉଚିତଳ। ଯେବେ ସବୁଥର ଆମର ନାମ ଆସୁଥିଲା ତ ଆମେ ନିଜକୁ ବହୁତ ବଡ ଭାବିବାରେ ଲାଗୁଥିଲେ କିନ୍ତୁ ପ୍ରଥମେ ନାମ ଡକା ଯିବା କାରଣରୁ କେବଳ ଲାଭ ନୁହେଁ  ବରଂ ଅନେକ ଥର ଏଥିପାଇଁ କ୍ଷତି ମଧ୍ୟ ଉଠେଇବାକୁ ହୋଇଥାଏ ମୁଖ୍ୟତଃ ଟେଷ୍ଟ କିମ୍ବା ପରୀକ୍ଷା ସମୟରେ ଯେବେ ସର୍ବପ୍ରଥମେ ଆମକୁ ହିଁ ଡକା ଯାଉଥିଲା । ସେସବୁ ତ ଥିଲା ଛୋଟ ବେଳର କଥା ଯାହା ଆମର ଚପଳାମି ଯୋଗୁ କେବେ ଖଟା କେବେ ମିଠା ହୋଇଯାଉଥିଲା। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଖାସ ଜଣେଇବାକୁ ଯାଉଛୁ କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଜଣେଇଦେବୁ ଯେ ଆଜି ଆମେ ଯାହା କହିବାକୁ ଯାଉଛୁ ତାହା ମଧ୍ୟ ନାମର ପ୍ରଥମ ଅକ୍ଷରରୁ ହିଁ ଜଡିତ ଅଟେ।

ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଆପଣଙ୍କ ଜୀବନସାଥୀଙ୍କର ନାମର ପ୍ରଥମ ଅକ୍ଷରରୁ ତାଙ୍କର ସ୍ଵଭାବ ବିଷୟରେ, ଯାହା ନିଶ୍ଚିତ ରୂପରେ ଆପଣଙ୍କୁ ମଧ୍ୟ ପଢିବା ଉଚିତ ଏବଂ ତାସହ ଆପଣଙ୍କ ଜୀବନସାଥୀଙ୍କୁ ମଧ୍ୟ ଯଦ୍ୱାରା ଆପଣ ଦୁହେଁ ପରସ୍ପରର ସ୍ଵଭାବ ବିଷୟରେ ଭଲ ଭାବରେ ଅବଗତ ହୋଇପାରିବେ । ଏହା ସହିତ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ ଏହି ଖବର କିଛି ନିର୍ବାଚିତ ଲୋକଙ୍କ ନିମନ୍ତେ ହିଁ କାରଣ ଏଠାରେ କେବଳ ସେମାନଙ୍କର ହିଁ କଥା କୁହାଯିବ ଯେଉଁମାନଙ୍କର ନାମ A,P, ଏବଂ S ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସର୍ବପ୍ରଥମେ କଥା ହେବା ସେମାନଙ୍କର ଯେଉଁ ମାନଙ୍କର ନାମର ଆରମ୍ଭ A ଅକ୍ଷରରୁ ହୋଇଥାଏ, ଜଣେଇଦେବୁ ଯେ ଯେଉଁ ଲୋକ ମାନଙ୍କର ନାମର ଆରମ୍ଭ A ଅକ୍ଷରରୁ ହୋଇଥାଏ ସେହି ଲୋକମାନେ ସ୍ବଭାବରୁ ବହୁତ ଶାନ୍ତ ଏବଂ ବ୍ୟବହାରରେ ଉତ୍ତମ ହୋଇଥାନ୍ତି। ଏପରି ଦେଖାଯାଇଛି ଯେ ଏହି ନାମ ଥିବା ଲୋକଙ୍କର ସାଧାରଣତଃ ସବୁବେଳେ ସମସ୍ତଙ୍କର ସହାୟତା କରିବା ନିମନ୍ତେ ତତ୍ପର ଥାନ୍ତି ଏବଂ ସେମାନଙ୍କର ସାଥି ଏମାନଙ୍କ ଉପରେ ସବୁବେଳେ ଖୁସି ରହନ୍ତି ଏବଂ ସେମାନଙ୍କୁ ସମାଜରେ ଏମାନଙ୍କ ଯୋଗୁ ବହୁତ ଇଜ୍ଜତ ମଧ୍ୟ ମିଳିଥାଏ।

ଏହାପରେ ଆମେକଥା ହେବା ସେହି ଲୋକଙ୍କର ଯେଉଁ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ଆପଣଙ୍କୁ ଜଣେଇଦେବୁ ଯେ ଯେଉଁ ଲୋକଙ୍କର ନାମର ପ୍ରାରମ୍ଭ ଏହି ଅକ୍ଷରରୁ ହୋଇଥାଏ ସେମାନଙ୍କ ଠାରେ ଏହା ଦେଖାଯାଇଛି ଯେ ଏପରି ଲୋକମାନେ ସର୍ବପ୍ରଥମେ ନିଜର କାମକୁ ପ୍ରଥମିକତା ଦିଅନ୍ତି ଏବଂ ସବୁଠାରୁ ଅଧିକ ସମୟ ନିଜର କାମକୁ ହିଁ ଦିଅନ୍ତି ଏବଂ ଏମାନଙ୍କର ଏହି ଅଭ୍ୟାସ କାରଣରୁ ଅଧିକତର ଲୋକମାନେ ଏମାନଙ୍କୁ ସ୍ଵାର୍ଥୀ ମଧ୍ୟ କୁହନ୍ତି । ଯଦିଓ ଆପଣଙ୍କୁ ଜଣେଇଦେବୁ ଯେ ଏମାନେ କେବେ ମଢ ସ୍ଵାର୍ଥୀ ହୋଇନଥାନ୍ତି ବରଂ ଏମାନେ ନିଜର କାମ ପ୍ରତି ପୂର୍ଣ୍ଣ ସଚେତନ ଏବଂ ସଚୋଟ ହୋଇଥାନ୍ତି ଏଥିପାଇଁ ଇଆଡେ ସିଆଡେ ସମୟ ଦେବା ଏମାନଙ୍କୁ ଠିକ ଲାଗିନଥାଏ ।

ଜଣେଇଦେବୁ ଯେ ଯେଉଁ ଲୋକମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଲୋକମାନେ ବହୁତ ସଚୋଟ ହୋଇଥାନ୍ତି , ଏମାନଙ୍କ ବିଷୟରେ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଏହା ଯେ ଏହି ନାମର ଲୋକମାନେ କେବେ କାହାକୁ ପ୍ରେମରେ ଧୋକା ଦିଅନ୍ତି ନାହିଁ ଏବଂ ସବୁବେଳେ ଜୀବନସାଥୀଙ୍କ ଠାରେ ଗୋଟିଏ ଭଲ କଥା ଖୋଜନ୍ତି ଯେ ସେ କେବେ ତାଙ୍କୁ ମିଛ ନକୁହନ୍ତୁ କାରଣ ଯେବେ ସେମାନେ ସଚୋଟ ଅଟନ୍ତି ତ ସାମ୍ନାବାଲା ଠାରୁ ମଧ୍ୟ କିଛି ଏପରି ହି ଆଶା ରଖନ୍ତି ଯାହା କି ଏକଦମ ଠିକ ଅଟେ ।

Leave a Reply

Your email address will not be published. Required fields are marked *