ଅମୃତଭଣ୍ଡାର ମଞ୍ଜି ଖାଇବାର ଫାଇଦା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ନିଶ୍ଚୟ ଏବେ ଜାଣି ରଖନ୍ତୁ..
ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସାଙ୍ଗ ମାନେ ଆଜି ଆମେ ଆପଣଙ୍କୁ ଏକ ଏପରି ଫଳ ବିଷୟରେ କହିବୁ ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏହି ଫଳ ୧୨ ମାସ ଉପଲବ୍ଧ ରହିଥାଏ।ଏହି ଫଳ ହେଉଛି ଅମୃତଭଣ୍ଡା ଏହାର ଏତେ ଗୁଣ ଅଛି ଜାଣି ଆପଣ ଖୁସି ହେବେ ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ବିଷୟରେ କିଛି ତଥ୍ୟ ଓ ଏହାର ଫାଇଦା।କିଛି ଲୋକ ଏହାକୁ ଏଥିପାଇଁ ଖାଇଥାନ୍ତି ଏହା ପେଟ ସଫା ପାଇଁ କାମ ଦେଇଥାଏ କିନ୍ତୁ ଏହା ଛଡା ଏହାର ଅନେକ ଫାଇଦା ଅଛି ଯାହା ଆପଣ ଜାଣି ନଥିବେ।
ସାଙ୍ଗମାନେ ଆପଣ ମାନେ ଜାଣିଥିବେ ଅନେକ ଲୋକ ମଦ ଛାଡି ନଥାନ୍ତି।ଅନେକ ଚେଷ୍ଟା ପରେ ବି ସେ ଏହାକୁ ଛାଡି ପାରନ୍ତି ନାହିଁ।ମଦ ସହ ସେମାନେ ଅନେକ ପ୍ରକାର ଜିନିଷ ଖାଇଥାନ୍ତି।କିନ୍ତୁ ଆଜିଠୁ ମଦ ସହ ଅମୃତଭଣ୍ଡା ଖାଆନ୍ତୁ।କାରଣ ମଦ ଦ୍ବାରା ଆମ ଲିଭର ଖରାପ ହୋଇଥାଏ।ମଦ ସହ ଅମୃତଭଣ୍ଡା ଖାଇବା ଦ୍ଵାରା ଏହା ଆମ ଲିଭରକୁ ସଫା ରଖିଥାଏ।ଯେଉଁ ମହିଳା ମାନେ ଅନେକ ଚେଷ୍ଟା ପରେ ତାଙ୍କ ସ୍ମାମୀ ମଦ ଛାଡୁ ନାହାନ୍ତି ତାହେଲେ ସେମାନଙ୍କୁ ଅମୃତଭଣ୍ଡା ମଦ ପିଇବା ସମୟରେ ଖାଇବାକୁ ଦିଅନ୍ତୁ।ଏହାର ମୂଲ୍ୟ ଅଟେ ଅଧିକ ବି ନୁହେଁ।ଏହା ବଜାରରେ ୨୦-୫୦ ଭିତରେ ମିଳିଥାଏ।ଆପଣ ସେପଟେ ବି ମଦ ସହ ଅନେକ ଜିନିଷରେ ଅନେକ ପଇସା ଖର୍ଚ୍ଚ କରିଦେଇଥାନ୍ତି।
ଆପଣ ଏହା ଜାଣିନଥିବେ କି ଅମୃତଭଣ୍ଡା ଠୁ ଅଧିକ ଫାଇଦା ଦେଇଥାଏ ଏହାର ମଞ୍ଜି ଏହାକୁ ମାନେ ଫୋପାଡ଼ି ଦେଇଥାଉ।ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡାର ମଞ୍ଜି ଆମ ଶରୀର ପାଇଁ କଣ ଉପକାର କରିଥାଏ।ଆମେ ପ୍ରଥମରୁ କହିଛୁ ଅମୃତଭଣ୍ଡା ଆମ ଲିଭର ପାଇଁ ଅନେକ ଫାଇଦା ଦେଇଥାଏ।ଏହାର ମଞ୍ଜି ଅଧିକ ଫାଇଦା ଦେଇଥାଏ ଲିଭର ପାଇଁ।ଆପଣ ଯଦି ପ୍ରତି ଦିନ ସକାଳୁ ଏକ ଚାମଚ ଅମୃତଭଣ୍ଡା ମଞ୍ଜି ଖାଇବେ ଆପଣଙ୍କ ଲିଭର ଜନିତ ସବୁ ସମସ୍ୟା ଦୂର ହେବ।ଏହି ମଞ୍ଜିରେ ଆଣ୍ଟି ବ୍ୟାକେରିଆଲ ଗୁଣ ରହିଥାଏ ,ଯାହା ଆମକୁ ବ୍ୟାକ୍ଟେରିଆ ମାନଙ୍କ ଠୁ ରକ୍ଷା କରିଥାଏ।କୌଣସି ସ୍ଥାନରେ ଯଦି କୌଣସି ଆଲାର୍ଜି ହୋଇଥାଏ ଏହାକୁ ବାଟି ଲଗାଇବ ଦ୍ଵାରା ଭଲ ହୋଇଯାଇଥାଏ।ଏହା କୁ ଖାଇବା ଦ୍ଵାରା ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।ସବୁଠୁ ଅଧିକ ଲାଭ ହେଉଛି ଏହା କ୍ୟାନ୍ସର ଭଳି ମହାମାରି କୁ ଭଲ କରିବାରେ ଅନେକ ଫାଇଦା ଦେଇଥାଏ।ଏହା କ୍ୟାନ୍ସରର ସେଲ କୁ ନଷ୍ଟ କରିଥାଏ।ଛୋଟ ଛୁଆଙ୍କ ପେଟର ଯଦି କୁରୁମି ହୋଇଥାଏ ଲଗାତର ୭ ଦିନ ଏହାକୁ ବାଟି ପିଇବା ଦ୍ଵାରା ଭଲ ହୋଇଯାଇଥାଏ।
ଏବେ ଆସନ୍ତୁ ଜାଣିବା ଏହି ମଞ୍ଜିକୁ ଖାଇବା କିପରି।ଏହାର ସ୍ୱାଦ ତ ଏତେ ଭଲ ହୋଇନଥାଏ।ଆପଣ ଅମୃତଭଣ୍ଡା କାଟିବା ପରେ ଏହାର ମଞ୍ଜି ବାହାର କରି ରଖନ୍ତୁ ଏହାକୁ ଭଲସେ ଧୋଇ ରଖନ୍ତୁ।ଏହା ପରେ ଏହାକୁ ଭଲସେ ପେଷି ଦିଅନ୍ତୁ ଏହାକୁ ସେମିତି ଖାଇ ପାରିବେ ଯଦି ସେହିପରି ଖାଇ ପାରୁନାହାଁନ୍ତି ଏହା ମଧ୍ୟରେ ଲେମ୍ବୁ ମିଶାଇ ପିଇ ପାରିବେ।ଏହାକୁ ଅଧିକ ସ୍ୱାଦ ଏହା ମଧ୍ୟରେ ମହୁ ମିସାଇ ପାରିବେ ।ଏକ ଚାମଚ ମହୁ ଓ ଏହି ମଞ୍ଜି ଗୁଣ୍ଡ ସକାଳୁ ପାଣିରେ ମିଶାଇ ପିଅନ୍ତୁ।ସାଙ୍ଗ ମାନେ ଜାଣିଲେତ ଏହାର ଗୁଣ ବିଷୟରେ।ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ ,ଧନ୍ୟବାଦ।