December 23, 2024

Odia Express

Leading Odia News Portal of Odisha

ଏମିତି ଦେଶ ଯେଉଁଠାରେ ବିଚିତ୍ର ଭାବରେ ଦିନ ରାତି ସମ୍ଭବ ହୁଏ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ – ନିଶ୍ଚୟ ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ଆଲନଙ୍କୁ ସ୍ୱାଗତ ଜଣାଉଛୁ ଆସନ୍ତୁ ଆଜି ଜାଣିବା ଏମିତି କେଉଁ ଦେଶ ଅଛି ଯେଉଁଠାରେ ରାତି ହୋଇନଥାଏ ?ଆମ ଦେଶ ଭାରତରେ ସମାନ ରୂପରେ ୧୨ ଘଣ୍ଟାର ଦିନ ଓ ୧୨ ଘଣ୍ଟାର ରାତି ହୋଇଥାଏ।ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁକି ଏମିତି ଦେଶ ଅଛି ଯେଉଁଠାରେ ରାତି ହୁଏନି ଓ ଆହୁରି ଜାଗାରେ ଦିନ ହୋଇନଥାଏ। ଆପଣ ଭାବି ପାରୁଥିବେ ଏମିତି ଦେଶରେ ଲୋକମାନଙ୍କ ଜୀବନ ଶୈଳୀ କିପରି ହୋଇଥାଏ।ବେଳେବେଳେ ଆମେ ଭାବି ଥାଉକି ସୁର୍ଯ୍ୟ ଅସ୍ଥ ନହୁଅନ୍ତା କିନ୍ତୁ ପ୍ରକୃତି ଆଗରେ କାହାର ଚାଲିଛି।ସେଥିପାଇଁ ଦୁନିଆର ପ୍ରାୟ ୯୫% ଦେଶରେ ସାଧାରଣ ଦିନ ରାତି ହୋଇଥାଏ ସେଠି କେତେକ ଦେଶରେ ତାର ବିପରୀତ ଦିନ ରାତି ହୋଇଥାଏ।

ଯଦି ଆପଣଙ୍କୁ ଭିନ୍ନ ଭିନ୍ନ ଜାଗାରେ ବୁଲିବାକୁ ଭଲ ଲାଗେ ଆପଣଙ୍କୁ ଏମିତି ଦେଶକୁ ଯାଇଁ ବୁଲିବା ଆଵଶ୍ୟକ ଅଛି।ବିଶ୍ୱାସ ରଖନ୍ତୁ ଏମିତି ସ୍ଥାନ ଆପଣଙ୍କୁ ଜୀବନ ସାରା ମନରହିବ ସେମିତି ଦେଖିବାକୁ ଗଲେ ଦୁନିଆରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଜିନିଷ ଅଛି ଓ ସପ୍ତାଶ୍ଚର୍ଯ୍ୟ ଅଛି କିନ୍ତୁ ଏମିତି ଦେଶ ଯେଉଁଠାରେ ରାତି ହୁଏ ନାହିଁ ଏମିତି ଦେଶ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ।ଏମିତି ବହୁତ ଜାଗା ଅଛି ଯେଉଁ ଠାରେ ବହୁତ ଦିନ ପର୍ଯ୍ୟନ୍ତ ଦିନ ଓ ବହୁତ ଦିନ ପର୍ଯ୍ୟନ୍ତ ରାତି ହୋଇରହିଥାଏ।

ଯଦି ଆପଣ ଭାବୁଛନ୍ତିକି ଏମିତି ଜାଗାରେ ମଣିଷ ରୁହନ୍ତି ନାହିଁ ତ ଆପଣଙ୍କର ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ।ଏମିତି ଜାଗାରେ ମଧ୍ୟ ସହର ଓ ଜନବସ୍ତି ରହି ଅଛି କହିବାକୁ ଗଲେ ଏଠାରେ ଦିନରାତି ଅଲଗା ହେବା କାରଣରୁ ଏଠି ଲୋକଙ୍କ ସମ୍ପୂର୍ଣ୍ଣ ଦିନଚର୍ଯ୍ୟା ଆଲଗା ହୋଇଥାଏ।ଆପଣ ଭାବି ନଥିବେ ନା ଏମିତିବି ଜଗଥିବ ଆଉ ଆପଣ ଟିକେ ଭାବନ୍ତୁ ଯଦି ଆପଣଙ୍କୁ ସବୁଦିନ ପାଇଁ ସେଠି ରହିବାକୁ ପଡିଲା ଆପଣ କଣ କରିବେ।

ଆସନ୍ତୁ ଜାଣିବା ସେସବୁ ଜାଗା ବିଷୟରେ:-ସର୍ବପ୍ରଥମେ ବା ଏକ ନମ୍ବରରେ ଆସିବ ଆଲାସ୍କା ଏହା ଅତୀତରେ ଋଷର ଭାଗ ବୋଲି କହନ୍ତି କିନ୍ତୁ ଆମେରିକା ଏହାକୁ ଋଷ ଠାରୁ କିଣି ନେବା ପରେ ଏହା ଆମେରିକାର ଭାଗ ଅଟେ।ଏହାକୁ ସୁନ୍ଦର ବରଫର ଦେଶ ବୋଲି କୁହାଯାଏ।ଏଠି ମେ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ସୁର୍ଯ୍ୟ ବୁଡି ନଥାଏ।ମାନେ ଏଠି କିଛି ସମୟ ପାଇଁ ରାତି ହୋଇନଥାଏ।ଏଠି ରାତିର ୧୨.୩୦ ରେ ସୁର୍ଯ୍ୟ ଅସ୍ତ ହୁଅନ୍ତି ଓ ଠିକ ଏହାର ୫୧ ମିନିଟ ପରେ ସୁର୍ଯ୍ୟ ଉଦୟ ହୋଇଥାନ୍ତି।

ଦ୍ଵିତୀୟରେ ଆସିବ କାନାଡ଼ା ଏଠି ମଧ୍ୟ ବିଭିନ୍ନ ସ୍ଥାନରେ ଦିନରାତିର ବିଚିତ୍ର ଚକ୍ର ଦେଖି ବାକୁ ମିଳିଥାଏ।ଏ ଦେଶ ବର୍ଷର କିଛି ସମୟ ବରଫ ଦ୍ୱାରା ଢ଼ାଙ୍କି ହୋଇରହିଥାଏ।ଏହାର ବିପରୀତ ପଟେ ଖରାଦିନେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟା ଅସ୍ତ ହୁଅନ୍ତି ନାହିଁ।ଏଠି ପ୍ରାୟ ଦିନର ଉଜ୍ଜ୍ୱଳତା ରହିଥାଏ।

ତୃତୀୟରେ ଆସିବ ଫିନଲାଣ୍ଡ ହଜାର ହ୍ରଦ ଓ ଦ୍ୱୀପରେ ତିଆରି ହେଇଚି ଏ ସୁନ୍ଦର ଜାଗା ଖରାଦିନେ କହିବାକୁ ଗଲେ ୮୦ ଦିନ ପର୍ଯ୍ୟନ୍ତ ସୁର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।ଏହା ସହିତ ସୁର୍ଯ୍ୟ ଦିନ ରାତି ୨୪ ଘଣ୍ଟା କିରଣ ବିତରଣ କରନ୍ତି ଏହା ବୁଲିବା ହେତୁ ବହୁତ ଭଲ ସ୍ଥାନ ବୋଲି ଭାଵନ୍ତି।

ଚତୁର୍ଥରେ ଆସିବ ଆଇସଲାଣ୍ଡ ଏହା ୟୁରୋପରେ ଅବସ୍ତିତ ହୋଇଥାଏ।କ୍ଷେତ୍ରଫଳ ଦୃଷ୍ଟିରୁ ଏହା ୧୮ତମ ବୃହତ୍ତ ଦ୍ୱୀପ ଅଟେ ଓ କୁହାଯାଇକି ଏଠି ୧୦ ମେ ଠାରୁ ନେଇ ଜୁଲାଇ ଶେଷ ପର୍ଯ୍ୟନ୍ତ ସୁର୍ଯ୍ୟ ବୁଡ଼ନ୍ତି ନାହିଁ ପ୍ରାକୃତିକ ଦୃଶ୍ୟକୁ ଅନୁଭବ କରିବାପାଇଁ ଏ ସମୟରେ ଲଖ୍ୟା ଧିକ ଭ୍ରମଣ କାରୀ ଏଠାକୁ ଆସନ୍ତି।

ପାଞ୍ଚରେ ଆସିବ ନରୱେ ଏହାକୁ ମଧ୍ୟରାତ୍ରିର ଦେଶ ମଧ୍ୟ କୁହାଯାଏ କାରଣ ଏହା ଆଣ୍ଟାର୍କଟିକା ଗୋଲକ ଭିତରେ ଆସିଥାଏ।ଏଠି ମେ ଠାରୁ ଆରମ୍ଭ କରି ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୮୦ ଦିନ ସୁର୍ଯ୍ୟ ବାହାରନ୍ତି ନାହିଁ।

ଛଅରେ ଆଦିବ ସ୍ୱଡେନ ଏହାର ଭୌଗଳିକ ଅଵସ୍ଥା ଅଲଗା ହେତୁ ଏଠାକାର ପରିସ୍ଥିତି ଅଲଗା ରହେ।ଏଠାରେ ପ୍ରାୟ ମେ ରୁ ଅଗଷ୍ଟ ପର୍ଯ୍ୟନ୍ତ ସୁର୍ଯ୍ୟ ବୁଡେନାହିଁ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ରାତି ହୋଇନଥାଏ।ଏବେ ହୁଏତ ଆପଣ ବିଶ୍ୱାସ କରିପାରନ୍ତି ନହେଲେ ସେଠାକୁ ଯାଇଁ ପରୀକ୍ଷା କରିପାରିବେ।

Leave a Reply

Your email address will not be published. Required fields are marked *