December 24, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ATM ଯନ୍ତ୍ରରୁ ପଇସା କିପରି ବାହାରିଥାଏ – କିପରି ଭାବେ ଏହା କାମ କରିଥାଏ ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ଆପନମାନଙ୍କୁ ସ୍ୱାଗତଜଣାଉଛୁ କଣ ଆପଣ ମାନେ ଜାଣିଛନ୍ତିକି ଏ.ଟି.ଏମ ଯନ୍ତ୍ର କୀପରି କରିଥାଏ ?ଆପଣ ଯେତେବେଳେ ପଇସା କାଢୁଥିବେ ଆପଣଙ୍କୁ ଲାଗୁଥିବ ଏ ଏ.ଟି.ଏମ ରେ ଟଙ୍କା ଛାପିବାର ଯନ୍ତ୍ର ଥିବ ବା ତାଭିତରେ କିଏ ଲୁଚିକି ବସିଥିବ।ଆଜି ଆମେ ଆପଣଙ୍କୁ ଜଣେଇବୁ ସତଟା କଣ।ଆଜି କାଲି ଯୁଗ ବହୁତ ଆଡଭାନ୍ସ ହୋଇଗଲାଣି ଆମକୁ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କରେ ଲାଇନ ଦବାକୁ ପଡିବନି ଏ.ଟି.ଏମ ରେ କାର୍ଡ଼ ସ୍ୱାଇପ କରିବ ଓ ପଇସା ଆପଣଙ୍କ ହାତରେ ଥିବ।ଆପଣ କେବେ ଭାବିଛନ୍ତି କି ଏ କାମ କିପ୍ରକାରର କରେ ?ଆଜି ଆମେ ଏଠି ଏ ଏଟିଏମ ବିଷୟରେ କିଛି କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସାଙ୍ଗମାନେ ଏ.ଟି.ଏମ କାର୍ଡର ପଛ ପଟରେ ଚୁମ୍ବକୀୟ ରେଖା ଥାଏ ତାମଧ୍ୟରେ ବିଭିନ୍ନ ପ୍ରକାର ତଥ୍ୟ ମାନ ରହିଥାଏ।ତାତଳକୁ ଆପଣଙ୍କୁ ଗୋଟେ ହୋଲଗ୍ରାମ ଦେଖିବାକୁ ମିଳିଥାଏ।ତାପରେ ଆପଣଙ୍କୁ ବ୍ୟାଙ୍କର ଯୋଗାଯୋଗ କରିବା ପାଇଁ ତଥ୍ୟ ଦେଖିବାକୁ ମିଳେ।ସେଠି ଆପଣଙ୍କୁ ସ୍ବାକ୍ଷର କରିବା ପାଇଁ ଜାଗାଥିବା ଆବଶ୍ୟକ।ତାପରେ ସେଇଠି ତାପାଖରେ ସୁରକ୍ଷା କୋଡ଼ ଦେଖିବାକୁ ମିଳିଥାଏ।ତାପରେ ତଲକୁ ନେଟୱର୍କ ଲୋଗ ଆଦି ଲାଗିଥାଏ।ସାଙ୍ଗମାନେ ଏଥିଲା କାର୍ଡର ସବୁ ତଥ୍ୟ।

ଏବେ ଆସନ୍ତୁ ଜାଣିବା କି ପଇସା କିପରି ବାହାରି ଥାଏ।ଆପଣମାନେ ଜାଣିଥିବେକି ଏ.ଟି.ଏମ କାର୍ଡ଼ ଭିତରେ ଥିବା କଳା ଷ୍ଟ୍ରିପ ରେ ଯଦି କିଛି ହାଲ୍କା ସ୍କ୍ରାଚ୍ ହୋଇଥାଏ ତାହେଲେ ଏ କାର୍ଡ଼ କରିନଥାଏ।ଏହାର ସବୁଠୁ ବଡ଼ କାରଣ ହେଲା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ସବୁ ତଥ୍ୟ ସେ କାର୍ଡ଼ରେ ଲେଖାଯାଇଥାଏ।ଯେମିତି କୌଣସି କାର୍ଡ଼ ଏ.ଟି.ଏମ ଯନ୍ତ୍ର ଭିତରକୁ ଯାଇଥାଏ ତା ଭିତରେ ଦୁଇଟି ସ୍କାନର ଥାଏ ସେ ପରିଖ୍ୟା କରନ୍ତିକି ଏ.ଟି.ଏମ କାର୍ଡ଼ ଭ୍ୟାଲିଡ଼ ଅଛି କି ନାହିଁ।ତାପରେ ଯଦି ସବୁ କିଛି ମ୍ୟାଚ ହେଉଥାଏ ତ ଚିପ ମାଧ୍ୟମରେ ସବୁ ତଥ୍ୟ ବ୍ୟାଙ୍କର ସର୍ଭର କୁ ଯାଇଥାଏ।

ଆସନ୍ତୁ ଜାଣିବା ସର୍ଭର କଣ ? ଆପଣ ଯେତେବେଳେ ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥାନ୍ତି।ତାପରେ ଆପଣଙ୍କ ସବୁ ତଥ୍ୟ ସେ ସର୍ଭରରେ ସଂଗୃହିତ ହୋଇ ରହିଥାଏ।ଆପଣ ଯେକୋୖଣସିବି କାରବାର କରୁଥିବେ ସେସବୁ ଜିନିଷ ଆପଣଙ୍କ ସର୍ଭରରେ ପହଞ୍ଚୁ ପହଞ୍ଚୁ ନିଜେ ନିଜେ ଅଦ୍ୟତନ ହୋଇଯାନ୍ତି।ଏହାର ଛୋଟ ଫର୍ମ ଆପଣଙ୍କୁ ଏ.ଟି.ଏମ କାର୍ଡର ଚିପ ଆକାରରେ ଦିଆ ଯାଇଥାଏ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁକି ଏ.ଟି.ଏମ ଯନ୍ତ୍ର ବିଭିନ୍ନ ପ୍ରକାରର ହୋଇଥାଏ।ଭାରତରେ ଦୁଇ ପ୍ରକାରରର ମେସିନ ରହିଥାଏ।ପ୍ରଥମେ ବେସିକ ଏ.ଟି.ଏମ ଯନ୍ତ୍ର ଆପଣଙ୍କୁ ସବୁଠି ଦେଖିବାକୁ ମିଳେ ଯେଉଁଠି ଆପଣ କେବଳ ପଇସା କାଢି ପାରିବେ କିନ୍ତୁ ଆପଣଙ୍କର ଯେଉଁ ଅଲଗା ଯନ୍ତ୍ର ଥାଏ ସେଗୁଡିକୁ ସବୁ ପ୍ରକାର ସୁବିଧାରେ ଅନ୍ତର୍ଭୁକ୍ତ।ଯେଉଁଥିରେ ପଇସା ଉଠେଇବା ଶହ ପଇସା ରଖି ପାରିବା।ଏ ଭଳି ଯନ୍ତ୍ର ଆପଣଙ୍କୁ ବ୍ୟାଙ୍କ ପାଖରେ ମିଳିଯିବ।ଏହା ଭିତରେ ଵ୍ୟାଙ୍କ କର୍ମଚାରୀ ଆସି ପଇସା ରଖିକି ଯାଆନ୍ତି।ଏହାକୁ ଖୋଲିବା ପାଇଁ ଗୋଟେ ଅଲଗା ଚାବି ଆସେ।ଏହାକୁ ଖୋଲି ପଇସା ଆଦି ରଖାଯାଇଥାଏ।

ଯଦି କେହି ସେ ଯନ୍ତ୍ରରେ ଟଙ୍କା ଉଠେଇବା ପାଇଁ ଯାଇଥାଏ ତାଭିତରେ ଗୋଟେ ଷ୍ଟ୍ରିପ ଥାଏ ଜାହାଦ୍ୱାରା ଟଙ୍କା ବାହାରିଥାଏ।ଗୋଟେ ଗୋଟେ ଟଙ୍କାକରି ଆଗରେ ଥିବା ସ୍ଥାନରେ ଭରି ଯାଇଥାଏ।ଏ ନିୟନ୍ତ୍ରଣ ତାର ଏତେ ନମନୀୟ ହୋଇଥାଏ କି ଗୋଟେ ନୋଟ ବଦଳରେ ମୁଣ୍ଡର ଚୁଟିବି ସେଥିରେ ବାହାରି ପାରିବନି।ଆପଣ କାର୍ଡ଼ ପୁରାଇଲା ବେଳେ ଦେଖନ୍ତୁ ସେଠାରେ ଅନ୍ୟ କୌଣସି ଯନ୍ତ୍ର ଅଛିକି ନାହିଁ,ଆପଣ ପିନ ମାରିଲା ବେଳେ ଆପଣ ଦେଖୁଥିବେ କି କୌଣସି କ୍ୟାମେରା ଯେମିତି ନ ଦେଖୁ।ଆପଣ ଆପଣଙ୍କ କାରବାର ସଇଲା ପରେ କ୍ଲିଅର ବଟମ ଚିପିବେ।ଏହିଭଳି ଆମେ ଏ.ଟି.ଏମ ଠକେଇରୁ ବଂଚି ପାରିବ।

Leave a Reply

Your email address will not be published. Required fields are marked *