December 24, 2024

Odia Express

Leading Odia News Portal of Odisha

ଏମିତି କରିବା ଦ୍ୱାରା ସମ୍ପୂର୍ଣ୍ଣ ଦୁନିଆ ଆପଣଙ୍କ ଇଜ୍ଜତ କରିବ- ଆଜି ଏ ବିଷୟରେ ଜାଣିରଖନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଯଦି ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ତ ଆପଣ ଆପଣଙ୍କ ଜୀବନରେ ଉନ୍ନତି ପୂର୍ଣ୍ଣ ଲୋକ ହେବାକୁ ଚାହୁଁଛନ୍ତି ତ ଓ ନିଜ ହୃଦୟରେ ବଡ଼ ହେବାର ଆଶା ରଖୁଛ ତ ଆସନ୍ତୁ ଜାଣିବା ସେଥିପାଇଁ କଣ କରିବା।ସାଙ୍ଗମାନେ ଯେତେବେଳେ ଗଛରେ ଆଵଶ୍ୟକତାରୁ ଅଧିକ ଫଳ ଲାଗିଥାଏ ତାର ଡାଳ ଭାଙ୍ଗିବାକୁ ଆରମ୍ଭ କରେ ଠିକ ସେମିତି ଗୋଟେ ମଣିଷକୁ ଯେତେବେଳେ ତା ଅକାତରୁ ବେସି ମିଳିଯାଏ ସେ ସେତେବେଳେ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରିଥାଏ।

କେବଳ ଶବ୍ଦକୁ କେବଳ ଜାଣିବା ଓ ବୁଝିବା କାଫି ନୁହେଁ ତାକୁ ବୁଝିବା ବି ଆସିବା ଦରକାର।ସାଙ୍ଗମାନେ ଶୁଣିବା ଶିଖିନିଅ ଶହିବା ଶିଖିଯିବ ଓ ଶହିବା ଶିଖିଗଲେ ରହିବା ଶିଖିଯିବ ସାଙ୍ଗମାନେ ଏ କଥା କୌଣସି ଗୋଟେ ଯୁଗରେ ଭଲ ଲାଗୁଥିଲା କିନ୍ତୁ ଆଜିକାଲି ଯୁଗରେ ଆପଣଙ୍କୁ କାମିଆବ ହବାର ଅଛି ତ କେବଳ କାମରେ ଆସୁଥିବା କଥା ଶୁଣିବା ଶିଖ କେବଳ ନିଜ କଷ୍ଟକୁ ଶହିବା ଶିଖ ନିଜେ କାହାର ଖରାପ କର ନା ତମର କାହାକୁ କ୍ଷତି କରିବାକୁ ସୁଯୋଗ ଦିଅ।

ଏହା ସମ୍ପୂର୍ଣ୍ଣ ରୂପେ ସତକି ଯାହା ନା ଭଗବାନ କେବେ କାହାକୁ ଶାସ୍ତି ଦେଇଥାଏ ନା ଦଣ୍ଡ ଦେଇଥାଏ ଏହା ମାତ୍ର ନିଜ ନିଜ କର୍ମ ଫଳର ଭୋଗା ଭୋଗ ପଡିଥାଏ।ଆମର କର୍ମ ସେହି ଆଇନା ଅଟେ ଯାହା ଆମର ଅସଲି ରୁପ ଆମକୁ ଦେଖେଇ ଥାଏ କିନ୍ତୁ ମଣିଷ ବି ଅଦ୍ଭୁତ ଅଟେ ଯେତେବେଳେ ସମ୍ପର୍କରୁ ମନ ଭରିଯାଏ ସେତେବେଳେ ସେ ସବୁ କଥା ସବୁ ଭୁଲ ଓ ଦୋଷକୁ ଏକାଠି କରିବା ଆରମ୍ଭ କରେ ସେଥିପାଇଁ ଯେଉଁ ଦିନ ଆପଣ ନିଜ ନିଜ ହସର ମାଲିକ ନିଜେ ହୋଇଯିବେ ସେହିଦିନ ଆପଣଙ୍କୁ କେହି କନ୍ଦେଇ ପାରିବେନି।

ମିଛରେ ଯଦି ଭଲ ଆକର୍ଷଣ ଥାଏ ତାହେଲେ ସ୍ତିରତା ସତ୍ୟତାରେ ଥାଏ।ଶବ୍ଦର ମହତ୍ୱ କହିବା ଲୋକ ଉପରେ ନିର୍ଭର କରେ କେଉଁ ଶବ୍ଦ ମନ୍ତ୍ର ଓ କେଉଁ ଶବ୍ଦ ଗାଳି ହୋଇଯାଏ।ସେଥିପାଇଁ ସବୁବେଳେ ସତ କହିବା ଆବଶ୍ୟକ ସେ ଯେତେ କଷ୍ଟକର ହେଉ ମଧ୍ୟ ହେଲେ ସତ କହିବା ଆବଶ୍ୟକ।

ସାଙ୍ଗମାନେ ଏ ଶବ୍ଦ ଚାବି ଭଳିଆ ହେବା ଆଵଶ୍ୟକ ତାଙ୍କର ଠିକ ଉପଯୋଗ କରିକି ବହୁତ ଲୋକଙ୍କ ମୁହଁ ବନ୍ଦ ଓ ହୃଦୟର ତାଲା ଖୋଲା ଯାଇ ପାରିବ।ଖରାପ ସମୟରେ ଆଶ୍ୱାସନା ଦେବା ଵାଲା ହିଁ ଅଚିହ୍ନା ଲୋକ ହୃଦୟରେ ବସିଯାନ୍ତି।

ଖରାପ ସମୟରେ ଦୁରେଇ ଦେବା ଲୋକ ନିଜର ହେଇଥାଉ ନା କାହିଁକି ଦୁରେଇ ଯାଇଥାଏ ସେଥିପାଇଁ କାହାର ସାହାର୍ଯ୍ୟ କରିବାରେ ପଛ ଘୁଞ୍ଚା ଦେବ ନାହିଁ କାହିଁକିନା ଦୁନିଆରେ ପ୍ରେମ ଠାରୁ ବଡ଼ କୌଣସି ଧର୍ମ ନାହିଁ ଓ ଅନ୍ୟର ଭଲ କରିବାର କୌଣସି ବଡ଼ କର୍ମ ନାହିଁ।

ଯଦି ଭଲ ନିୟତ ସହ କାମ କରିବତ ସଫଳତା ନିଶ୍ଚିନ୍ତ ମିଳିବ ଯଦି ଭଲ ଉଦ୍ଦେଶ୍ୟରେ କାଠିବି ସଂଗୃହୀତ କରିବ ତାହେଲେ ଗୋଟେ ବସା ତିଆରି ହେବ।ଖରାପ ଉଦ୍ଦେଶ୍ୟରେ ତିଆରି କରାଯାଇଥିବା କାଠି ସବୁ ଝାଡୁ ବ୍ୟତୀତ କେଉଁ ଥିରେ କାମରେ ଆସେନି । କର୍ମକରିବାର ଉଦ୍ଦେଶ୍ୟ ଓ ସୁଧାର କରିବାର ଇଛା ଥିଲେ ମଣିଷ କିଛିବି କରିପାରେ।

ନିଜ ଗୁଣ ଓ କର୍ମ ଦ୍ୱାରା ମିଳିଥିବା ସଫଳତା ହିଁ ସଚୋଟ ସଫଳତା ହୋଇଥାଏ।ବାତ୍ୟା ଜୀବନରେ କେବଳ ଅସ୍ତ ବ୍ୟସ୍ତ କରିବାକୁ ଆସିନଥାଏ କିଛି ଆପଣଙ୍କ ଜୀବନର ରାସ୍ତା ସଫା କରିବାକୁ ଆସିଥାନ୍ତି।ଯଦି ଆପଣଙ୍କ ଜୀବନରେ ବାଧା ଆସେ ତ ନିଜ ସାହାସକୁ କେବେ ଭାଙ୍ଗିବାକୁ ଦିଏ ନାହିଁ।ମଣିଷର ସବୁଠୁ ସୁନ୍ଦର ବନ୍ଧୁ ତାର ବିବେକ ଅଟେ।ଯଦି କୌଣସି କାମ କରିବାକୁ ଆପଣଙ୍କ ବିବେକ ମାନେନି ତାହେଲେ ସେ କାମକୁ ନ କରିବାଟାହିଁ ଉଚିତ ଅଟେ।

ଏ ଜୀବନର ବହୁତ କଠିନ ସତ୍ୟ ଅଟେ ଜୀବନ ବହୁତ ଶସ୍ତା ହୋଇଥାଏ ବାସ ବ୍ୟକ୍ତ କରିବାର ଉପାୟ ଅଧିକ ଅଟେ।ମଣିଷ ସେ ଜିନିଷରେ କମ ବେମାର ହୋଇଥାଏ ଯାହା ଦ୍ୱାରା ସେ ଖାଇଥାଏ।ସବୁବେଳେ ପ୍ରେମର କଥା କୁହ ଯାହାକୁ ଅନ୍ଧ କହିପାରିବ ଗୁଙ୍ଗା ଶୁଣି ପାରିବ।ଜୀବନ ସାଙ୍ଗମାନଙ୍କ ଦ୍ୱାରା ମପାଯାଏ ଓ ଉନ୍ନତି ଶତ୍ରୁ ମାନଙ୍କ ଠାରେ ମପାଯାଏ।ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତ ନିଜ ପାଇଁ କର। ତାପରେ ଦୁନିଆ ଆପଣଙ୍କ ପାଦତଳେ ପଡିଥିବ।

Leave a Reply

Your email address will not be published. Required fields are marked *