ଏହି ତିନୋଟି ରାଶି ବିଶିଷ୍ଟ ଝିଅଙ୍କ ଶହ ବାହାଘର ହେଲେ ଆପଣଙ୍କ ଭାଗ୍ୟର କବାଟ ଖୋଲିଯିବ…
ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ବନ୍ଧୁଗଣ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ୩ଟି ରାଶିର ଝିଅମାନଙ୍କର ବାହାଘର ହଉ ହଉ ତାଙ୍କର ଭାଗ୍ୟର କବାଟ ଖୋଲିଯାଇ ଥାଏ।ଆମର ଶାସ୍ତ୍ର ଆମ ଜୀବନରେ ବହୁତ ପ୍ରଭାବ ପକେଇଥାଏ ଏହାର ଅନୁସରଣ କରିଥାଏ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଥାଏ।ଯଦି ଆପଣଙ୍କ ଜୀବନରେ କୌଣସି ଅସୁବିଧା ହୋଇଥାଏ ଆମରି କୁଣ୍ଡଳୀ ଆମର ସମସ୍ୟାର ସମାଧାନ ଦେଇଥାଏ।ଏହି ଭଳି ଆମ ରାଶି ଆମ ବ୍ୟବହାର ସହିତ ଆମର ବ୍ୟକ୍ତିତ୍ୱ ଉପରେ ଅଧିକ ଭିତିରିଆ ପ୍ରଭାବ ପକେଇଥାଏ।
ମାନିଥାଉ କି ଆପଣ କାହା ସହିତ ରାଶି ଅନୁସାରେ ଭେଟ ହୋଇଥାନ୍ତିତ ଆପଣ ବହୁତ ଖୁସିରେ ରହିଥାନ୍ତି ଏମିତି କୁହାଯାଏକି ଆପଣଙ୍କ ସହ ତାଙ୍କର ବ୍ୟବହାର ମିସିଥାଏ ରାଶି ଅନୁସାରେ କାହାର ଜୀବନ ସାଥି ହେବା ଦ୍ୱାରା ଆପଣଙ୍କର ଆଉ ତମର ବ୍ୟବହାର ଖାପ ଖୁଆଇ ଥାଏ ସେହି କାରଣରୁ ଆପଣଙ୍କର ଏବଂ ତାଙ୍କର ତାଳ ମେଳ ଭଲ ହୋଇଥାଏ।ଭାବନ୍ତୁ ଯଦି ଆପଣ ଭାଲେଣ୍ଟାଇନରେ ପ୍ରଥମ ଥର ପାଇଁ କାହା ସହ ଡେଟରେ ଯାଉଛନ୍ତିତ ଆପଣ ବୁଝି ପାରନ୍ତିନି ତାଙ୍କ ପାଇଁ କଣ ନେଇକି ଯିବେ ବୋଲି ଯେଉଁ କାରଣରୁ ଆପଣ ବହୁତ ହଇରାଣ ହୋଇଥାନ୍ତି।ଅଲଗା ଦୃଷ୍ଟିରୁ ଦେଖାଯିବ ତ ତାଙ୍କ ରାଶି ଅନୁସାରେ ଯିବାତ ତାଙ୍କର ସବୁ ପସନ୍ଦ ନାପସନ୍ଦ ବିଷୟରେ ଜଣା ପଡିଯିବ ଆମେ ଆମ ପାଇଁ ଏମିତି ସାଥି ଖୋଜିଥାଉ ସେ ଆମ ପରିବାର ଓ ସମସ୍ତଙ୍କ ଭିତରେ ପ୍ରିୟ ହେବ।
ପ୍ରଥମେ ଆସିବ ମେଶ ରାଶି ଏହି ରାଶିର ଝିଅ ଯାହା ତାଙ୍କ ମନରେ ଥାଏ ତାହା ତାଙ୍କ ମୁଖରେ ଥାଏ କିନ୍ତୁ ଯେତେବେଳେ ନିଜ ସାଥି ପାଇଁ କିଛି କରିବାର ଅଛିତ ଆଙ୍କ ଠାରୁ ଭଲ ସାଥି କେହି ହେଇ ପାରିବେ ନାହିଁ।ନିଜ ସହିତ ନିଜ ସାଥୀର ପରିବାର ଲୋକମାନଙ୍କର ବହୁତ ଧ୍ୟାନ ରଖନ୍ତି ଯାହା ଦ୍ୱାରା ପରିବାର ସୁଖରେ ରହେ।
ଦ୍ୱିତୀୟରେ ଆସିବେ କର୍କଟ ରାଶି ଯଦି ଏମାନଙ୍କ ମନରେ ନିଜ ସାଥି ପାଇଁ ଭଲପାଇବା ଉତ୍ପନ୍ନ ହୋଇଥାଏ ତ ସେ ସମ୍ଵନ୍ଧକୁ ଶେଷ ପର୍ଯ୍ୟନ୍ତ ପାଳନ କରିଥାନ୍ତି। ଏମାନେ ବହୁତ ଆକର୍ଷିତ ହୋଇଥାନ୍ତି ଓ ଏମାନଙ୍କୁ ଯିଏ ପାଇବ ସେ ବହୁତ ଖୁସିରେ ରହିବ ନିଜ ପରିବାର ପ୍ରତି ସମ୍ବେଦନଶୀଳ ହୋଇଥାନ୍ତି ଓ ପରିବାରର କିଛି ହେଲେ ଏ ମାନେ ଶହି ପାରିବେ ନାହିଁ,ଏମାନଙ୍କ ପାଇଁ ନିଜ ପରିବାର ଖୁସି ମୁଖ୍ୟ ଅଟେ ଓ ଏମାନେ ପିଲାମାନଙ୍କର ଲାଳନ ପାଲନ ଭଲ ଭାବରେ କରନ୍ତି।
ତୃତୀୟରେ ଆସିବ ସିଂହ ରାଶିର କନ୍ୟା ଏମାନେ ବହୁତ ରାଗି ଅଟନ୍ତି। ଏମାନେ ସବୁ ସମସ୍ୟାରେ ମୁଣ୍ଡଟେକି ଠିଆ ହୋଇଥାନ୍ତି ନଡରି ନଵ୍ୟସ୍ତ ବିବ୍ରତ ହୋଇ ଠିଆ ହୋଇଥାନ୍ତି।ଏମାନଙ୍କ ଭିତରେ ଇର୍ଷା ବୋଲି ଜିନିଷ ନଥାଏ ଏମାନେ ଏତେ ସହଜରେ କାହାଉପରେ ରାଗି ନଥାନ୍ତି,ଏମାନଙ୍କ ଘରର ରାଜା ଅଟନ୍ତି ଏମାନେ ନିଜ ସାଙ୍ଗ,ପରିବାରଲୋକ,ସାଥୀ ଠାରୁ ମର୍ଯାଦା ବନେଇ ରଖିଥାନ୍ତି।ସାଥୀର ଇଚ୍ଛା କୁ ଭଲ ଭାବରେ ଜାଣି ତାକୁ ପୁରଣ କରିଥାନ୍ତି ଓ ତାକୁ ପୁର୍ଣ୍ଣ କରିବାକୁ ଭଲ ଭାବରେ ଚେଷ୍ଟା କରନ୍ତି ଓ ଥରେ କାହା ଉପରେ ରାଗିଲେ ତା ଠାରୁ ଦୁରୀ ବନେଇଥାନ୍ତି।ଏମାନଙ୍କ ପାଇଁ ଏମାନଙ୍କ ମର୍ଯ୍ୟାଦା ଓ ଶାଳୀନତା ସବୁଠାରୁ ବଡ଼ ଅଟେ।