ଆଜିର ମଜାଦାର ଜୋକ୍ସ: ଗୋଟିଏ ବୁଢା ସୁନ୍ଦରୀ ଝିଅ ସହିତ ସଡକ ଉପରେ ଧକ୍କା ହୋଇଗଲା, ବୁଢା- Iamsorry….ତା ପରେ ଝିଅ ଯାହା କହିଲା ଶୁଣିଲେ ହସି ହସି ବେଦମ ହେଇଯିବେ ଆପଣ..
ବ୍ୟସ୍ତବହୁଳ ଏହି ଜୀବନରେ କାହାକୁ ହସେଇବା ବହୁତ କଠିନ ଅଟେ । କାହାର ହୃଦୟ ତ ସହଜରେ ଦୁଃଖୀ କରାଯାଇ ପାରେ କିନ୍ତୁ କାହାକୁ ଖୁସି ଦେବା ମୁସ୍କିଲ ଅଟେ। ଏଥିପାଇଁ ଆଜି ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ଜୋକ୍ସ ନେଇ ଆସିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଆମେ ଦାବି କରୁଛୁ ଯେ ଏହି ଜୋକ୍ସ ସବୁ ପଢିକି ଆପଣଙ୍କ ହସ ବନ୍ଦ ହେବ ନାହିଁ। ତେଣୁ ବିଳମ୍ବ ନକରି ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।
ଜଣେ ଲୋକ ଯାହାଙ୍କ ମୁଣ୍ଡରେ କେବଳ ଦୁଇଟି କେଶ ଥିଲା, କଟେଇବାକୁ ଗଲେ । ବାରିକ- ହଁ କୁହନ୍ତୁ ଗଣିବି ନା କାଟିବି? ଲୋକ (ଉଦାସ ହୋଇ କହିଲେ)- ରଙ୍ଗ କରିଦିଅ ।
ବିବାହରେ DJବାଲା ଅଚାନକ ବେହୋଶ ହେଉ ହେଉ ବଞ୍ଚିଗଲା… କାରଣ, ଗୋଟିଏ ଝିଅ ଫରମାଇଶ କଲା- “ଭାଇ କୌଣସି ପତଞ୍ଜଳିର ରିମିକ୍ସ ଅଛି ତ ବଜାଅ” । ଯାହା କାନ ପାଇଁ ସ୍ଵସ୍ତ୍ୟକର ହୋଇଥିବ
ସାନ୍ତା ନିଜର ଗାର୍ଲଫ୍ରେଣ୍ଡ ସହିତ ପ୍ରଥମ ଡେଟରେ ଗଲା। ସାନ୍ତା- ଏହା ମୋର ପ୍ରଥମ ଡେଟ ଅଟେ ଡାର୍ଲିଂ, ଯଦି କୌଣସି ଅଭାବ ରହିଯିବ ତ ଛୋଟ ଭାଇ ଭାବି କ୍ଷମା କରିଦେବ ।
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେଇ ହେଲା । ସ୍ତ୍ରୀ ବଜାର ଯାଇ ବିଷ ଆଣିଲା ଏବଂ ଖାଇଦେଲା । କିନ୍ତୁ ସେ ନମରି ବେମାର ହୋଇଗଲା। ସ୍ଵାମୀ ରାଗରେ କହିଲେ…. । ଶହେ ଥର କହିଛି ଜିନିଷ ଦେଖିକି କିଣ, ପଇସା ବି ଗଲା, କାମ ବି ହେଲା ନାହିଁ !
ବିବାହ ପାରେ ଶ୍ଵଶୁର ନିଜର ଜ୍ଵାଇଁ ଙ୍କୁ… । ଶ୍ଵଶୁର- ଆପଣ ମଦ ପିଉଛନ୍ତି, ବିବାହ ପୂର୍ବରୁ ଜଣେଇ ନଥିଲ କାହିଁକି? ଜ୍ଵାଇଁ- ଆପଣଙ୍କ ଝିଅ ମଧ୍ୟ ରକ୍ତ ପିଉଛି , ଏହା ମୋତେ କିଏ ଜଣେଇଥିଲା କି?
ବାପା- ପୁଅ ଟିକେ ନିଜର ମୋବାଇଲ ଦେବୁ 1ମିନିଟ ପାଇଁ… । ପୁଅ- 1ମିନିଟ On କରିଦେଉଛି!!! DeleteVideos…। DeletePhotos…। DeleteCalls…। DeleteMessages…. । ଏହା ନିଅ ବାପା On ହେଇଗଲା! ବାପା- ଆରେ ନା କେବଳ ସମୟ କହିଦେ ।
ଶାଶୁ- ମୁଁ କେତେଥର କହିଛି ଯେ ବିନ୍ଦି ଲଗେଇ ବାହାରକୁ ଯାଅ । ବୋହୁ- କିନ୍ତୁ ଜିନ୍ସ ଟପ ଉପରେ ବିନ୍ଦି କିଏ ଲଗାଏ ମା? ଶାଶୁ- ମୁଁ କେତେବେଳେ କହିଲି ଯେ ଜିନ୍ସ ଉପରେ ଲଗା , ମଥାରେ ଲଗେଇକି ଯାଅ ।
ଗୁଡ୍ଡୁ ଓଠ ଯାଇଯାଇଥିଲା, ପବନ- ଓଠ କିପରି ଜଳିଲା? ଗୁଡ୍ଡୁ- ପତ୍ନୀଙ୍କୁ ଛାଡିବାକୁ ଷ୍ଟେସନ ଯାଇଥିଲି , ଖୁସିରେ ଇଞ୍ଜିନକୁ ଚୁମା ଦେଇଦେଲି ।
ପପ୍ପୁ- ସାଙ୍ଗ, ମୋର ଭାଇ ଦୁଇଦିନ ହେବ ବ୍ୟାଙ୍କ ଯାଇପାରୁ ନାହିଁ । ବଣ୍ଟି- ଏପରି କାହିଁକି? ପପ୍ପୁ- କାରଣ ତାଙ୍କୁ ସ୍ଵପ୍ନରେ ଗୋଟିଏ ଝିଅ ଚପଲ ମାରିଥିଲା । ବଣ୍ଟି- ଏହାର ବ୍ୟାଙ୍କ ନଯିବା ସହିତ କଣ ସମ୍ପର୍କ? ପପ୍ପୁ- ଆରେ ବ୍ୟାଙ୍କରେ ଲେଖାଯାଇଥିଲା,‘ଆମେ ଆପଣଙ୍କ ସ୍ଵପ୍ନକୁ ସତ୍ୟରେ ପରିଣତ କରୁଛୁ’ ।
ନୂଆ ନୂଆ ବାହାଘର ହେଲା… । ବିବାହର ପରଦିନ ସ୍ଵାମୀ ସକାଳେ ସକାଳେ ନିଜର ପତ୍ନୀଙ୍କ ଉପରେ ପାଣି ଢାଳିଦେଲା। ପତ୍ନୀ- (ନିଦରୁ ଉଠିକି ରାଗରେ) – ପାଣି କାହିଁକି ପକେଇଲ? ସ୍ଵାମୀ- ତୋ ବାପା କହିଥିଲେ, ଜ୍ଵାଇଁ ପୁଅ ମୋର ଝିଅ ଫୁଲକଳିକା ଅଟେ, ତାକୁ ଝାଉଁଳିବାକୁ ଦେବ ନାହିଁ , ଏଥିପାଇଁ!
ଯଦି କିଏ ସକାଳୁ ସକାଳୁ ଡାକିବା ସତ୍ବେ ନଉଠେ ତେବେ, ତାକୁ ଉଠେଇବାର ଏକ ନୂତନ ଉପାୟ ଅଣାଯାଇଛି । ତାହାର କାନରେ ଯାଇକି ଧୀରେ କହିଦିଅ, “ ତୋ ବାପା ତୋ ମୋବାଇଲ ଚେକ କରୁଛନ୍ତି”। ମାଆ ରାଣ ନିଦ ସବୁଦିନ ପାଇଁ ନଉଡିଯିବ ତ କହିବ!!!
ବସନ୍ତୀ ଧନ୍ନୋ କୁ କହୁଛି…. ବସନ୍ତୀ- ଦୌଡ ଧନ୍ନୋ ଦୌଡ, ଆଜି ତୋର ବସନ୍ତୀର ଇଜ୍ଜତର ପ୍ରଶ୍ନ ଅଟେ । ଧନ୍ନୋ- ତୋତେ ତୋ କଥା ପଡିଛି , ମୋ କଥା ଚିନ୍ତକର ଯାହା ପଛରେ ଗବ୍ବରର 10ଘୋଡା ପଡିଛନ୍ତି….
ଏକ ଭବ୍ୟ ପାର୍ଟି ଚାଲୁଥିଲା । ସେତେବେଳେ ଏକ ସୁନ୍ଦର ଝିଅ ପପ୍ପୁ ପାଖକୁ ଆସି କହିଲା, “ExcuseMe, ମୋ ହାତରେ ଖାଇବା ପ୍ଳେଟ ଅଛି ତ କଣ ଆପଣ ମୋ ଟିସାର୍ଟରୁ ଗୋଟିଏ ଜିନିଷ ହଟେଇ ଦେବେ”? ପପ୍ପୁ ଖୁସି ହୋଇ- ହଁ କୁହ କଣ ହଟେଇବାର ଅଛି? ଝିଅ- ନିଜର କୁକୁର ଭଳି ନଜର ।
ଅପରେସନ ଟେବୁଲ ଉପରେ ଶୋଇଥିବା ରୋଗୀ କହିଲା । ରୋଗୀ- ଡାକ୍ତର ସାହେବ, ହସ୍ପିଟାଲରେ କେଉଁ ପର୍ଯ୍ୟନ୍ତ ରହିବାକୁ ହେବ? ଡାକ୍ତର- ଅପରେସନ ଠିକ ହେଲା ତ ଏକ ସପ୍ତାହ, ନଚେତ ଅଧଘଣ୍ଟା ।
ଜଣେ ବୁଢା ସୁନ୍ଦରୀ ଝିଅ ସହିତ ଧକ୍କା ହେଇଗଲା… । ବୁଢା- Iamsorry। ଝିଅ- ଅନ୍ଧ କି , ଦେଖାଯାଉନାହିଁ? ଝିଅଟି ଯେପରି ଆଗକୁ ଗଲା ଜଣେ ସୁନ୍ଦର ଯୁବକ ସେହି ଝିଅ ସହିତ ଧକ୍କା ହେଇଗଲେ । ପୁଅ- Sorry। ଝିଅ- ItsOkay। ବୁଢା- ମୋର ସରିର ବନାନ ଭୁଲ ଥିଲା କି?