December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଘରେ ବି ପିମ୍ପୁଡି ଅଛନ୍ତି ତ ଆପଣ ବୁଝନ୍ତୁ କି କିଛି ଏପରି ହେବାକୁ ଯାଉଛି…

ଆମେ ପିମ୍ପୁଡି ମାନଙ୍କୁ ଏକ କାମୁଡିବା ଦୁଷ୍ଟ ଜୀଵ ବ୍ୟତୀତ ଆଉ କିଛି ବି ମାନି ନଥାଉ। ସେମାନେ ଆମ ପାଇଁ ଏକ ବ୍ୟବହାର ହୀନ ଜୀଵ ବ୍ୟତୀତ ଆଉ କିଛି ବି ନୁହନ୍ତି। ମାତ୍ର ଆମେ ଜାଣିବା ଦରକାର କି ଦୁନିଆ ର ସବୁଠାରୁ ପରିଶ୍ରମୀ ଜୀଵ ଭାବେ ପିମ୍ପୁଡି ମାନଙ୍କୁ ମାନା ଯାଇଥାଏ। ଆମେ ଯେତେବେଳେ ବି କିଛି ପ୍ରେରଣା ଦାୟକ ଭିଡିଓ ଦେଖୁ ତ ସେଥିରେ ପିମ୍ପୁଡି ମାନଙ୍କର କଥା ତଥା ଫୋଟୋ ନିଶ୍ଚୟ ଦେଖା ଯାଇଥାଏ। ଯଦି ଆପଣ ବି ନିଜ କାମ ରେ ଧ୍ୟାନ କେନ୍ଦ୍ରିତ କରି ପାରୁ ନାହାନ୍ତି ତ ଆପଣ ବି ପିମ୍ପୁଡି ମାନଙ୍କ କଥା ନିଶ୍ଚୟ ଭାବିବା ଦରକାର।

ଆଜି ଆମେ କହିବାକୁ ଯାଉଛୁ କିଛି ଏପରି କଥା ବାବଦରେ ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହେଇଯିବେ। ହେଇପାରେ ଆପଣଙ୍କ ଘରେ ପିମ୍ପୁଡି ଜମା ବି ନଥିବେ, ହେଇପାରେ ଆପଣଙ୍କ ଘରେ ପିମ୍ପୁଡି ମାନଙ୍କର ଅଧିକ ସଂଖ୍ୟା ଥିବ। ମାତ୍ର ଆଜିର ବିଷୟ ଆପଣଙ୍କ ଭାଗ୍ୟ ବାବଦରେ କି ପିମ୍ପୁଡି ଆପଣଙ୍କ ଭାଗ୍ୟ କିପରି ବଦଳାଇ ପାରିବ।

ଆପଣଙ୍କ ଘରେ ଯଦି କଳା ରଙ୍ଗର ପିମ୍ପୁଡି ଅଛନ୍ତି ତ ତାହା ଆପଣଙ୍କ ଘରେ ଭଗବାନ ବିଷ୍ଣୁ ଙ୍କର ବାସ ସୁଚେଇ ଦେଇଥାଏ। ଯଦି ଆପଣଙ୍କ ଘରେ ଆପଣ ଧନାଭାଵ ଦୂର କରିବାକୁ ଚାହୁଁଛନ୍ତି ତ ଆପଣ ପିମ୍ପୁଡି ମାନଙ୍କୁ ଚାଉଳ ଗୁଣ୍ଡ କରିକି ଖୁଏଇ ଦିଅନ୍ତୁ। ଆପଣ ଯଦି ଚାଉଳ ଗୁଣ୍ଡ ରେ ଚିନି ମିସେଇକି ଖୁଆଇ ଦେବେ ତ ଆପଣଙ୍କ ଘରୁ ଧନ ର ଅଭାବ ଦୂର ହେଇଯିବ।

ଯଦି ଆପଣ ନିଜର ଚେହେରା ରେ ଚମକ ଆଣିବାକୁ ଚାହୁଁଛନ୍ତି ତ ଆପଣ ଶୁଖିଲା ନଡ଼ିଆ ଗୁଣ୍ଡ ଆଣିକି ଖୁଆଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ରେ ଚମକ ଆସିଯିବ। ଯଦି ଆପଣ ନିଜ ବ୍ୟବସାୟ ରେ ଲାଭ ଚାହୁଁଛନ୍ତି ତ ଆପଣ ବାଦାମ ପାଉଡର ରେ ଚିନି ମିସେଇକି ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟବସାୟ ରେ ଆକାଶ ଛୁଆଁ ଉନ୍ନତି ହେବାକୁ ଲାଗିବ।

ଯଦି ଆପଣଙ୍କର ପିତୃ ଦୋଷ ଅଛି ଅଥବା ଆପଣଙ୍କର ଜମି ଜମା ଦୋଷ ଅଛି ତ ତାକୁ ଦୂର କରିବା ପାଇଁ ଆପଣ ପିମ୍ପୁଡି ମାନଙ୍କୁ ଅଟା ପେସିକି ଚିନି ମିସେଇକି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ସମସ୍ୟା ଦୂର ହେଇଯିବ। ଆପଣଙ୍କର ଯଦି ଗ୍ରହ ମାନଙ୍କର ସମସ୍ୟା ଅଛି ତ ଆପଣ ପିମ୍ପୁଡି ମାନଙ୍କୁ ମିଠା ରୋଟି ବନେଇକି ଖୁଆଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେଇଯିବ।
ଆପଣଙ୍କ ଘରେ ଯଦି ପୋଛା ଲଗେଇବା ପରେ ବି କଳା ପିମ୍ପୁଡି ଦେଖିବାକୁ ମିଳିଲେ ତ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଅଟେ। ଏହାଦ୍ୱାରା ଆପଣଙ୍କ ଘର ର ଭାଗ୍ୟ ସୁଧୁରିବାକୁ ଜାଉଛି।

ଯଦି ଆପଣଙ୍କ ଘରେ ଲାଲ ପିମ୍ପୁଡି ଅଣ୍ଡା ନେଇକି ଯିବାର ଦେଖିବାକୁ ମିଳନ୍ତି ତ ଆପଣଙ୍କ ପାଇଁ ଏହା ଖରାପ ଖବର ଅଟେ।
ଯଦି ଘରେ ପିମ୍ପୁଡି ବସା ଦେଖିବାକୁ ମିଳନ୍ତି ତ ଆପଣଙ୍କ ପାଇଁ ଏହା ଅଶୁଭ ଖବର ଅଟେ। ଆପଣ ପିମ୍ପୁଡି ମାନଙ୍କୁ କିଛି ଖାଦ୍ୟ ଖୁଆଇକି ଛାଡ଼ନ୍ତୁ।

ଯଦି ଆପଣଙ୍କ ସ୍ବପ୍ନ ରେ କମ ପିମ୍ପୁଡି ଦେଖା ଯାଉଛି ତ ଏହା ଭାଗ୍ୟ ରେ ଲାଭର ପ୍ରତୀକ ଅଟେ।

Leave a Reply

Your email address will not be published. Required fields are marked *