ଧଳା ଚୁଟିକୁ କିପରି ସବୁଦିନ ପାଇଁ କଳା କରିବେ ସେଥିପାଇଁ ଏକ ଘରୋଇ ଉପାୟ – ଏବେ ଜାଣିରଖନ୍ତୁ…
ନମସ୍କାର ସାଙ୍ଗମାନେ ଚୁଟି ପାଚିବା ଗୋଟେ ସାଧାରଣ କଥା ଅଟେ।କିନ୍ତୁ ଆଜିକାଲି ଏ ସମସ୍ୟା କମ ବୟସରେ ହିଁ ଦେଖାଯାଇ ଥାଏ ମୁଖ୍ୟତଃ ସାଙ୍ଗମାନେ ଏ ରୋଗ ଜିନଜନିତ ଅଟେ କିନ୍ତୁ ଆଜି କାଲି ଏ ସମସ୍ୟା ପ୍ରଦୂଷଣ,ଖରା ଓ ଖାଦ୍ୟ ପେୟର ଠିକ ଭାବରେ ଧ୍ୟାନ ନଦେବା କାରଣରୁ ଏହା ହୋଇଥାଏ ଯେଉଁମାନଙ୍କର ଚୁଟି କମ ବୟସରେ ଧଳା ହୋଇଥାଏ ସେମାନେ ସେଥିରୁ ବ୍ୟସ୍ତ ବିବ୍ରତ ହୋଇ ରାସାୟନିକ ବା ହାନି କାରକ କୃତ୍ରିମ ରଙ୍ଗ ଓ ଡାଇ ଆଦି କରାଇ ଥାଆନ୍ତି ଜାହାଫଳରେ ସେଗୁଡିକ ଆପଣଙ୍କ ଚୁଟିକୁ ଆହୁରି ଧଳା କରିବାରେ ଲାଗିଥାଏ ଓ ଚୁଟିର ଗଠନ କୁ ମଧ୍ୟ ଖରାପ କରିଥାଏ କିନ୍ତୁ ସାଙ୍ଗମାନେ ଆଜି ଆମେ ଆପଣ ମାନଙ୍କ ପାଇଁ ସୁଧ ଘରୋଇ ଉପାୟ ନେଇକି ଆସିଛୁ ଯାହାର ମାତ୍ର ପ୍ରଥମ ଥରର ବ୍ୟବହାର ଦ୍ୱରା ଆପଣ ତାର ଫଳ ଦେଖିବାକି ପାଇବେ କି ଆପଣଙ୍କର ଯେଉଁ ଧଳା ଚୁଟି ଅଛି ସେ ଗୁଡିକ କଳା ହେବାକୁ ଲାଗିବ।ଚାଲନ୍ତୁ ସେ ଉପାୟ ଆରମ୍ଭ କରିବା।
ସେଥିପାଇଁ ଆମକୁ ପ୍ରଥମେ ଦରକାର ଭେସଲିନ ଏହା ଆମର ଶୁଖିଲା ଚୁଟିକୁ ପୋଷଣ ଦେବାରେ ସାହାର୍ଯ୍ୟ କରେ ତାସହିତ ଧଳା ଚଟିକୁ କଳା କରିବାରେ ସାହାର୍ଯ୍ୟ କରେ କଣପାଇଁ ନା ଏହିରେ ପେଟ୍ରୋଲିୟମ ଜେଲି ଓ ଗ୍ରୀସ ଥାଏ ଯାହା ଆପଣଙ୍କ ଚୁଟିକୁ ନରମ କରିଥାଏ ଯାହା ଧଳା ଚୁଟିର ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ।ଏହାର ଦାମ ମାତ୍ର ୫ ଟଙ୍କା ଅଟେ ଯାହା ଅତ୍ୟନ୍ତ ଶସ୍ତା ଓ ବ୍ୟବହାର ଯୋଗ୍ୟ ଅଟେ।ଆପଣ ଗୋଟେ ଚାମୁଚ ସାହାଯ୍ୟରେ ଅଧା ଚାମୁଚ ଭେସଲିନ ନେବା ତାପରେ ନେବା ଲେମ୍ବୁ ତାକୁ ଦୁଇଫାଳ କରି ନେବା ତାପରେ ଅତି ବେଶୀରେ ସେ ଭେସଲିନ ଭିତରେ ଆପଣଙ୍କୁ ୨-୪ ବୁନ୍ଦା ନେବାର ଅଛି।
ଲେମ୍ବୁ ଆପଣଙ୍କ ଚୁଟିରୁ ସବୁ ପ୍ରକାର ଫଙ୍ଗଲ ଇନଫେକ୍ସନ ଓ କୁଣ୍ଡେଇ କାଣ୍ଡେଇ ପଣକୁ ଦୁର କରିଥାଏ ଓ ଆପଣଙ୍କ ଚୁଟି ମୂଳକୁ ସଫା କରିଥାଏ କାରଣ ଚୁଟି ମୂଳ ସଫା ରହିଲେ କୌଣସିବି ପ୍ରକାର ଉପାୟ ପ୍ରୟୋଗ କଲେ ତାହା କାମ କରିବ।ଏଇଟା ଧ୍ୟାନଦେବେ କି ଆପଣ ଲେମ୍ବୁର ଅଳ୍ପ ମାତ୍ରା ହିଁ ନେବା।ତାପରେ ଏମିତି ଏକ ଜିନିଷ ଆମେ ନେବା ଯାହା ଆମ ଚୁଟିକୁ କଳା କରିବାରେ ସମ୍ପୂର୍ଣ୍ଣ ବିଶ୍ୱାସନୀୟ ଜିନିଷ ଅଟେ।ଯାହା ହେଉଛି ନଡ଼ିଆ ତେଲ ଏ ତେଲ ଆପଣଙ୍କ ଚୁଟିର ମୂଳରେ ସିଧାସଳଖ ପଶି ତଅଭିତରେ ତାକୁ ପୋଷଣ ଯୋଗାଇଥାଏ ଓ ତାକୁ ଲମ୍ବା କରିଥାଏ ଓ ଧଳା ଚଟିକୁ କଳା କରିବାରେ ସାହାଯ୍ୟ କରିଥାଏ ଏ ଟେଲର ମାହାତ୍ମ୍ୟ ଅବର୍ଣ୍ଣନିୟ।
ଏ ତେଲକୁ ଆପଣଙ୍କୁ ମାତ୍ର ଗୋଟେ ଚାମୁଚ ନେବାର ଅଛି।ଏହାପରେ ଆମେ ଯେଉଁ ଜିନିଶ ବ୍ୟବହାର କରିବା ସେହଉଛି ଆଳତି କରାଯାଉଥିବା କର୍ପୂର ଏହାର ଏଠାରେ ବହୁତ ବଡ଼ ଭୂମିକା ରହିଛି କାରଣ ଏହାର ମଧ୍ୟରେ ଏମିତି କିଛି ଉପାଦାନ ଥାଏ ଯାହା ଆମ ଚୁଟିକୁ କଳା କରିବାରେ ଓ କଳା ରଖିବାରେ ସାହାର୍ଯ୍ୟ କରେ ତାସହିତ ଏ ଚୁଟିକୁ ଭିତରୁ ପୋଷଣ ପ୍ରଦାନ କରିଥାଏ ଓ ଏହା ସାହାର୍ଯ୍ୟରେ ଆପଣ ଆପଣଙ୍କ ରୂପିକୁ ମଧ୍ୟ ଠିକ କରି ପାରିବେ ମାତ୍ର ୧-୨ ଟା କର୍ପୁର ନେବା ତାର ଚୂର୍ଣ୍ଣ ପ୍ରସ୍ତୁତ କରି ସେ ମିଶ୍ରଣରେ ପକାଇବା ତାପରେ ଏ ସବୁ ଜିନିଷକୁ ଆପଣ ଭଲଭାବରେ ମିସେଇନେବା ତାପରେ ଆକୁ ଖରାରେ ୧୫ ମିନିଟ ପାଇଁ ରଖିଦେବା ଯାହାଦ୍ୱାରା ସେ ଭେସଲିନକୁ ତରଳିଜୀଵ ଆପଣ ଏହାକୁ ଟେଲବା ସିରପ ବୋଲି କହିବା।
ଏବେ ଆମେ ଜାଣିବା ଏହାର ବ୍ୟବହାର ଆମେ କିପ୍ରକାରର କରିବା ଆପଣ ମୁଣ୍ଡ ଧୋଇ ଗାଧୋଇବା ପରେ ଚୁଟି ଆଂଶିକ ଓଦା ଥିଲା ବେଳେ ଆମେ ଯେକୌଣସି ଜିନିଷର ବ୍ୟବହାର କରିଥାଉ ଏହା ଦୁଇଗୁଣ ଶୀଘ୍ର କାମ କରିଥାଏ ଆପଣ ଆକୁ ନିଜ ଚୁଟିକୁ ମାଲିସ କଲାଭଳି ଏହାକୁ ବ୍ୟବହାର କରିବା ଉଚିତ ମାତ୍ର ୧୫-୨୦ମିନିଟ ପର୍ଯ୍ୟନ୍ତ ଏହାପରେ ଆକୁ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଏମିତି ଛାଡି ଦେବେ ଯଦି ପାରିବେ କୌଣସି ପ୍ରକାର କପଡା ଘୋଡେଇଦେବେ ଯାହା ଦ୍ୱାରା ବିନା କୌଣସି ପ୍ରଦୂଷଣରେ ଏ ଉପାୟ ଯେମିତି ଭଲଭାବରେ କାର୍ଯ୍ୟକାରୀ ହେବ।ତାପରେ କୌଣସି ପ୍ରକାର ଭଲ ସାମ୍ପୁ ସାହାଯ୍ୟରେ ଚୁଟିକୁ ଧୋଇଦେବେ ଏମିତି ମାତ୍ର ସପ୍ତାହରେ ତିନିଥର କରିବେ ଏହାର ବ୍ୟବହାର ପରେ ଦେଖିବେ କି ଚୁଟି କିପରି କଳା,ନରମ,ଲମ୍ବା ଓ ଗହଳିଆ ହେଉଛି।