December 22, 2024

Odia Express

Leading Odia News Portal of Odisha

ଦୁର୍ଘଟଣା ହେଲେ ମଧ୍ୟ ଟ୍ରେନ ଡ୍ରାଇଭର ଇମରଜେନ୍ସି ବ୍ରେକ କାହିଁକି ଲଗାଏ ନାହିଁ ? ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେନି…

ଆଜି ଆମେ ଆପଣଙ୍କ ପାଖରେ ଏକ ବହୁତ ଭଲ ଆଉ ମହତ୍ତ୍ୱପୂର୍ଣ ବିଷୟ କହିବାକୁ ଯାଉଛୁ। ଆଜି ଆମେ ଚର୍ଚ୍ଚା କରିବା କି ଯଦି ରେଲୱେ ଟ୍ରାକ ଉପରେ କେହି ବି ଆସି ଯାଏ ତ ଟ୍ରେନ ଡ୍ରାଇଭର ବ୍ରେକ କାହିଁକି ମାରେ ନାହିଁ? ଆଜ୍ଞା ହଁ ଆଜି ଆମେ କଥା ହେବା ତାହା ବାବଦରେ କି ଟ୍ରେନ ଡ୍ରାଇଭର ବ୍ରେକ କାହିଁକି ମାରି ନଥାଏ। ଆପଣ ଟ୍ରେନ ଟ୍ରାକ ରେ ବହୁତ ଲୋକ ତଥା ନିରୀହ ଜୀଵ ଜନ୍ତୁ ଙ୍କର ମୃତ୍ୟୁ ହେବାର ଦେଖି ଥିବେ। ମାତ୍ର ଯଦି ରେଲୱେ ଟ୍ରାକ ରେ କେହି ମଣିଷ ବି ଆସିଯାଏ ତଥାପି ଟ୍ରେନ ଡ୍ରାଇଭର ଇମରଜେନ୍ସି ବ୍ରେକ ମାରି ନଥାଏ। ଆଉ ଏହା ସହିତ ହି ଆମେ କହିବା କି ଯଦି ରେଲୱେ ଟ୍ରାକ ରେ ପାଣି ବି ଭରି ଯାଏ ତଥାପି ଏକ ଡ୍ରାଇଭର ଆରାମ ରେ ଟ୍ରେନ ଚଳାଏ। ପ୍ରଥମେ ଆମେ ଏହା ଉପରେ କଥା ହେବା କି ଟ୍ରେନ ଟ୍ରାକ ରେ କେହି ଆସିଯିବା ପରେ ବି ଡ୍ରାଇଭର କାହିଁକି ବ୍ରେକ ମାରି ନଥାଏ।

ଟ୍ରେନ ପ୍ରାୟ ୩୦ ରୁ ୫୦ ଡବା ରେ ଭରା ହେଇଥାଏ। ଏହି ସବୁ ଡବା ଏକ ସମୟରେ ୧୦୦ କିମି ପ୍ରତି ଘଣ୍ଟା ବେଗ ରେ ଆସିଥାଏ । ଯଦି କେହି ଡ୍ରାଇଭର କାହାକୁ ଦେଖିବା ମାତ୍ରେ ହି ବ୍ରେକ ମାରେ ତ ସେହି ସମସ୍ତ ଡବା ୧୦୦ କିମି ପ୍ରତି ଘଣ୍ଟା ବେଗ ରେ ଆସିକି ନିଜ ନିଜ ଭିତରେ ପିଟି ହେଇଯିବେ। ଏହାଦ୍ୱାରା ତାହା ଭିତରେ ବସିଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହେଇ ଯାଇପାରେ ଆଉ ଗୋଟେ ଟ୍ରେନ ର ସମସ୍ତ ଡବା କୁ ଅଟକାଇବା ପାଇଁ କମ ସେ କମ ୮୫୦ ମିଟର ଦୂରତା ରୁ ବ୍ରେକ ମାରିବା ଉଚିତ। ନହେଲେ ଦୁର୍ଘଟଣା ହେଇଯାଇ ପାରେ। ଆଉ ଯଦି କେଉଁ ରେଲୱେ ଟ୍ରାକ ୨° ବି ମୋଡି ଯାଇଥାଏ ତ ତାକୁ ୫୦୦ ମିଟର ଦୂରତା ରୁ ଦେଖିପାରିବା ବି ଅସମ୍ଭବ ହେଇ ଥାଏ। ତେଣୁ ରେଲୱେ ଡ୍ରାଇଭର ନିଜର ହ୍ରନ ମାରି ଲୋକ ମାନଙ୍କୁ ସଚେତନ କରାଇଥାଏ।

ମାତ୍ର ଶୀଘ୍ର ବ୍ରେକ ମାରିବା ଦ୍ୱାରା ଦୁର୍ଘଟଣା ରୁ ଅନେକ ଲୋକଙ୍କର ମୃତ୍ୟୁ ବି ହେଇପାରେ। ତେଣୁ ଡ୍ରାଇଭର ବ୍ରେକ ମାରେ ନାହିଁ।
ଏପରି ପରିସ୍ଥିତି ବାହିତ ହେଇଥାଏ କି ରେଲୱେ ଟ୍ରାକ ଉପରେ ୪ ରୁ ୬ ଇଂଚ ପାଣି ଭରିଯାଏ। ଏପରି ପରିସ୍ଥିତି ରେ ଜଣେ ଡ୍ରାଇଭର ଧୀରେ ଧୀରେ ଗତି ରେ ଟ୍ରେନ ଚଳାଏ ଆଉ ରେକବେ ଟ୍ରାକ ର ମେଣ୍ଟେନାନ୍ସ ପାଇଁ ତାକୁ ଢିଲା କରିକି ସିଧା କରିଦିଆ ଯାଏ। ଅର୍ଥାତ ସ୍ଲୋ ଲାଇନ ସ୍ଲୋ ଟ୍ରାକ ରେ ଚାଲେ ଆଉ ସ୍ପୀଡ଼ ଲାଇନ ରେ ସ୍ପୀଡ଼ ଟ୍ରେନ ଚାଲେ। ଏହିପରି ଟ୍ରେନ ବର୍ଷା ରେ ବି ଚାଲିଥାଏ।

Leave a Reply

Your email address will not be published. Required fields are marked *