December 22, 2024

Odia Express

Leading Odia News Portal of Odisha

ରକ୍ତ ରେ ଏସିଡିଟି ପାଇଁ ହି ଆମକୁ ହାର୍ଟ ଆଟାକ ଆସି ଥାଏ – ଅର୍ଜୁନ ଗଛର ଚାଲ ଦ୍ୱାରା ଏପରି କଣ୍ଟ୍ରୋଲ କରନ୍ତୁ ଏବେ…

ଆମେ ଜାଣିଛୁ କି ବାଗବତୀ କୁହନ୍ତି ଯେ ସର୍ବଦା ସନ୍ଧ୍ୟା ସମୟରେ ହି କ୍ଷୀର ପିଇବା କଥା ମାତ୍ର କିଛି ଲୋକ ଏହା ପଚାରନ୍ତି କି ଆମେ ସକାଳେ ଚା, କଫି ତ ପିଇଥାଉ ଆଉ ସେଥିରେ ବି ତ କ୍ଷୀର ଥାଏ। ମାତ୍ର ଆମେ ବୁଲି ଆସିବା ସମୟରେ ବି ଏହା ଜାଣି ପାରି ନଥାଉ କି ଚା କଫି ର କଥା ବାଗବତୀ ଙ୍କର କଥା ରେ କାହିଁକି ଲେଖା ଯାଇନାହିଁ। କାରଣ ବାଗବତୀ ଙ୍କର କଥା ପ୍ରାୟ ୩ ହଜାର ୫୦୦ ବର୍ଷ ପୁରୁଣା ଅଟେ ଆଉ ଚା ଅଥବା କଫି ଅଧିକ ରୁ ଅଧିକ ୪୦୦ ବର୍ଷ ପୁରୁଣା ଅଟେ।ମାତ୍ର ବାଗବତୀ କାଢ଼ା ବାବଦରେ କହିଛନ୍ତି। ଏହା ଆମ ଶରୀର ର ବାତ ସବୁଠୁ ଭଲ ଭାବେ କମେଇ ଥାଏ। ଆପଣ ଯଦି ଅର୍ଜୁନ ଗଛ ର ଛାଲ ର କାଢ଼ା ଅଥବା ଅନ୍ୟ କିଛି ପିଅନ୍ତି ତ ତାହା ଆମ ବାତ କୁ ସବୁଠୁ ଭଲ ଭାବେ କମେଇ ଥାଏ।

ଆମ ଶରୀର ରେ ପେଟର ଏସିଡିଟି ଠାରୁ ଆହୁରି ଖରାପ ହେଇ ଥାଏ ଆମ ରକ୍ତର ଏସିଡିଟି। ଏହା ହି ଆମ ଶରୀର ରେ ହାର୍ଟ ଆଟାକ ର କାରଣ ହେଇ ଥାଏ। ଆଉ ରକ୍ତର ଏସିଡିଟି କୁ ଯଦି ଦୁନିଆ ର କିଛି ଏକ ଜିନିଷ ସବୁଠୁ ଭଲ ଭାବେ ଭଲ କରି ଥାଏ ତ ତାହା ହେଉଛି ଅର୍ଜୁନ ଛାଲ ର କାଢ଼ା। ଏହା ଆମ ଶରୀର ରେ ବାତ କୁ ବି କମ କରିଥାଏ। ଆଉ ବାତ ସାଧାରଣତଃ ଶୀତ ଦିନ ମାନଙ୍କରେ ସବୁଠୁ ଅଧିକ ହେଇଥାଏ। କାରଣ ଶୀତ ଦିନରେ ହି ବାୟୁ ଚାପ ଅଧିକ ଥାଏ ଯାହା କି ଆମ କୁ ବାତ ର ଶୀକାର କରେଇ ଥାଏ।

ଆମର ଡିସେମ୍ବର ତଥା ଜାନୁଆରୀ ର ମାସ ପ୍ରାୟତଃ ବାତ ର ମାସ ହେଇଥାଏ। ଆପଣ ଏହି ମାସ ମାନଙ୍କରେ ବାତ ଦୂର କରିବା ପାଇଁ ଅର୍ଜୁନ ଛାଲ ର କାଢ଼ା ପିଅନ୍ତୁ। ଆପଣ ସକାଳୁ ଗରମ କ୍ଷୀର ରେ ଅର୍ଜୁନ ଛାଲ ର ପାଉଡର ଗୋଳେଇକି ପିଅନ୍ତୁ। ଏହା ଆପଣଙ୍କ ରକ୍ତର ଏସିଡିଟି କୁ କମ କରିବ ତଥା ଆପଣଙ୍କ ଶରୀର ରୁ ହାର୍ଟ ଆଟାକ ଦୂର କରି ପାରିବ।

ଏହା ସହିତ ଆପଣଙ୍କ ଶରୀର ର ଯେଉଁ ମଇଳା ଅଛି ତାହା ବି ଆପଣଙ୍କର ସଫା ହେଇଯାଇ ଥାଏ। କାରଣ ଆପଣ ଯାହା ବି ଖାଆନ୍ତି ତାର ସବୁଠୁ ଅଧିକ ମଇଳା ରକ୍ତ ରେ ହି ଜମା ହେଇଥାଏ। ଆପଣଙ୍କ ଶରୀର ର କୋଲେଷ୍ଟରୋଲ ବି ଏକ ପ୍ରକାର ମଇଳା ହି ହେଇଥାଏ। ତ ଏହି ଅର୍ଜୁଲ ଛାଲ ର ଯେଉଁ କାଢ଼ା ଆପଣଙ୍କ ଶରୀର ର ରକ୍ତ କୁ ସବୁଠୁ ଭଲ ଭାବେ ସଫା କରିଥାଏ ।

Leave a Reply

Your email address will not be published. Required fields are marked *