September 16, 2024

Odia Express

Leading Odia News Portal of Odisha

୩ ଦିନ ଲଗାତାର ବେଲପତ୍ର ଖାଇବା ର ଫାଇଦା -ଏହି ସବୁ ରୋଗ ଜଡ ରୁ ସମାପ୍ତ ହେଇଯାଏ – ଏବେ ଜାଣିରଖନ୍ତୁ…

ଆପଣମାନେ ବେଲ ପତ୍ର ବାବଦରେ ନିଶ୍ଚୟ ଜାଣିଥିବେ। ଆପଣ ଦେଖିଥିବେ କି ଶଙ୍କର ଭଗବାନ ଙ୍କର ମନ୍ଦିର ରେ ବେଲପତ୍ର ଟନ ଟନ ଚଢା ଯାଇଥାଏ ଆଉ ତାହାକୁ ଚଢ଼େଇବା ପରେ ଡଷ୍ଟବିନ ରେ ଫିଙ୍ଗି ଦିଆ ଯାଇଥାଏ। ତ ଜଣେ ପୂଜାରୀ ଏହାର କରିବ ବି କଣ ଏହାକୁ ତେଣୁ ସେ ଡଷ୍ଟବିନ ରେ ଫିଙ୍ଗି ଥାଏ।ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏହି ବେଲପତ୍ର ର କିଛି ଏପ୍ରକାର ଫାଇଦା କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି। ଆମେ ଆଜି କିଛି ଏପରି ଫାଇଦା ବାବଦରେ କହିବାକୁ ଯାଉଛୁ ଯାହା କି ବେଲପତ୍ର ଆମକୁ ଦେଇଥାଏ ଆଉ ଏହାର ସେବନ ଦ୍ୱାରା ଆମର ନିମ୍ନୋକ୍ତ କିଛି ରୋଗ ସମ୍ପୂର୍ଣ ଭାବେ ଭଲ ହେଇ ଯାଇଥାଏ।

୧: ସବୁଠୁ ପ୍ରଥମେ ଯଦି ଆପଣଙ୍କ ଶରୀର ରେ ହାଇ ବ୍ଲଡ଼ ପ୍ରେସର ଅଛି ତ ଆପଣଙ୍କ ପାଇଁ ବେଲପତ୍ର ଅତ୍ୟନ୍ତ ଫାଇଦା ଦାୟକ ହେଇଥାଏ। ଆପଣଙ୍କର ଯଦି ହାଇ ବ୍ଲଡ଼ ପ୍ରେସର ଥାଏ ତ ଆପଣ ବେଲପତ୍ର ର କାଢ଼ା ବନାନ୍ତୁ। ତାର ଆପଣ ଯୁସ କରିକି ପିଅନ୍ତୁ। ସକାଳୁ ୪ ରୁ ୫ ଭିତରେ ଉଠିକି ପ୍ରାଣାୟମ କରିସାରିବା ପରେ ଆପଣ ତାହାର ସେବନ କରନ୍ତୁ। ପୁରୁଣା ରୁ ପୁରୁଣା ବେମାରି ଠିକ ହେଇଯିବ।

୨: ଏହା ବ୍ୟତୀତ ଯଦି ଆମେ ଦୁନିଆ ରେ ଅଧିକ ଲୋକଙ୍କ ଉପରେ ନଜର ଦେବା ତ ଲୋକଙ୍କ ଭିତରେ କମ ବୟସ ରୁ ହି ବୁଢ଼ାପା ଆସିଥାଏ। ଏହା କଣ ପାଇଁ ହୁଏ ତାହା ଆମେ ଜାଣିଛୁ। ମାତ୍ର ଆମେ ବେଳପତ୍ର ର କାଢ଼ା ସେବନ କରିବା ଦ୍ୱାରା ଆମର ଏହି ବେମାରି ଠିକ ହେଇଯାଏ।

୩: ଏହା ଆମ ଶରୀର ରେ ଡାଇବେଟିସ ପାଇଁ ବି ଠିକ ହେଇଥାଏ। ଏହା ଆମ ସହରର ର କୋଲେଷ୍ଟରୋଲ କମେଇ ଥାଏ।

୪: ତୃତୀୟ ଭାବେ ଯଦି ଆମେ ଦେଖିବା କି ବେଲପତ୍ର ର କାଢ଼ା ସେବନ କରିବା ଦ୍ୱାରା ଆମର ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ହେଇଥାଏ। ଆପଣଙ୍କୁ ବାସ ସକାଳୁ ଉଠିକି ୬ରୁ ୮ଟି ବେଲପତ୍ର କୁଟିକି ତାର ରସ ରେ ଅଦା ରସ ମିସେଇକି ତାକୁ ସେବନ କରିବାର ଅଛି। ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ର ସମସ୍ୟା ଠିକ ହେଇଯିବ।

୫: ପୁରୁଷ ମାନଙ୍କର ଯଦି ଶୁକ୍ରାଣୁ ର କମି ଅଛି ତ ଆପଣ ଦୁଇଟି ବେଲପତ୍ର କୁଟିକି ତାକୁ ମହୁ ସହ ମିସେଇକି ଖଜୁରୀ ସହ ଖାଇବା ଦ୍ୱାରା ଆପଣଙ୍କର ଭିତର ଶକ୍ତି ବୃଦ୍ଧି ହେଇଥାଏ।

Leave a Reply

Your email address will not be published. Required fields are marked *