ଯଦି ଆପଣଙ୍କ ନାମ D ରୁ ଆରମ୍ଭ କିମ୍ବା ଆପଣଙ୍କ ସାଙ୍ଗ କିଏ ଅଛନ୍ତି D ନାମ ଧାରି ବ୍ୟକ୍ତି ତେବେ ନିଶ୍ଚୟ ପଢନ୍ତୁ ଏହି ବିଶେଷ କଥା…
ସାଙ୍ଗମାନେ ଆପଣ ଜାଣିଥିବେ କି ଅଙ୍କଶାସ୍ତ୍ର ଗୋଟେ ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ଅଟେ ଯାହାଦ୍ୱାରା ଜୀବନ ବିଷୟରେ ବହୁତ କିଛି ଜାଣିହେବ। କ’ଣ ଗୋଟେ ନାଁ କେବଳ କାହାର ଭାଗ୍ୟ ବନେଇ ପାରିବ କି ବିଗାଡିବାର କାର୍ଯ୍ୟ ବି କରିପାରେ ଅଙ୍କଶାସ୍ତ୍ର ଓ ଜ୍ୟୋତିଷଙ୍କ କହିବା ମତରେ ହଁ। ଅଙ୍କ ଜ୍ୟୋତିଷ ଅଙ୍କର ବିଜ୍ଞାନ ଅଟେ।ଏହି ଵିଦ୍ୟା ଅନୁସାରେ ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତି ଓ ବସ୍ତୁ ମଧ୍ୟରେ ସମ୍ବନ୍ଧ ରହିଥାଏ। କୌଣସି ବ୍ୟକ୍ତିର ନାଁରେ ଥିବା କୌଣସି ଅଙ୍କ ତା ଜୀବନରେ ଏକ ମହତ୍ତ୍ୱ ପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଗୋଟେ ସୀମା ପର୍ଯ୍ୟନ୍ତ ନିଶ୍ଚିତ କରିଥାଏ କି ଅପଣଙ୍କ ଭାଗ୍ୟ କେତେ ଉଜ୍ଵଳ ହେବ।
ଅଙ୍କ ଶାସ୍ତ୍ର ଅନୁସାରେ ଯଦି ଆମେ କାହା ନାମ ଏ ଅଙ୍କ ଉପରେ ରଖୁଛୁ ତାହେଲା ଏହା ତା ଜୀବନରେ ଗୋଟେ ନୂଆ ଆଶା ଦେଇଥାଏ। ଆଜି ଆମେ ଏଠାରେ କହିବାକି ଡି ଅକ୍ଷରରେ ଆରମ୍ଭ ହେଇଥିବା ନାମ ଜାଣିବା କେମିତି ହେଆଇଥାନ୍ତି। ଡି ନାଁ ବ୍ୟକ୍ତି ଙ୍କର ଜାତକ କଣ ହେଇଥାଏ। ଆଙ୍କ ଭଲ ଓ ଖରାପ ଗୁଣ କେମିତି ହୋଇଥାଏ ଏମାନଙ୍କ ସ୍ଵଭାଵ? କେମିତି ପ୍ରଚଳିତ ହୋଇଥାଏ ଏମାନଙ୍କ ଜୀବନ ଓ କେମିତି ହୋଇଥାଏ ଏ ମାନଙ୍କ ଭାଗ୍ୟ।
D ନାଁ ଧାରି ବ୍ୟକ୍ତି ଅଙ୍କ ଚାରି ବୋଲି ମାନିଥାନ୍ତି।ଏ ଅଙ୍କ ସନ୍ତୁଳନ,ସୁରକ୍ଷିତ ଓ ପରିଶ୍ରମର ରୂପ ବୋଲି ମାନିଥାଏ। D ଅକ୍ଷର ନାଁ ଧାରି ଜାତକ ବହୁତ ଉଚ୍ଚକୋଟୀର ଅଟେ,କୁହାଯାଏ କି ଯେଉଁ ମାନଙ୍କ ଜାତକ ଡ଼ି ଅକ୍ଷରରେ ଥାଏ ସେ ଵ୍ୟାପାର ଓ ଆର୍ଥିକ ପକ୍ଷରେ ବହୁତ ପରିପୂର୍ଣ୍ଣ ହୋଇଥାନ୍ତି। ଏ ସଚା ଓ ସଚୋଟ ଅଟନ୍ତି ବିଶ୍ୱାସ ଯୋଗ୍ୟ ଅଟନ୍ତି। ଯଦି ଆପଣ ବିପଦରେ ଅଛନ୍ତି ତାହେଲେ ସେ ନିଶ୍ଚିନ୍ତ ଅପଣଙ୍କ ସାହାଯ୍ୟ କରନ୍ତି। ଆପଣ ତାଙ୍କ ଉପରେ ବିଶ୍ୱାସ କରିପାରିବେ। ଏ କଥା ବାର୍ତ୍ତା କରିବାରେ କୁଶଳ ଅଟନ୍ତି। ଲୋକଙ୍କ ମନ କିଣିବାରେ ଧୁରନ୍ଦର ଅଟନ୍ତି।
ଏହିମାନେ ସ୍ତ୍ରୀ ଲୋକମାନଙ୍କୁ ଶୀଘ୍ର ବୁଝିବାର କ୍ଷମତା ବଢେ ଓ କାର୍ଯ୍ୟ କରିବାକୁ ପଛକୁ ଫେରନ୍ତି ନାହିଁ ଏହି କାରଣ ଅଟେ ଆଙ୍କୁ ଜୀବନରେ ସୁଖ ଓ ସଫଳତା ବହୁତ ମିଳିଥାଏ।ଯାହା ନାଁ ଡି ଅକ୍ଷରରେ ଆରମ୍ଭ ହୋଇଥାଏ ସେ ଅତ୍ୟନ୍ତ ଖୁସିରେ ରୁହନ୍ତି,ସବୁ କିଛି ନିଜ ମନ ଅନୁସାରେ କରିଥାନ୍ତି,ଆଙ୍କ ଦ୍ୱାରା କୌଣସି କଥା ମାନେଇବା ସହଜ କାର୍ଯ୍ୟ ନୁହେଁ। ଏମାନେ ସଫା ସଫେଇକୁ ନେଇ ବହୁତ ଯତ୍ନଶୀଳ ଅଟନ୍ତି, ଏ ସେମାନଙ୍କ ସହ ଅଟନ୍ତି ଯେଉଁ ମାନେ ମାଟି ସହ ଜଡିତ ଥାନ୍ତି ବ୍ୟବହାରିକ ହୋଇ ଯିବନରେ ନିର୍ଣ୍ଣୟ ନେଇ ଥାନ୍ତି ଏ ମନେ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସରେ ଭରିରହିଥାଏ। ଏହି କାରଣ ଅଟେ ନିଶ୍ଚିତ କରାଯାଇଥିବା କାରଣକୁ ପୁରା କରିବାରେ କୁଶଳ ସିଧ ହୋଇଥାନ୍ତି।
ସତ କହିବାକୁ ଗଲେ ସେ କାହା କଥା ଶୁଣନ୍ତି ନାହିଁ ବାସ ନିଜକଥା ନିଜ ମନକୁ ପଚାରି ନେଈ ଥାନ୍ତି। ନିଜକୁ ଦୃଢ଼ ଓ ଟାଣ କରିବା ପାଇଁ କିଛିବି କରିଦିଅନ୍ତି।ନିଜ ସହିତ ପରିବାର ଘର ଲୋକଙ୍କ ପାଇଁ କିଛି କରିବା ପାଇଁ ବିଶ୍ୱାସ ରଖିଥାନ୍ତି।ଏ ଗଲା ତାଙ୍କ ଭଲ ଗୁଣ ତାଙ୍କ ଖରାପ ଗୁଣ ହେଲା ତାଙ୍କ ଜିଦି ସ୍ଵଭାଵ ଯଦି ଇଏ ଗୋଟେ କଥା ଉପରେ ଜିଦି କରିଗହିବେ ତା କରିଥିବେ।
ଆଉ ଗୋଟେ ଗୁଣ ହେଲା ଆଙ୍କର ରାଗ ସ୍ଵଭାଵ ଆଉ ଯାହା ପାରନ୍ତି ଯାହାକୁ କହିଦିଆନ୍ତି। ଅନ୍ୟମାନଙ୍କ ସାହାଯ୍ୟ କରନ୍ତି ଏତିକି ଦେଖନ୍ତିନି ଯାହା ସାହାଯ୍ୟ କରୁଛନ୍ତି ସେ ନିଜର କି ପର।ଏମାନଙ୍କ ହୃଦୟ ବହୁତ ବଡ ଅଟେ ଓ ଦୟାଳୁ ନୁହଁନ୍ତି। ନିଜ ବାହାଘର ଜୀବନକୁ ନେଇ ସେ ବହୁତ ଲାଜକୁଳା ଅଟନ୍ତି ।