December 23, 2024

Odia Express

Leading Odia News Portal of Odisha

କଦଳୀ ଚୋପା ର ଏହି ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଆଜି ହିଁ ଜାଣି ନିଅନ୍ତୁ…

ବନ୍ଧୁଗଣ, କଦଳୀ ଏକ ଫଳ ଅଟେ । ଅନେକ ଏହାକୁ କଞ୍ଚା ଖାଇଥାନ୍ତି ତ କେତେ ଜଣ ଏହାକୁ ତରକାରୀ ରେ ପକାଇଥାନ୍ତି। ଏହାକୁ ଭଜା କରି ମଧ୍ୟ ଖାଦ୍ୟ ରୂପେ ବ୍ୟବ ହାର କରାଯାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ଯେ ଆମେ କଦଳୀ ଖାଇ ସାରି ଫିଙ୍ଗି ଦେଉଥିବା ଚୋପା କଦଳୀ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ। ତେବେ ଆଜି ଆମେ ଆପଣଙ୍କୁ କହିବୁ କଦଳୀ ରେ ଥିବା କିଛି ଏଭଳି ତଥ୍ୟ ବିଷୟରେ ଯାହା ଆପଣ ପୂର୍ବରୁ ଜାଣିନଥିବେ।

କଦଳୀ ଚୋପା ର ଫାଇଦା : ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଛି ତେବେ ଆଜି ହିଁ କଦଳୀ ଚୋପା ର ପ୍ରୟୋଗ କରି ଏହି ରୋଗ ର ଉପଚାର କରନ୍ତୁ। ଏଥିରେ ଥିବା ଜ଼ିଙ୍କ ଉପାଦାନ କଦଳୀ ଚୋପା ରେ ଥାଏ। ଯାହା କି ମୁହଁ ରେ ବ୍ରଣ ହେବାର ରୋକିଥାଏ। କଦଳୀ ଚୋପା ର ଭିତର ପଟ କୁ ଭଲଭାବେ ଚାମଚ ସାହାଯ୍ୟରେ ରାମ୍ପି ଦିଅନ୍ତୁ ତାପରେ ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ଏହି ଚୋପା କୁ ମୁହଁ ରେ ଘସନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ବ୍ରଣ ମୁହଁରେ ବାହାରିବା ସମ୍ପୂର୍ଣ୍ଣ କମିଯିବ।

ପାଦ ରେ ଗଣ୍ଠି ହେବ ବା ପାଦରେ ଚୋପା ଛାଡିବା ଫାଟିବା ଆସିବା ର ଉପଚାର କରିଥାଏ ଏହି କଦଳୀ ଚୋପା। କଦଳୀ ଚୋପା କୁ ଟେପ ସାହାଯ୍ୟରେ ନିଜ ପାଦରେ ଲଗେଇ ଦିଅନ୍ତୁ ଏହାପରେ ଉପରେ ମୋଜା ପିନ୍ଧି ଶୋଇ ପଡ଼ନ୍ତୁ ସକାଳକୁ ଦେଖିବେ ପଦ ପୂର୍ବ ଅପେକ୍ଷା ନରମ ହୋଇଯିବ।

ଚର୍ମ ଇଂଫକ୍ସନ ଘିମିରି ଏବଂ ଯାଦୁ ର ରାମବାଣ ଔଷଧ ଅଟେ କଦଳୀ ଚୋପା। କଦଳୀ ଚୋପା କୁ ଗ୍ରାଇଣ୍ଡିଙ୍ଗ କରି ଏହି ପେଷ୍ଟ କୁ ଶରୀର ରେ ଲଗାଇ ରଖି କିଛି ସମୟ ପରେ ଧୋଇବା ଦ୍ୱାରା ଚର୍ମ ଇନଫେକ୍ସନ ହୋଇନଥାଏ।

କଦଳୀ ଚୋପା କୁ କାଟି ଆଖି ତଳେ ଲଗେଇବା ଦ୍ୱାରା, ଏହା କୁ ଆଖି ଥଣ୍ଡା ଦିଏ ଏବଂ ଆଖି ତଳ କଳା ପଡୁଥିବା ପରି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ତ ଥିଲା କଦଳୀ ଚୋପା ର ଫାଇଦା ଏବେ ଆସନ୍ତୁ ଜାଣିବା କିପରି କଦଳୀ ଖାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ଶରୀର କୁ ମିଳିଥାଏ।

କଦଳୀ ଖାଇବା ଦ୍ୱାରା ମିଳୁଥିବା ଫାଇଦା। – କଦଳୀ ରେ ଭରପୁର ମାତ୍ର ରେ ଜିଙ୍କ ଏବଂ ଆଇରାନ ଥାଏ ଯାହା କି ଶରୀର ପାଇଁ ବହୁତ ଉପଯୋଗୀ ଅଟେ।

ରକ୍ତ ହୀନତା କୁ ଦୂର କରେ କଦଳୀ। ଶରୀର ରେ ଅନେକ ସମସ୍ୟା ଯେପରି ପାଚନ ତନ୍ତ୍ର କୁ ମଜବୁତ କରେ କଦଳୀ।

ଆପଣଙ୍କୁ ଅଧିକ ଦିନ ଯବାନ ରଖେ କଦଳୀ। କଦଳୀ ମନୁଷ୍ୟ ପାଇଁ ବରଦାନ ରୁ କମ ନୁହେଁ। ଯଦି ପ୍ରତିଦିନ ଆପଣ ସକାଳୁ ଉଠି ଖାଲି ପେଟରେ ଦୁଇଟି କଦଳୀ ଖାଅନ୍ତି ତେବେ ଆପଣଙ୍କୁ ଏତେ ଶୀଘ୍ର ବାର୍ଦ୍ଧକ୍ୟ ଆସିବ ନାହିଁ।

Leave a Reply

Your email address will not be published. Required fields are marked *