ଆଜିର ଚତୁର ପ୍ରଶ୍ନ – ଏମିତି କେଉଁ ଶବ୍ଦ ଅଛି ଯାହାକୁ କି କେହି ବି କୁଂଆରୀ ଝିଅ କହି ପାରିବ ନାହିଁ ? ଉତ୍ତର ଦେବାରେ ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ…
ଯେପରି ଆପଣ ଜାଣିଛନ୍ତି ଆପଣଙ୍କ ଲୋକପ୍ରିୟତା ପାଇଁ ଆମେ ସବୁଦିନ ଏଭଳି ନୂଆ ନୂଆ ଚତୁର ପ୍ରଶ୍ନ ନେଇକି ଆପଣଙ୍କ ପାଖକୁ ଆସୁଛୁ | ଏହାର ଉତ୍ତର ଗୁଡିକ ଅତ୍ୟନ୍ତ ମଜାଦାର | ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ କୌଣସି ବହି ପଢିବା ଦରକାର ନାହିଁ | ଏହା କେବଳ ଆପଣଙ୍କ ବୁଦ୍ଧି ପରୀକ୍ଷା ପାଇଁ ନିଜ ବୁଦ୍ଧି ବଳ ରେ ଦେବାକୁ ପଡେ | ତେବେ ସାରା ଦେଶରେ ଲକ ଡାଉନ ପାଇଁ ଏବେ ଲୋକ ଘରେ ବସି ବସି ବୋର ହେଉଛନ୍ତି ତେବେ ଆମର ଏହି ମାଜ଼ାଦର ପ୍ରଶ୍ନ ଉତ୍ତର ଆଶା କରୁଚୁ ଆପଣଙ୍କୁ କିଛି ସମୟ ଦ୍ଵନ୍ଦ ରେ ପକୋଉଥିବା | ତେବେ ଚାଲନ୍ତୁ ଆଜି କିଛି ନୂଆ ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା
୧: କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସର୍ବ ବୃହତ ରାଜ୍ୟ କେଉଁଟା ଅଟେ?
: ରାଜସ୍ଥାନ
୨: କେଉଁ ଦେଶରେ ଗୁଗୁଲ କୁ ବ୍ୟାନ କରା ଯାଇଛି?
ଉତ୍ତର : ଚୀନ ରେ ବ୍ୟାନ ଅଛି
୩: ଗୌତମ ବୁଦ୍ଧ ଙ୍କର ଛୋଟ ବେଳର ନାମ କଣ ଥିଲା?
ଉତ୍ତର : ସିଦ୍ଧାର୍ଥ
୪: କେଉଁ ଦେଶର ଲୋକ ଭାରତ ରେ ବୁଲି ପାରିବେ ନାହିଁ?
ଉତ୍ତର : ଉତ୍ତର କୋରିଆ ର ଲୋକ ଭାରତ ରେ ବୁଲିପାରିବେ ନାହିଁ।
୫: କର୍ମ ହିଁ ପୂଜା କିଏ କହି ଥିଲେ?
ଉତ୍ତର : ମହାତ୍ମା ଗାନ୍ଧୀ ହି କହି ଥିଲେ
୬: ସବୁଠୁ ଲମ୍ବା ତଟ ରେଖା କେଉଁ ରାଜ୍ୟର ଅଟେ?
ଉତ୍ତର : ଗୁଜୁରାଟ ର ତଟରେଖା
୭: ଭାରତ ର କେଉଁ ରାଜ୍ୟ ରେ ଗୋଟେ ବି ଟ୍ରେନ ଚାଲେ ନାହିଁ?
ଉତ୍ତର : ମେଘାଳୟ ରାଜ୍ୟରେ, ଏହା ଅତ୍ୟନ୍ତ ଛୋଟ ଆଉ କମ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଅଟେ ମାତ୍ର ତାହା ଗୋଟେ ବି ଟ୍ରେନ ଚଳାଏ ନାହିଁ।
୮: ଚୋଳ ମନ୍ଦିର କେଉଁ ରାଜ୍ୟରେ ଅଛି?
ଉତ୍ତର : ତାମିଲ ନାଡୁ ରେ, ଟାଣିଲନାଡୁ ହି ଏକମାତ୍ର ଷ୍ଟେଟ ଯେଉଁଠି କି ଚୋଳ ମନ୍ଦିର ଅଛି ଆଉ ଏହା ଭାରତ ର ଏକମାତ୍ର ମନ୍ଦିର ଅଟେ।
୯: ଲୁମ୍ବିନୀ କେଉଁ ଦେଶ ରେ ଅଛି?
ଉତ୍ତର : ନେପାଳ ଦେଶ ରେ, ନେପାଳ ରେ ହି ଲୁମ୍ବିନୀ ଅବସ୍ଥିତ ଅଟେ।
୧୦: କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର : ବାଙ୍ଗଳାଦେଶ,ଏହା ଭାରତ ରୁ ଉତ୍ପତ୍ତି ହେଇଥିଲେ ବି ବାଙ୍ଗଳାଦେଶ ର ଜାତୀୟ ଖେଳ ଅଟେ।
୧୧: ସ୍ଵର୍ଣ ଦ୍ୱାର ନଗର କାହାକୁ କୁହାଯାଏ?
ଉତ୍ତର : ସେନ ଫ୍ରାଂସିସକୋ, ଏହାକୁ ହି ସ୍ଵର୍ଣ ଦ୍ୱାର ବାଟ କୁହା ଯାଏ।
୧୨: କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ସଂସ୍ଥାନ କେଉଁଠି ଅଛି?
ଉତ୍ତର : ଶିମଳା, ଏହା ଆମ ଦେଶର ମଧ୍ୟରେ ଅବସ୍ଥିତ ତେଣୁ ଏହାଠାରୁ ଆମର ଗମନାଗମନ ସର୍ବାଧିକ ହେଇ ଥାଏ। ତେଣୁ ଏହାକୁ କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ କେନ୍ଦ୍ର ଭାବେ ମାନା ଯାଇ ଥାଏ।
୧୩: ବିଶ୍ୱ ରେ ସର୍ବାଧିକ ସମାଚାର ପତ୍ର କେଉଁ ଦେଶ ପଢି ଥାଏ?
ଉତ୍ତର : ହଙ୍ଗ କଂଗ ବିଶ୍ୱର ସର୍ବାଧିକ ସମାଚାର ପତ୍ର ପଢ଼ିଥାଏ। କାରଣ ଏହା ସର୍ବାଧିକ ନିୟୋଜିତ ଦେଶ ମାନଙ୍କ ମଧ୍ୟରୁ ଗୋଟେ ଅଟେ। ତେଣୁ ଏହା ସର୍ବାଧିକ ନିଉଜ ପଢି ଥାଏ।
୧୪: ଏମିତି କେଉଁ ଶବ୍ଦ ଅଛି ଯାହାକୁ କି କେହି ବି କୁଂଆରୀ ଝିଅ କହି ପାରିବ ନାହିଁ?
ଉତ୍ତର :ମୋ ଶାଶୁ ଶଶୁର।ମୋ ସ୍ୱାମୀ ,ଏହି ଶବ୍ଦ କେବଳ ଜଣେ ବିବାହିତା ମହିଳା ହି କହି ପାରିବ। ଅବିବାହିତ ମହିଳା ଜମା ବି କହି ପାରିବ ନାହିଁ।କିନ୍ତୁ କିଛି ଝିଅ ବର୍ତମାନ ଅଧିକ ଆଧୁନିକତାର ବଶବର୍ତ୍ତୀ ହେଇ ଏ କଥା କୁ କହିଥାନ୍ତି କିନ୍ତୁ ଏହା ଠିକ ନୁହଁ