September 19, 2024

Odia Express

Leading Odia News Portal of Odisha

ଆଜିର ସବୁଠାରୁ ମଜାଦାର ୨୦ ଜୋକ୍ସ – ପତି- ତୁମର ଏହି ପ୍ରତିଦିନର ନୂଆ ନୂଆ ଫରମାଇଶରେ ବିବ୍ରତ ହୋଇ ମୁଁ ଦିନେ ମରିଯିବି – ପତ୍ନୀ ତାପରେ ଯାହା କହିଲେ ଶୁଣିଲେ ହସି ହସି ବେଦମ ହେଇଯିବେ ଆପଣ …

ଏମିତିରେ ତ ଆମ ଜୀବନରେ ଏଭଳି ବହୁତ ସମସ୍ୟାମାନ ରହିଛି ଯାହାର ପ୍ରାୟତଃ ଆମ ସମସ୍ତଙ୍କୁ ନୀତିଦିନିଆ ଜୀବନରେ ସମ୍ମୁଖୀନ ହେବାକୁ ପଡିଥାଏ। ଚାପ ଗ୍ରସ୍ତ ଏହି ଜୀବନରେ ଆମେ ନିଜ ବିଷୟରେ ଚିନ୍ତା କରିବା ଯେପରି ଭୁଲି ଯାଇଛୁ। କେବେ ଘରର ଟେନସନ, ତ କେବେ ଅଫିସର , କେବେ ପିଲାମାନଙ୍କର ଟେନସନ ତ କେବେ କ୍ୟାରିଆର ର ଏହି ପ୍ରକାରରେ ଏହି ସଂସାରରେ କେହି ମଧ୍ୟ ଚାପ ମୁକ୍ତ ନୁହନ୍ତି ।

ପତ୍ନୀ- ଚା ବନେଇବି । ପତି- ହଁ ଠିକ ଅଛି । ପତ୍ନୀ- ଅଦା ପକେଇବି? ପତି- ଓକେ…। ପତ୍ନୀ- ପୋଦିନା ପକେଇବି? ପତି- ହଁ ଠିକ ଅଛି । ପତ୍ନୀ- ତୁଲସୀ ସ୍ୱାସ୍ଥ୍ୟ ନିମନ୍ତେ ଭଲ ହୋଇଥାଏ। ପତି- ଗୋଟିଏ କାମ କର ସୋରିଷ ଏବଂ ଜୀରା ପକେଇ ଫୁଟଣ ଛୁଙ୍କ ମଧ୍ୟ ଲଗେଇ ଦିଅ ।

କେବେ କେବେ ତ ଆମେ ଏତେ ଅଧିକ ଚାପ ଗ୍ରସ୍ତ ହେଇଯାଉ ଯେ ଆମେ ଧୀରେଧିରେ ଡିପ୍ରେସନର ଶିକାର ହୋଇଯାଉ ଏବଂ ଆମକୁ ଜଣା ପଡେ ନାହିଁ ଏଥିପାଇଁ କୁହାଯାଏ ଯେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଅଧିକ ଚାପରେ ରହିବା ଉଚିତ ନୁହେଁ ।

ପତ୍ନୀ ପତିଙ୍କ ଉପରେ କ୍ରୋଧିତ ହୋଇ ବାପ ଘରକୁ ଚାଲିଗଲା । ପତି ରାତିରେ ପତ୍ନୀଙ୍କୁ ଫୋନ ଲଗେଇଲେ । ପତ୍ନୀ- ଗୋଟିଏ ସପ୍ତାହ ହେବ ଫୋନ କାହିଁକି କରିନାହଁ ? ପତି- ଆରେ ସମୟ ହିଁ ମିଳୁନଥିଲା ।  ପତ୍ନୀ- ତାହେଲେ ଆଜି କିପରି ମୋର କଥା ମନେ ପଡିଗଲା ? ପତି- ହଁ ଏମିତି ମଶା ମାନେ ରକ୍ତ ପିଉଥିଲେ ତ ତୁମ କଥା ମନେପଡିଗଲା ।

ଆମକୁ ଏହି ଜୀବନକୁ ଠିକ ଢଂଗରେ ଏବଂ ଭଲରୂପେ ବଞ୍ଚିବାକୁ ହସିବା ବହୁତ ଆବଶ୍ୟକ ଅଟେ କାରଣ ହସିବା ଦ୍ଵାରା ଆମର ଶରୀରକୁ ଶକ୍ତି ପ୍ରାପ୍ତ ହୋଇଥାଏ ଏହି କାରଣରୁ ହସିବା ଆମ ଶରୀର ନିମନ୍ତେ ବହୁତ ଲଭଦାୟକ ରହିଥାଏ ଏଥିପାଇଁ ବନ୍ଧୁଗଣ ଆମକୁ ସବୁବେଳେ ଖୁସିରେ ରହିବା ଉଚିତ ଏବଂ ମନ ଖୋଲି ହସିବା ଉଚିତ ।

ଏମିତିରେ ସୋସିଆଲ ମିଡିଆରେ ଆଜିକାଲି ଏକ ଏପରି ଆଡ୍ଡା ହୋଇଯାଇଛି ଯେ ଯାହା ଜରିଆରେ ଆପଣ ନିଜର ଚାପ ଦୂର କରିପାରିବେ କାରଣ ସୋସିଆଲ ମିଡିଆରେ ଅନେକ ସମୟରେ ଲୋକେ ଫଟୋ, ବିଚାର ହସ ମଜା ଏସବୁ ହୋଇଥାଏ। ଆଜିର ସମୟରେ ତ ସୋସିଆଲ ମିଡିଆ ଏକ ରେସ ର ମଇଦାନ ହୋଇଯାଇଛି ।

ସାନ୍ତା ରୁଟିର ଏକ ଟୁକୁଡା ନିଜେ ଖାଉଥିଲା ଏବଂ ଆଉ ଖଣ୍ଡେ ପାଖରେ ବସିଥିବ କୁକୁଡାକୁ ଖୁଆଉ ଥିଲା । ବାନ୍ତା- ଏହା କଣ କରୁଛୁ? ସାନ୍ତା- ଚିକେନ ସହିତ ରୁଟି ଖାଉଛି ….

ସମସ୍ତଙ୍କୁ ଏହି ମଇଦାନରେ ଆଗକୁ ଯିବାର ଚେଷ୍ଟା ରହିଛି। ଏହି ରେସରେ ପ୍ରତ୍ୟେକ କିଛି ନା କିଛି ଭିନ୍ନ କରୁଛନ୍ତି। ଯାହାକୁ ସେ ସମସ୍ତଙ୍କ ଦ୍ରୁଷ୍ଟିରେ ଆସିବ। ଏହି ରେସରେ ଲୋକମାନେ ବହୁତ ଗୁଡିଏ ଜୋକ୍ସ ମଧ୍ୟ ସେୟାର କରୁଛନ୍ତି। ସୋସିଆଲ ମିଡିଆରେ କେବେ କେବେ ଜୋକ୍ସ ପଢିକି ମଜା ଆସିଯାଏ। ଏପରି ଲାଗୁଛି ଯେ ଯେପରିକି ଏସବୁ ଚାଲି ରହୁଛି ।

ସୋସିଆଲ ମିଡିଆରେ ଜୋକ୍ସ ଆଜିକାଲିର ଲୋକଙ୍କ ପାଇଁ ଔଷଧର କାମ ମଧ୍ୟ କରୁଛି ଏମିତିରେ ଯଦି ଅପ୍ନା ନିଜର କାମ ମଝିରେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ତ ଆପଣଙ୍କୁ ହାଲୁକା ଫୁଲୁକା ହସ ମଜା ମିଳି ଚାଲୁଥିବ। ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ନା କେବଳ ନିଜ ଆଖପାଖ ପରନ୍ତୁ ଦୂର ଦୂରର ଲୋକଙ୍କ ସହିତ ମଧ୍ୟ ହସ ମଜା କରିପାରୁଛନ୍ତି ।

ଆଜି ଆମେ ଆପଣଙ୍କୁ କିଛି ଏପରି ଜୋକ୍ସ ପଢେଇବୁ ଯାହା ଏକଦମ ଜବରଦସ୍ତ ଅଟେ। ଏହି ଜୋକ୍ସକୁ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସେୟାର କରାଯାଇଥାଏ। ଏହି ଜୋକ୍ସ ସବୁ ପଢିକି ଆପଣ ମଧ୍ୟ ନିଜର ହସ ବନ୍ଦ କରିପାରିବେ ନାହିଁ ।

ବନ୍ଧୁଗଣ ଯାହାକି ଆମେ ସମସ୍ତେ ଜାଣୁ ଯେ ଏହି ଦୁନିଆରେ କାହାକୁ କନ୍ଦେଇବା ବହୁତ ସହଜ ଅଟେ ଏବଂ ଅନ୍ୟ ପକ୍ଷରେ କାହାକୁ ହସେଇବା କେତେ କଷ୍ଟ କାମ ଅଟେ। ଏଥିପାଇଁ ଆମେ ସବୁବେଳେ ଏହି ପ୍ରଚେଷ୍ଟାରେ ରହିଛୁ ଯେ ସାରା ଦିନର କ୍ଳାନ୍ତି ପରେ ଯେବେ ଆପଣ ଘରକୁ ଆସିବେ ତ ଆପଣଙ୍କୁ ଶାନ୍ତିର କିଛି ମୂହୁର୍ତ୍ତ ମିଳିଯିବ ଯାହା ଦ୍ଵାରା ଆପଣ ମଧ୍ୟ ଆଖି ପିଛୁଳାକେ ଆରାମ କରି ପାରିବେ ଏବଂ ଏହା କେବଳ କୌଶଳ ଦ୍ଵାରା ସମ୍ଭବ ଅଟେ।

ଜୋକ୍ସ ଶୁଣିବା କିମ୍ବା ପଢିବା ଏକ ହସିବାର କୌଶଳ ହୋଇଥାଏ । ଏମିତିରେ ଆପଣଙ୍କୁ ମୁହୂର୍ତ୍ତକ ମଧ୍ୟରେ ଆରାମ ଦେବା ପାଇଁ ଆଜି ଆମେ କିଛି ଏପରି ଜୋକ୍ସର ସଂଗ୍ରହ ନେଇ ଆସିଛୁ ଯାହାକୁ ପଢିବା ମାତ୍ରେ ଆପଣ ହସି ହସି ନିଜର ସମସ୍ତ ଟେନସନ ଦୂର କରିପାରିବେ ।

ପତି- ତୁମର ଏହି ପ୍ରତିଦିନର ନୂଆ ନୂଆ ଫରମାଇଶରେ ବିବ୍ରତ ହୋଇ ମୁଁ ଆତ୍ମହତ୍ୟା କରିଦେବି!! ପତ୍ନୀ- ତୁମେ ବି ନା କନ୍ଦେଇକି ହିଁ ମାନିବ… ଛାଡ ଏବେ ଏକ ଭଲ ଧଳା ଶାଢୀ କିଣେଇ ଦିଅ ବାସ…. ନହେଲେ 13ଦିନ କଣ ପିନ୍ଧିବି….

ଜୋକ୍ସ ଆମ ସମସ୍ତଙ୍କୁ ବହୁତ ହି ପସନ୍ଦ ଅଟେ ଏବଂ ହସକଥା ଯୋଗୁ ଆମେ ବିନା କାରଣରେ ହେଉ ପଛକେ କିନ୍ତୁ ହସ ତ ଆସେ ଏବଂ ଏହି ଜୋକ୍ସ ଆମକୁ ବହୁତ ହସେଇଥାନ୍ତି ଯାହାକୁ ପଢିକି ବହୁତ ମଜା ଆସିଥାଏ। ଆଶା କରୁଛୁ ଯେ ଆପଣଙ୍କୁ ମଧ୍ୟ ଏସବୁ ଜୋକସ ବହୁତ ପସନ୍ଦ ଆସିଥିବ । ଆମେ ଆପଣଙ୍କ ନିମନ୍ତେ ଏଭଳି ମଜାଦାର ଜୋକ୍ସ ନେଇ ଆସୁଥିବୁ ଯାହାକୁ ପଢିକି ଆପଣ ମଧ୍ୟ ସବୁବେଳେ ହସୁଥିବେ ।

Leave a Reply

Your email address will not be published. Required fields are marked *