September 19, 2024

Odia Express

Leading Odia News Portal of Odisha

ଇଣ୍ଟରଭିୟୁ ରେ ଚତୁର ପ୍ରଶ୍ନ – ଏମିତି କେଉଁ ପରିବା ଅଛି ଯେଉଁଥିରେ କି ଦେଶ , ଭାଷା ଆଉ ଜିଲା ର ନାମ ଆସିଥାଏ? ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଦେବାରେ ଫେଲ ହେଇଯିବେ…

ଆଜିର ସମୟରେ ପ୍ରତ୍ୟେକ ବିଦ୍ୟାର୍ଥୀ ଘୋଷିକି ପାସ କରିଥାଏ. କାରଣ ନିଜର ମୁଣ୍ଡର କେହି ମଧ୍ୟ ବ୍ଯବହର କରିବାକୁ ଚାହାନ୍ତି ନାହିଁ ଏବଂ ସମସ୍ତେ ସର୍ଟକଟ ଦ୍ଵାରା ପ୍ରଥମ ହେବାକୁ ଚାହାନ୍ତି । କିନ୍ତୁ , ଯଦି ଆପଣ ନିଜକୁ ବୁଦ୍ଧିମାନ ଭାବୁଛନ୍ତି, ତେବେ ଆଜିର ଏହି ଲେଖାରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ଅଦ୍ଭୁତ ଗୋଲକଧନ୍ଦା ନେଇ ଆସିଛୁ, ଯାହାର ଉତ୍ତର ଖୋଜି ପାଇବା ଆପଣଙ୍କ ସାମର୍ଥ୍ୟ ବାହାରେ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବହୁତ ବୁଦ୍ଧିମାନ ଏବଂ ଚାଲାକ ଅଟନ୍ତି ତେବେ ଆପଣ ଆମର ଏହି ଆହ୍ଵାନକୁ ସ୍ଵୀକାର କରନ୍ତୁ। ତେଣୁ ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ କିଛି ଅଦ୍ଭୁତ ପ୍ରଶ୍ନ ପଚାରିବାକୁ ଯାଉଛୁ ଯଦି ସେଗୁଡିକର ଉତ୍ତର ଆପଣ 10ସେକଣ୍ଡ ମଧ୍ୟରେ ଦେଇପାରିବେ ତେବେ ଆପଣଙ୍କ ଠାରୁ ଅଧିକ ବୁଦ୍ଧିମାନେ କେହି ନାହାନ୍ତି । ପରନ୍ତୁ ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ସଠିକ ଉତ୍ତର ଦେଇପାରିବେ ନାହିଁ ତ ଆପଣ ନିଜେ ହିଁ ବୁଝିଯିବେ ଯେ ଆପଣ କେତେ ପାଣିରେ ଅଛନ୍ତି । ସାଧାରଣ ଜ୍ଞାନ ର କିଛି ପ୍ରଶ୍ନ। ଜାଣନ୍ତୁ କିଛି ନୂଆ କଥା।

୧: ବିଶ୍ୱର ସର୍ବାଧିକ ପୁସ୍ତକାଳୟ କେଉଁ ଦେଶ ରେ ଅଛି? ଉତ୍ତର  :ଭାରତ ରେ

୨: ପୃଥିବୀ ସୂର୍ଯ୍ୟ ଠାରୁ କେତେବେଳେ ସବୁଠୁ ଅଧିକ ଦୁରେ ରହେ?

ଉତ୍ତର : ୪ ଜୁଲାଇ କୁ

୩: କେଉଁ ଦେଶର ଲୋକେ ଅଧିକ ପଢ଼ନ୍ତି

ଉତ୍ତର : କ୍ୟାନାଡ଼ା

୪: ଲାଲ ଗ୍ରହ କେଉଁଟା?

ଉତ୍ତର : ମଙ୍ଗଳ

୫: କଇଁଛ କାହା ସାହାଯ୍ୟ ରେ ନିଶ୍ୱାସ ନିଏ?

ଉତ୍ତର : ତ୍ୱଚା

୬: ବିଶ୍ୱର ସବୁଠୁ ଛୋଟ ମାଛ କିଏ?

ଉତ୍ତର : ଅଥବାର ଗୋବି

୭: କେଉଁ ଗଛର କାଠ ସୁନାଠୁ ଅଧିକ ମହଙ୍ଗା?

ଉତ୍ତର : ଲାଲ ଚନ୍ଦନ

୮: ଭିଏତନାମ ର ମୁଦ୍ରା କଣ?

ଉତ୍ତର : ଡ଼ାଗ

୯: ଭାରତ ଉପରେ ଆକ୍ରମଣ କରିବା ବାପା ପ୍ରଥମ ୟୁରୋପ ବାସୀ କିଏ ଥିଲା?

ଉତ୍ତର : ସିକନ୍ଦର

୧୦: ସବୁଠୁ ପ୍ରାଚୀନ ବେଦ କିଏ?

ଉତ୍ତର :ରୁକ ବେଦ

୧୧: ଅସହଯୋଗ ଆନ୍ଦୋଳନ ରେ କାହାକୁ ଗିରଫ କରାଯାଇଥିଲା?

ଉତ୍ତର : ମମହମ୍ମଦ ଅଲି ଙ୍କୁ

୧୨ ଭାରତ ର ଛୋଟ ତାଜା ମହଲ?

ଉତ୍ତର : ବିବି କା ମକବରା

୧୩: କେଉଁ ରାଜ୍ୟରେ ସର୍ବାଧିକ ଲୋକସଭା ସିଟ ଅଛି?

ଉତ୍ତର : ଉତ୍ତର ପ୍ରଦେଶ

୧୪: କେଉଁ ଦେଶ ର କୁକୁଡ଼ା ନୀଳ ଅଣ୍ଡା ଦିଏ?

ଉତ୍ତର : ଚିଲି ଦେଶର

୧୫: ଭାରତ ର ସବୁଠାରୁ ଅଧିକା କେଉଁ ଆପ ର ପ୍ରୟୋଗ କରାଯାଏ?

ଉତ୍ତର : ୱାଟସ ଆପ

୧୬: ଆନ୍ତିଯେନ ର ଆବିକାର କିଏ କାଳେ?

ଉତ୍ତର : ଲେଣ୍ଡି ସ୍ତିନାର

୧୭: ପ୍ରଥମ ମୁକ ଫିପମ କିଏ ଥିଲା?

ଉତ୍ତର : ରାଜା ହରିସଚନ୍ଦ୍ର

୧୮: ରାଷ୍ଟ୍ରୀୟ ଶେୟର ବଜାର ର ମୁଖ୍ୟାଳୟ କେଉଁଠି ଅଛି?

ଉତ୍ତର : ମୁମ୍ବାଇ ରେ

୧୯: ବିଶ୍ୱର ସବୁଠୁ ଛୋଟ ଦେଶ କେଉଁଟା?

ଉତ୍ତର : ଭାଟିକାନ ସିଟି

୨୦: ନେପାଳ ଦେଶ ରେ କେତୋଟି ଜିଲ୍ଲା ଅଛି?

ଉତ୍ତର : ୭୮ ଜିଲ୍ଲା

୨୧: ବିଶ୍ୱର ସବୁଠୁ ଅଧିକ ପଶୁ କେଉଁଠି ଅଛନ୍ତି?

ଉତ୍ତର : ଭାରତ ରେ

୨୨: ଭାରତ ରେ ସବୁଠୁ ଅଧିକା ବିକ୍ରି ହେଉଥିବା ଚୀନ ର ମୋବାଇଲ କେଉଁଟା?

ଉତ୍ତର : ରେଡ଼ମି ର ମୋବାଇଲ

୨୩: ଭାରତୀୟ ରିଜର୍ଭ ବ୍ୟାଙ୍କ ର ରାଷ୍ଟ୍ରୀୟକରଣ କେବେ ହେଇ ଥିଲା?

ଉତ୍ତର : ୧ ଜାନୁଆରୀ ୧୯୪୯କୁ

୨୪: ଏମିତି କେଉଁ ପରିବା ଅଛି ଯେଉଁଥିରେ କି ଦେଶ , ଭାଷା ଆଉ ଜିଲା ର ନାମ ଆସିଥାଏ?

ଉତ୍ତର : ଭେଣ୍ଡି (BHINDI) – Hind – Hindi – Bhind ଇଂରାଜୀ ରେ ଏହାର ବି ଉଠେଇ ଦେବା ଦ୍ୱାରା ତାହା ହିନ୍ଦୀ ଭାଷା ର ନାମ ହେଇଗଲା, ବି ଆଉ ଆଇ ହଟେଇ ଦେବା ଦ୍ୱାରା ତାହା ଆମ ଦେଶର ନାମ ହେଇଗଲା ଆଉ ଶେଷ ର ଆଇ ଉଠେଇବା ଦ୍ୱାରା ତାହା ଏକ ଜିଲ୍ଲା ର ନାମ ହେଇଗଲା।

୨୫: ଏମିତି କଣ ଅଛି ଯାହାକୁ କି ଆମେ ଛୁଇଁ ପାରିବା ନାହିଁ ମାତ୍ର ଦେଖି ପାରିବା?

ଉତ୍ତର : ସ୍ବପ୍ନ

Leave a Reply

Your email address will not be published. Required fields are marked *