September 19, 2024

Odia Express

Leading Odia News Portal of Odisha

ବର୍ତ୍ତମାନ ନିଜ ଜୀବନର ସ୍ଥିତି ବାବଦରେ ଜାଣିବା ପାଇଁ ଏହି ୪ ପ୍ରାଣ ଭିତରୁ ଗୋଟିଏ ବାଛନ୍ତୁ – ଦେଖନ୍ତୁ କଣ କହୁଛି ଆପଣଙ୍କ ଜୀବନର ସ୍ଥିତି..

କୁହାଯାଏ କି ଚେତନ ମନ ଆମ ଭିତରେ ଥିବା ଅନେକ ବ୍ୟବସ୍ଥା ତଥା ଅନ୍ୟ ଅନେକ ଭାବନା କୁ ବୁଝିପାରେ। ଅର୍ଥାତ ଯାହା ଆମ ମନ ଆଉ ମସ୍ତିଷ୍କ ବୁଝି ପାରି ନଥାଏ ତାହା ଆମ ଅନ୍ତ ଚେତନା ବୁଝି ପାରି ଥାଏ ଆଉ ଅନୁଭବ କରିପାରେ। ତେଣୁ ଏପରି ବହୁତ ସମୟରେ ହୁଏ କି ଆମର ସବୁ କଥା ଠିକ ଥିବା ସତ୍ତ୍ୱେ ଆମକୁ କିଛି ବି ଭଲ ଲାଗେ ନାହିଁ ଆଉ ଆମର ସବୁ କିଛି ଠିକ ନଥାଇ ଆମର ପରିସ୍ଥିତି ଖରାପ ଥିଲେ ବି ଆମକୁ କିଛି ବି ଏତେଟା ଖରାପ ଲାଗି ନଥାଏ। ଏହା ଆମକୁ ହୁଏତ ଅଜୀବ ଲାଗିପାରେ ମାତ୍ର ଏହା ଆମର ଅନ୍ତର୍ମନ କୁ ବୁଝୁଥିବା ବ୍ୟକ୍ତି ପାଇଁ କିଛି ବି ଖରାପ ଲାଗି ନଥାଏ। ଏହା ଠିକ କି କାହାରି ବି ଅନ୍ତର୍ଚେତନା ଏତେ ଜାଗ୍ରତ ହେଇ ନଥାଏ ମାତ୍ର ଆପଣ ବହୁତ ସମୟରେ ନିଜର ପରିସ୍ଥିତି କୁ ବୁଝି ପାରିବେ। ପିକ୍ଚର ଟେଷ୍ଟ ବି ଏହି ସମସ୍ତ ମାନଙ୍କ ଭିତରୁ ଗୋଟେ ଅଟେ।

ଏଠାରେ ଆପଣ ଦେଖି ପାରିବେ କି ଆପଣଙ୍କ ସାମ୍ନା ରେ ୪ଟି ଚିତ୍ର ଅଙ୍କନ କରାଯାଇଛି। ଆପଣଙ୍କ ପାଖରେ ଦେଖିବା ଭଳି ଏହି ସମସ୍ତ ଚିତ୍ର ରେ ଆତ୍ମା ର ରେଖା ଅଙ୍କନ କରା ଯାଇଛି। ଆପଣଙ୍କୁ ବାସ ଏହା କରିବାକୁ ହେବ କି ଆପଣ ସେହି ରେଖା ମାନଙ୍କ ଭିତରୁ ଗୋଟେ ଚୟନ କରିବେ। ଆପଣଙ୍କର ଏହି ଚୟନ ଆପଣଙ୍କ ଅନ୍ତର୍ମନ ରୁ ହେଇଥିବା ଦରକାର। ଆପଣଙ୍କର ଏହି ଚୟନ ଆପଣଙ୍କୁ କହି ଦେବ କି ଆପଣଙ୍କର ବର୍ତ୍ତମାନ ର ପରିସ୍ଥିତି କିପରି ହେଇ ଥିବ। ତେଣୁ ଆପଣ ଭାବି ଚିନ୍ତି ଚୟନ କରନ୍ତୁ।

୧: ଯଦି ଆପଣ ପ୍ରଥମ ଚିତ୍ର ଚୟନ କରିଛନ୍ତି ତ ଆପଣଙ୍କର ନିଜ ଉପରେ ପୁରା ବିଶ୍ୱାସ ଅଛି। ଆପଣଙ୍କ ଭିତରେ ଆତ୍ମ ବିଶ୍ୱାସ ବହୁତ ଭଲ ଭାବେ ଭରା ଅଛି। ଅର୍ଥାତ ଆପଣ ଜାଣିଛନ୍ତି କି ଆପଣ ଯାହା ବି କରୁଛନ୍ତି ତାହା ଆପଣଙ୍କୁ ସଫଳତା ପ୍ରଦାନ କରିବ। ଆପଣ ଆତ୍ମ ବିଶ୍ୱାସ ରେ ତ ଭରା ଅଛନ୍ତି ଆଉ ତାହା ସହିତ ଆପଣ ନିଜ ଭିତରେ ଥିବା ଦୁର୍ବଳତା କୁ ବି ଭଲ ଭାବରେ ଦେଖି ପାରୁଛନ୍ତି ଆଉ ପରିସ୍ଥିତି ପଡିବା ବେଳେ ଆପଣ ତାକୁ ସ୍ୱୀକାର ବି କରିପାରିବେ।

୨: ଆପଣ ଯଦି ଦ୍ୱିତୀୟ ଚିତ୍ର ଚୟନ କରିଛନ୍ତି ତ ଆପଣ ନିଜ ଜୀବନ ରେ କାହାରି ଅଭାବ ଅନୁଭବ କରୁଛନ୍ତି। ଆପଣ ଏହାର କାରଣ ଜାଣି ନାହାନ୍ତି ମାତ୍ର ଏହା ଆପଣଙ୍କୁ ଏକା ଅନୁଭବ କରାଉଛି। ଏହି ଏକୁଟିଆ ପଣ ଦ୍ୱାରା ଆପଣ ନିଜ ଜୀବନ ରୁ ଅସନ୍ତୁଷ୍ଟ ଅଛନ୍ତି। ଆପଣଙ୍କ ଜୀବନ ରେ ହେଇଥିବା ନିଜର ବିବାହ ତଥା ଅନ୍ୟ କାରଣ ଦ୍ୱାରା ବି ଆପଣଙ୍କୁ ଶାନ୍ତି ମିଳୁନାହିଁ।

୩. ଆପଣ ନିଜକୁ ସଦା ସର୍ବଦା କମ ମାନନ୍ତି ସେଥିପାଇଁ ଏହା ଆପଣ ଙ୍କର ଦୁଃଖ ର କାରଣ ହୋଇଯାଏ। ବ୍ୟକ୍ତିଗତ ଜୀବନରେ ଆପଣ ଜଣେ ଭଲ ମଣିଷ ଆଟନ୍ତି। ଆପଣ ସବୁବେଳେ ସଠିକ ଖୋଜିବାକୁ ଚେଷ୍ଟା କରନ୍ତି। ହେଲେ ଆପଣଂକୁ ଏହା ମାନିବା ଆବଶ୍ୟକ ଯେ ଦୁନିଆରେ ଭଗବାନ ଏକ ମାତ୍ର ଯେକି ସଠିକ ଅଟନ୍ତି। ଯେଉଁ ଦିନ ଆପଣ ଏହା ମାନିନେବେ ସେଦିନ ଆପଣ ଙ୍କ ପାଖରେ ଖୁସି ହିଁ ଖୁସି ଆସିବ।

୪. ଦୁନିଆର ଆଗରେ ଆପଣ ଯାହା ମଧ୍ୟ ଦେଖାନ୍ତୁ ହେଲା ବାସ୍ତବରେ ଆପଣ ଙ୍କର କିଛି ବି କମି କିଛି ମାନେ ରଖେ ନାହିଁ। ଏହା କେବଳ ଦୁଇଟି ସ୍ଥିତି ପାଇଁ ହୋଇପାରେ । ୧ମ ହେଉଛି ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି ନେହେଲେ ଆପଣ ଏକ ସିଦ୍ଧାନ୍ତ ହିନ ଜୀବନ ବଞ୍ଚୁ ଥାନ୍ତି। ଯାହା ଫଳରେ ଆପଣଂକୁ କେଉଁ ଜିନିଷ ର କିଛି ବି ଫରକ ପଡେ ନାହିଁ। ଅନ୍ୟ ଙ୍କ ସହ ନିଜକୁ ତୁଳନା କରିବା ଆପଣ ଙ୍କର ଅଭ୍ୟାସ ନୁହେଁ। ଆପଣ ସଦା ସର୍ବଦା ସନ୍ତୁଷ୍ଟ ଭାବେ ବଞ୍ଚନ୍ତି।

Leave a Reply

Your email address will not be published. Required fields are marked *