December 23, 2024

Odia Express

Leading Odia News Portal of Odisha

ଲୁଣ ସରିଗଲା କହିକି ଅଧିକ ଦାମରେ ଲୁଣ ବିକ୍ରି କରୁଥିଲା ଏହି ଦୋକାନୀ- ତା ପରେ ଯାହା ହେଲା….

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଘଟଣା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଏସଡିଏମ ତାଙ୍କ ଉପରେ ବ୍ୟାନ ଲଗେଇ ଦେଲେ। ଏହି ସ୍ଥାନ ମାନଙ୍କରେ ଦୋକାନୀ ମାନେ ଲୁଣ ସାରି ଯାଇଛି ବୋଲି କହି ଲୁଣ ପ୍ୟାକେଟ ଉପରେ ଲେଖା ଯାଇଥିବା ଦାମ ରୁ ବହୁତ ଅଧିକ ଦାମ ରେ ଲୁଣ ବିକ୍ରି କରୁଥିଲେ। ଆପଣଙ୍କୁ ଏହା ଜାଣିବା ଦରକାର କି ଏହା କେଉଁ ଜାଗା ରେ ହେଉଥିଲା ଆଉ କିପରି ହେଉ ଥିଲା ଯାହା ଦ୍ୱାରା କି ଆପଣ ଏହା ବାବଦରେ ସଚେତନ ହେଇ ପାରିବେ। ଆପଣ ପ୍ରଥମେ ଏହା କୁହନ୍ତୁ କି ଆପଣଙ୍କ ଜୀବନ ରେ ଲୁଣ କେତେ ଜରୁରୀ ଅଟେ।

ଯଦି ଆପଣ ଛତିଶଗଡ଼ ର ରାୟପୁର ଅର୍ଥାତ ତାର ରାଜଧାନୀ ରେ ଥାଆନ୍ତି ତ ଆପଣ ଜାଣିବା ଦରକାର କି ସଭିଙ୍କ ପାଇଁ ଲୁଣ ଅତ୍ୟନ୍ତ ଜରୁରୀ ହେଇ ଥାଏ। ଲୁଣ ବିନା କିଛି ବି ଖାଦ୍ୟ ସ୍ୱାଦିଷ୍ଟ ଲାଗି ନଥାଏ ଆଉ କିଛି ବି ଖାଦ୍ୟ ରେ ଲୁଣ ନ ପଡିଲେ ତାହା ଆମ ପେଟ ପାଇଁ ବି ସୁସ୍ୱାଦୁ ଲାଗେ ନାହିଁ

ଏହି ଖବର ଛତିଶଗଡ଼ ର ରାୟପୁର ରୁ ଆସୁଛି କି ସେଠାରେ ଏହି ଖବର ବ୍ୟାପି ଯାଇଛି କି ସେମାନଙ୍କ ଦୋକାନ ତଥା ଅନ୍ୟ ବଜାର ମାନଙ୍କରେ ଲୁଣ ପୁରା ପୁରି ସାରି ଯାଇଛି। ଟାନ୍କ ଭିତରେ ଏହି ଖବର ହି ସ୍ଥାନ ନେବାକୁ ବସିଛି କି ଦୋକାନ ମାନଙ୍କରେ ଲୁଣ ଆଉ ନାହିଁ। ତ ଲୋକମାନର ଡରିଗଲେ ଆଉ ପାଖ ର ଦୋକାନ ରୁ ଜଲଦି ଯାଇ ଲୁଣ ଆଣିବାକୁ ଚେଷ୍ଟା କଲେ ମାତ୍ର ସେମାନେ ଦେଖିଲେ କି ତାଙ୍କ ପାଖ ଦୋକାନ ମାନଙ୍କରେ କେଉଁଠି ବି ଲୁଣ ଆଉ ମହଜୁଦ ନାହିଁ। ଆଉ ଯେଉଁ ଦୋକାନ ରେ ବି ଲୁଣ ଅଛି ସେଠାରେ ୧୦ ରୁ ଅଧିକା ଟଙ୍କା ରେ ଲୁଣ ବିକ୍ରି କରା ଯାଉଛି।

ଏହା ସେହି ଜାଗା ର ଏସଡିଏମ ଦେଖିଲେ ଆଉ ସେମାନେ ଚିନ୍ତା କଲେ କି ଏକ ଟିମ ବନାଯାଉ ଆଉ ସବୁ ଷ୍ଟୋର ମାନଙ୍କରେ ଯାଞ୍ଚ କରାଯାଉ। ଏହା ଦେଖିବା ପରେ ସେମାନେ ଏଇଭଳି ଏକ ଟିମ ବନେଇଲେ ଆଉ ଷ୍ଟୋର ମାନଙ୍କରେ ପହଞ୍ଚିଗଲେ। ଯାହା ସେମାନେ ଭାବୁଥିଲେ ତାହା ସତ ବାହାରିଲା। ଛୋଟ ଦୋକାନ ମାନଙ୍କରେ ଲୁଣ ଆଉ ମହଜୁଦ ନାହିଁ ଆଉ ଯେଉଁ ଦୋକାନ ମାନଙ୍କରେ ଲୁଣ ଅଛି ସେମାନେ ନିଜର ଅସଲି ରେଟ ଠାରୁ ବହୁତ ଅଧିକ ରେଟ ରେ ଲୁଣ ବିକ୍ରି କରୁଛନ୍ତି।

ଏହା ଦେଖିବା ପରେ ପୋଲିସ ସେଠାରେ ଭବାନୀ ଷ୍ଟୋର ନାମକ ଦୋକାନ ଉପରେ ସିଲ ଲଗେଇ ଦେଇଛି । ଆଉ ସେଠାକାର ଏକ ନିରଜ କିରାନା ଷ୍ଟୋର କୁ ବି ୨୫୦୦୦ ହଜାର ଟଙ୍କା ର ଜୋରିମାନା ଲଗା ଯାଇଛି।

Leave a Reply

Your email address will not be published. Required fields are marked *