September 12, 2024

Odia Express

Leading Odia News Portal of Odisha

ମାତ୍ର ୧ ମାସ ରେ ୧୦ କିଲୋ ଓଜନ ବଢ଼ାନ୍ତୁ ଆଉ ନିଜର ପତଳା ଶରୀର କୁ ସୁସ୍ଥ ଶବଳ କରନ୍ତୁ – କେବଳ ଏହି ଜିନିଷ ଖାଆନ୍ତୁ …

ଯଦି ଆପଣଙ୍କର ଶରୀର ବହୁତ ଅଧିକ ପତଳା ଆଉ ଆପଣଙ୍କର ଓଜନ ବହୁତ କମ ଆଉ ଆପଣଙ୍କର ହାତ ତଥା ଗୋଡ଼ ବହୁତ ପତଳା ଅଟେ ତାହେଲେ ଏହା ଆପଣଙ୍କ ଦୁର୍ବଳତା ର ଚିହ୍ନ ଅଟେ। ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ନେଇକି ଆସିଛୁ ଯାହା ଜାଣିବା ପରେ ଆପଣ ମାତ୍ର ୧ ମାସ ଭିତରେ ୫ରୁ ୭ କିଲୋ ଯାଏ ଓଜନ ବୃଦ୍ଧି କରିପାରିବେ। ଏହି ସମସ୍ତ ଜିନିଷ ବହୁତ କମ ମୂଲ୍ୟ ର ଅଟେ ଆଉ ଏହାକୁ ସେବନ କରିବା ଦ୍ୱାରା ଆମ ଶରୀର କୁ କିଛି ପ୍ରଭାବ ପଡିବ ନାହିଁ। ଏହି ଉପାୟ ର ସବୁଠୁ ଖାସ କଥା ଏହା କି ଆପଣ ଏହାକୁ ଆମର କହିବା ସମୟ ଅନୁସାରେ ଯଦି ନ ଖାଇବେ ତ ଆପଣଙ୍କୁ ଏହାର ସମ୍ପୂର୍ଣ ଲାଭ ଆଦୌ ମିଳି ପାରିବ ନାହିଁ। ତ ଆପଣ ଗୋଟେ ଦିନ ଆଗରୁ ଅର୍ଥାତ ରାତିରେ ଶୋଇବା ଆଗରୁ ଏହି ଉପାୟ କରିବାକୁ ହେବ।

ଏହି ଉପାୟ କୁ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ କାଚ ର ପାତ୍ର ନିଅନ୍ତୁ ଆଉ ତା ପାଖରେ ଆପଣ ଏକ କାଚ ର ଗ୍ଲାସ ରେ ପାଣି ରଖନ୍ତୁ। ତା ପରେ ଆପଣ କଞ୍ଚା ସୋଲା ଆଣନ୍ତୁ। କଞ୍ଚା ସୋଲା ରେ ବହୁତ ପୃଷ୍ଟିସାର ଥାଏ। ଆଉ ଆପଣ ଏହାଦ୍ୱାରା ନିଜର ଶୁକ୍ରାଣୁ ର ପରିମାଣ ବି ବୃଦ୍ଧି କରିପାରିବେ।

ଆପଣଙ୍କୁ ବାସ ୩ରୁ ୪ ଚାମଚ ସୋଲା ସେହି ପାତ୍ର ରେ ରଖିବାକୁ ଅଛି। ତା ପରେ ଆପଣ କିଛି ଚିନା ବାଦାମ ଆଣନ୍ତୁ। ଏହା ବି ଆମ ଶରୀର ପାଇଁ ବହୁତ ଫାଇଦା ଦେଇଥାଏ ଆଉ ଆମ ଓଜନ ବଢ଼େଇବା ରେ ସହାୟକ ହୋଇଥାଏ। ଏହାକୁ ଆପଣ ଆଲମଣ୍ଡ ଦ୍ୱାରା ପରିବର୍ତ୍ତନ କରିପାରିବେ ମାତ୍ର କମ ଦାମ ରେ ଆପଣ ଚିନା ବାଦାମ ବ୍ୟବହାର କରିପାରନ୍ତି। ଏହାକୁ ୧ ରୁ ଦେଢ଼ ଚାମଚ ସୋଲା ସହ ପକାନ୍ତୁ।

ତା ପରେ ଆପଣ କିଛି କିସମିଶ ଆଣନ୍ତୁ। ଏଥିରେ ବି ବହୁତ ଅଧିକ ଆଇରନ ଥାଏ। ଏହା ବି ଆମ ଶରୀର ପାଇଁ ଫାଇଦା ଦେଇଥାଏ। ଏହାକୁ ଆପଣ ଗୋଟେ କି ଦୁଇ ଚାମଚ ରଖିବାର ଅଛି ଆଉ ତାକୁ ପାଣିରେ ଭିଜେଇ ଦେବାର ଅଛି। ଏହାପରେ ଆପଣ ତାକୁ ଢାଙ୍କି ରଖି ଦିଅନ୍ତୁ।

ତା ପରେ ଆପଣ ଚଣା ବି ଆଣନ୍ତୁ ଯାହା କି ବାହିତ ଶସ୍ତା ଅଟେ। ଆପଣ ସକାଳୁ ଉଠିକି ୨ ଗ୍ଲାସ ବାସୀ ପାଣି ପିଅନ୍ତୁ ଆଉ ଦାନ୍ତ ଘଷି ସାରିବା ପରେ ଆପଣ ବ୍ରେକ ଫାଷ୍ଟ ରେ ଏହାକୁ ଖାଆନ୍ତୁ। ଏହା ଖାଇବା ଦ୍ୱାରା ଆପଣଙ୍କ ଓଜନ ଏକ ମାସ ଭିତରେ ୫ ରୁ ୭ କିଲୋ ବଢିଯିବ।

ତ ଆପଣ ସେହି ଚଣା କୁ କେତେବେଳେ ବି ଖାଇପାରିବେ ଏହା ଆପଣଙ୍କ ଇମ୍ୟୁନୋ ସିଷ୍ଟମ ବୃଦ୍ଧି କରିବାରେ ସାହାଯ୍ୟ କରିବ। ତ ଏହିପରି ଆପଣ ନିଜର ଓଜନ ବଢ଼େଇ ପାରିବେ।

Leave a Reply

Your email address will not be published. Required fields are marked *