September 12, 2024

Odia Express

Leading Odia News Portal of Odisha

ଆଜିର ବୁଦ୍ଧି ପରୀକ୍ଷା – ଫଟୋ ଦେଖି କୁହନ୍ତୁ କେଉଁ ମା ଜଣକ ମୂର୍ଖ ଅଟେ ? ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଦେଇପାରିବେ ନାହିଁ – ଦେଖନ୍ତୁ ଏପରି ଚତୁର ପ୍ରଶ୍ନ ଓ ଉତ୍ତର…

ମଣିଷ ଜୀବନରେ ଯେତେ ବଡ ହେଲେ ମଧ୍ୟ କିଛି ନ କିଛି ନୂଆ ଜିନିଷ ଶିଖିବା ପାଇଁ ମିଳେ | ତେବେ ବର୍ତମାନ ସାରା ଦେଶରେ ଲକ ଡାଉନ ପାଇଁ ଲୋକ ଘରେ ବସି ବିରକ୍ତ ହେଉଛନ୍ତି |ତେବେ ଏହି ସମୟରେ ଆପଣଙ୍କ ସମୟକୁ ଅତିବାହିତ କରିବା ପାଇଁ ଆମେ କିଛି ସାଧାରଣ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ | ଆପଣ ଏହାର ସଠିକ ଉତ୍ତର ଦେବାରେ ସମର୍ଥ ହେଉଛନ୍ତି ନା ନାଇଁ ଚାଲନ୍ତୁ ପରୀକ୍ଷା କରିବା ଓ ସାଙ୍ଗମାନଙ୍କ ସହ ସେୟାର କରି ଏହାର ମଜ଼ା ନେବା | ଆଜି ଆମେ ଆପଣଙ୍କ ସହ କିଛି ଏପରି ୭ଟି ଜାସୁଶୀ ପ୍ରଶ୍ନ କହିବାକୁ ଯାଉଛୁ ଯାହା କି ଆପଣଙ୍କ ହୋସ ଉଡେଇ ଦେଇପାରେ। ତ ଚାଲନ୍ତୁ ଜାଣିବା।

୧: ଥରେ ଏକ ଜାହାଜ ସମୁଦ୍ର ରେ ବୁଡ଼ିଗଲା ଆଉ ଏହି ବୁଡି ଯାଇଥିବା ଜାହାଜ ରେ କେହି ବି ବଂଚିଲେ ନାହିଁ କେବଳ ଜଣେ ଅଙ୍କଲ ଆଉ ଆଣ୍ଟି ଙ୍କୁ ଛାଡିକି। ତା ପରେ ଏଠାକୁ ଗୋଟେ ବୋଟ ନେଇକି ତାଙ୍କର ପୁଅ ଆସିଲା ଆଉ ସେ ସେଠାରେ କନ୍ଫୟୁଜନ ରେ ପଡିଗଲା କି କାହାକୁ ନବ, ତାର ବାପାଙ୍କୁ ବା ତାର ମାଙ୍କୁ ଅଥବା ତାର ପଇସା କୁ।

: ଏହାର ଉତ୍ତର ଅଲଗା ଅଲଗା ହେଇପାରେ। ଏଠାରେ ପୁଅଟି ଆଇଲାଣ୍ଡ ରେ ରହିଯିବ ଆଉ ତାର ବାପା ମା ଙ୍କୁ ବୋଟ ରେ ଛାଡ଼ିଦେଵ।

୨: ଗୋଟେ ଝିଅ ଘରେ ଚୋରି ହେଇଯାଏ। ସେ କହିଲା କି ସେ ମାର୍କେଟ ଯାଇଥିଲା ଆଉ ତାର ଝରକା ପାଖରେ ପଡିଥିବା ସେହି ନେକ୍ଳେଶ ଚୋରି ହେଇଗଲା । ତା ଘର ର ଅନ୍ୟ ସବୁ ଜିନିଷ ଏଆଡ଼େ ସେଆଡ଼େ ପଡିଥାଏ। ପୋଲିସ ଜାଣିଗଲା କି ସେ ଝିଅ ମିଛ କହୁଛି। ଆପଣ କହିପାରିବେ କି କିପରି?

: ପ୍ରଥମ କଥା କି ସେହି ଟେବୁଲ ପାଖରେ ଜୋତା ର ଚିହ୍ନ ଥିଲା ଆଉ ତାଙ୍କ ଘର ଭିତରେ କିଛି କାଚ ପଡିନଥିଲା। ଯଦି ଚୋର ସତରେ ଚୋରି କରିବାକୁ ଚାହୁଁଥାନ୍ତା ତ ସେ ବାହାରୁ କାଚ ଭାଙ୍ଗିକି ହାତ ପୁରେଇ ନେଇପାରିଥାନ୍ତା। ମାତ୍ର ଏପରି ହେଲାନି। ଅର୍ଥାତ ସେହି ଝିଅ ମିଛ କହୁଛି।

୩: ଜଣେ ପିଲା ର ବାପା ଆଉ ମା ଙ୍କର ଦୁର୍ଘଟଣା ହେଇଯାଏ ଆଉ ତାଙ୍କୁ ହସ୍ପିଟାଲ ରେ ଏଡ଼ମିଟ କରାଯାଏ। ଯେତେବେଳେ ଛୋଟ ପିଲା ଟି ଉଠେ ତ ଡକ୍ଟର କୁହନ୍ତି କି ଇଏ ତୁମ ବାପା ଆଉ ତାଙ୍କୁ ବହୁତ ଗଭୀର ଆଘାତ ଲାଗିଛି। ମାତ୍ର ସେ ଛୁଆ ଟି ବାର ବାର ଚିଲାଏ ଆଉ କୁହେ କି ସେ ତାର ମା। କଣ ଆପଣ କହିପାରିବେ କି ସେ ତାର ମା ନା ବାପା।

: ସେ ତାର ମା। କାରଣ ତାଙ୍କର ନେଲ ପଲିସ ଦେଖା ଯାଉଥିଲା ଆଉ ଏହା ଜଣାପଡୁଥିଲା କି ସେ ଜଣେ ଝିଅ। ଆଉ ତାର ମା।

୪: ରାହୁଲ ଆଉ ତାର ଗାର୍ଲଫ୍ରେଣ୍ଡ ରିଆ ଏକ ରେଷ୍ଟୁରାନ୍ତ କୁ ଯାଇଥାନ୍ତି। ରାହୁଲ କୁ ଭୋକ ଲାଗିବା ମାତ୍ରେ ହି ରିଆ ଏକ ରେଡ଼ ୱାଇନ ଅର୍ଡର କଲା। ତା ପରେ ତାକୁ ପିଇବା ପରେ ହି ରିଆ ମରିଗଲା। ରାହୁଲ ସାଙ୍ଗେ ସାଙ୍ଗେ ପୋଲିସ କୁ ଫୋନ କରି ସବୁକଥା କହିଲା। ମାତ୍ର ରାହୁଲ ବି ସେଇ ୱାଇନ ପିଇକି ମରିନଥିଲା ମାତ୍ର ରିଆ ମରିଯାଇଥିଲା। ଆପଣ କହିପାରିବେ କି ରାହୁଲ କାହିଁକି ମରିନଥିଲା?

: ରାହୁଲ ଆଇସ କ୍ୟୁବ ରେ ଥିଲା। ରାହୁଲ ୱାଇନ କୁ ଜଲଦି ପିଇଗଲା ତେଣୁ ସେ ବଂଚିଗଲା। ମାତ୍ର ରିଆ ତାକୁ ଧୀରେ ଧୀରେ ପିଇଲା। ତେଣୁ ସେ ମରିଗଲା।

ସାଙ୍ଗମାନେ ଆପଣ ଙ୍କ ଆଗରେ ଦୁଇଟି ଝିଅ ଅଛନ୍ତି ଏବଂ ଛୁଆ ମଧ୍ୟ ୨ଟି ଅଛନ୍ତି ଆପଣଂକୁ ଏହି ପହେଲି ରେ କହିବାର ଅଛି କି ଏହି ଦୁଇ ଜଣଙ୍କ ମଧ୍ୟରୁ କେଉଁ ମା ମୂର୍ଖ ଅଟେ? ଜଲଦି ନିଜ ଉତ୍ତର ଆମକୁ କମେଣ୍ଟ ରେ ଦିଅନ୍ତୁ।

ଉତ୍ତର:- ଯଦି ଆପଣ ଧ୍ୟାନ ର ସହ ଦେଖିବେ ତେବେ ଦେଖିବେ ଯେ ପ୍ରଥମ ମା ନିଜ ଛୁଆକୁ ଉଆସିଙ୍ଗ ମେସିନ (ସଫା ଯନ୍ତ୍ର) ରେ ପକେଇଦେଇଛି ଯାହା ବହୁତ ଭୁଲ ଜିନିଷ ଅଟେ ଏମିତି କରିବା କଥା ନୁହେଁ ଏବଂ ଦ୍ଵିତୀୟ ରେ ସେ ମା ନିଜ ଛୁଆକୁ ବହୁତ ଭଲ ପାଇବା ସହିତ ଗାଧୋଇଦେଉଛି ଏବଂ ତାହାବି ଗରମ ପାଣିରେ ଯାହା ଥଣ୍ଡା ରେ ବହୁତ ଭଲ ଅଟେ।

Leave a Reply

Your email address will not be published. Required fields are marked *