September 12, 2024

Odia Express

Leading Odia News Portal of Odisha

୩ ଦିନ ଲଗାତାର ଖାଲି ପେଟରେ ପିଜୁଳି ପତ୍ର ଖାଆନ୍ତୁ, ଏତେ ଫାଇଦା ହେବ କି ଆପଣ ନିଜେ ବିଶ୍ୱାସ କରିପାରିବେ ନାହିଁ – ଉପାୟ ଜାଣି ରଖନ୍ତୁ…

ପିଜୁଳି ଠାରୁ ଅଧିକା ଫାଇଦା ତଥା ଅଧିକ ଔଷଧୀୟ ଗୁଣ ପିଜୁଳି ପତ୍ର ରେ ଥାଏ। ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ବି ଏହା ହି ସତ ଅଟେ। ବହୁତ ଲୋକଙ୍କ ଘରେ ପିଜୁଳି ଗଛ ଥାଏ ମାତ୍ର ଆମେ କେବକ ତାର ଫଳ ଖାଉ, ତାର ପତ୍ର ନୁହଁ। ମାତ୍ର ଆଜି ଆମେ ଆପଣଙ୍କ ଆମର ଏହି ଲିଖନ ରେ ପିଜୁଳି ପତ୍ର ରୁ ଆମ ଶରୀର କୁ ମିଳୁଥିବା କିଛି ବହୁତ ବଡ଼ ଫାଇଦା ବାବଦରେ କହିବାକୁ ଯାଉଛୁ। ତ ଚାଲନ୍ତୁ ଆମେ ମୂଳରୁ ଜାଣିବା କି ପିଜୁଳି ପତ୍ର ରେ ଆମକୁ କି କି ଫାଇଦା ମିଳେ।

ପିଜୁଳି ପତ୍ର ରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ଥାଏ ଆଉ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବି ଥାଏ। ଏହା ଆମ ଶରୀର କୁ ବ୍ୟାକ୍ଟେରିଆ ତଥା ଅନ୍ୟ ବହୁତ ରୋଗ ରୁ ଅଟକାଇ ଥାଏ।

୧: ଯଦି ଆପଣଙ୍କ ଅଥବା ଆପଣଙ୍କ ଆଖ ପାଖରେ କାହାରିକୁ ଡେଙ୍ଗୁ ଜ୍ୱର ହେଇଛି ତ ଆପଣ ସକାଳୁ ଉଠି ଖାଲି ପେଟ ରେ ପିଜୁଳି ର ଦୁଇଟି କି ତିନୋଟି ପତ୍ର ଖାଇପାରିବେ। ଆଉ ଆପଣ କଣ କରିପାରିବେ କି ଆପଣଙ୍କ ଆଖ ପାଖ ରେ ଯଦି କାହାକୁ ବି ଡେଙ୍ଗୁ ହେଇଛି ତ ଆପଣ ମାନେ ତାଙ୍କୁ ପିଜୁଳି ପତ୍ର ର ଯୁସ ବନେଇକି ଦେଇପାରିବେ। ଆପଣ ବାସ ପାଞ୍ଚ କପ ପାଣିରେ ୧୦ଟି ପିଜୁଳି ପରର କୁ ଫୁଟାନ୍ତୁ ଆଉ ତାହା ୨ କପ ହେଇଯିବା ପରେ ଆପଣ ତାକୁ ଡେଙ୍ଗୁ ର ରୋଗୀ କୁ ଦେଇଦିଅନ୍ତୁ। ଏହାଦ୍ୱାରା ଡେଙ୍ଗୁ ଭଲ ହେଇଯିବ।

୨: ଆପଣ ନିଜର ମୋଟାପଣ ବି ପିଜୁଳି ପତ୍ର ଦ୍ୱାରା କମେଇ ପାରିବେ। ଆପଣ ବାସ ସକାଳୁ ଉଠି ଖାଲି ପେଟ ରେ ପିଜୁଳି ପତ୍ର ଖାଆନ୍ତୁ। ଏହାଦ୍ୱାରା ଅପଣନ୍କ ମେଟାବୋଲିଜିମ ବହୁତ ଜଲଦି ହେବ ଆଉ ଆମ ଶରୀର ର ମୋଟାପଣ କମିଯିବ।

୩: ମଧୁମେହ ଅଥବା ସୁଗାର ଆଜି ସମୟରେ ଏକ ସାଧାରଣ ରୋଗ ଅଟେ ଯାହା ବହୁତ ଲୋକଙ୍କୁ ଚିନ୍ତିତ କରି ରଖିଛି। ଆପଣ ଏହି ସମସ୍ୟା ରୁ ମୁକ୍ତ ହେବାପାଇଁ ସକାଳୁ ଖାଲି ପେଟ ରେ ପିଜୁଳି ପତ୍ର ଖାଆନ୍ତୁ। ନହେଲେ ଯେଉଁ ଲୋକମାନେ ଚା ପିଇବାର ଆଦତ ରଖନ୍ତି ସେମାନେ ଚା ବଦଳରେ ପିଜୁଳି ପତ୍ର ର ଯୁସ ପିଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ସୁଗାର ଭଲ ଆଉ ନିୟନ୍ତ୍ରିତ ରହିବ।

୪: ପିଜୁଳି ପତ୍ର ଦ୍ୱାରା ଆପଣ କଲେଷ୍ଟେରୋଲ କୁ ବି ନିୟନ୍ତ୍ରଣ କରିପାରିବେ। ଆଜିକାଲି ଖରପ ଖାଇବା ପିଇବା ଯୋଗୁଁ ଆମ ଶରୀର ର କଲେଷ୍ଟେରୋଲ ସ୍ତର ବଢି ବଢି ଚାଲିଛି ଯାହା କି ଆମର ହାର୍ଟ ଆଟାକ ର କାରଣ ହେଇପାରେ। ତେଣୁ ଆପଣ ଏହି ସମସ୍ୟା ରୁ ବଂଚିବା ପାଇଁ ସକାଳୁ ପିଜୁଳି ପତ୍ର ସେବନ କରନ୍ତୁ ଆଉ ଏହା ହେଇନପାରିଲେ ଆପଣ ଦିନରେ ପିଜୁଳି ପତ୍ର ର ଜୁସ ପିଅନ୍ତୁ।

Leave a Reply

Your email address will not be published. Required fields are marked *