December 24, 2024

Odia Express

Leading Odia News Portal of Odisha

IAS ପରୀକ୍ଷାରେ ପଚରାଗଲା କି ଭାରତୀୟ ନୋଟ୍ ରେ ମହାତ୍ମାଗାନ୍ଧୀଙ୍କ ପୂର୍ବରୁ କାହା ଫଟୋ ରହିଥିଲା ? ପ୍ରାୟ ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଜାଣି ନଥିବେ..

ଆମ ଦେଶରେ ସବୁଠାରୁ କଠିନ ପରୀକ୍ଷା ଆଇଏଏସ ର ହୋଇଥାଏ କିନ୍ତୁ ଥରେ ଯଦି ଆପଣ ଏହାକୁ ପାସ କରିଯିବେ ତ ତାପରେ ଆପଣଙ୍କ ଜୀବନ ଜାଣ ସଫଳ ହୋଇଗଲା । କିନ୍ତୁ ପ୍ରତ୍ୟେକ ଏହି ପରୀକ୍ଷାରେ ସଫଳ ହୋଇପାରନ୍ତି ନାହିଁ। ଲୋକମାନେ କଠିନ ପରିଶ୍ରମ କରିବା ସତ୍ବେ ମଧ୍ୟ ଏହି ପରୀକ୍ଷାରେ ସଫଳ ହୋଇପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଆଇଏଏସ ର ପରୀକ୍ଷାରେ ପଚରା ଯାଉଥିବା କିଛି ପ୍ରଶ୍ନ ଉପରେ ସମ୍ମୁଖୀନ କରେଇବାକୁ ଯାଉଛୁ ଯାହାର ଉତ୍ତର ଦେଇ ଆପଣ ମଧ୍ୟ ନିଜର ଭାଗ୍ୟ ଆଇଏଏସ ପରୀକ୍ଷାରେ କରେଇ ପାରିବେ ଏବଂ ହୋଇପାରିବେ ଆଇଏଏସ ଅଫିସର । ତ ଆସନ୍ତୁ ଜାଣିବା ଯେ କଣ ଅଟେ ଏହି ପ୍ରଶ୍ନ ଯାହାର ଉତ୍ତର ଦେବାରେ ପ୍ରାୟ 95% ଲୋକ ଅସଫଳ ହୋଇଛନ୍ତି ।

ପ୍ରଥମ ପ୍ରଶ୍ନ : ଭାରତ ଶିଖର ସମ୍ମିଳନୀର ପ୍ରଥମ ଷ୍ଟାର୍ଟଅପ କେଉଁ ଦେଶରେ ହେବ ?

1 – ଦୁବାଇ । 2. ମାଲେସିଆ । 3. ସିଙ୍ଗାପୁର । 4. ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

ଦ୍ଵିତୀୟ ପ୍ରଶ୍ନ: ସେହି ଭାରତୀୟ –ଆମେରିକୀୟ ଛାତ୍ରଙ୍କର ନାମ କୁହନ୍ତୁ ଯିଏ ନିକଟରେ ନ୍ୟାସନାଲ ଜିଓଗ୍ରାଫିକ ବି ପ୍ରତିଯୋଗୀତା ଜିତିଛନ୍ତି ?

1 – ଥମ୍ସ ରାଇଟ । 2. ବେଦ ଭଟ୍ଟମ । 3. ପ୍ରାଣାୟ ବରଦା । 4. ଏମାନଙ୍କ ମଧ୍ୟରୁ କେହି ନୁହେଁ

ତୃତୀୟ ପ୍ରଶ୍ନ: କେଉଁ ଦେଶର ବୈଜ୍ଞାନିକ ମାନେ ସବୁଠାରୁ ପ୍ରଥମେ ଇବୋଲା ଭାଇରସରୁ ରକ୍ଷା ନିମନ୍ତେ ନ୍ୟାଚୁରାଲ ହ୍ୟୁମାନ ଆଣ୍ଟିବଡି ର ଉଦ୍ଭାବନ କରିଥିଲେ?

1 – ଆମେରିକା । 2. ଫ୍ରାନ୍ସ । 3. ରୁଷ । 4. ଚୀନ

ଚତୁର୍ଥ ପ୍ରଶ୍ନ: ଏବେ ନିକଟରେ କେଉଁ ହ୍ୟୁମାନ ବଡି ପାର୍ଟ ଟ୍ରାନ୍ସପ୍ଳାଣ୍ଟ କରାଯାଇଛି?

1 – ହୃଦୟ । 2. ଲିଭର । 3. ଗର୍ଭାଶୟ । 4. ଏମାନଙ୍କ ମଧ୍ୟରୁ କେହି ନୁହେଁ

ପଞ୍ଚମ ପ୍ରଶ୍ନ: ଜାପାନର ସେହି ବ୍ୟାଙ୍କର ନାମ କୁହନ୍ତୁ ଯିଏ ନିକଟରେ ପେଟିଏମରେ 9000କୋଟି ଟଙ୍କା ନିବେଶ କରିଛନ୍ତି?

1 – ସଫ୍ଟବ୍ୟାଙ୍କ । 2. ରିସୋନା ବ୍ୟାଙ୍କ । 3. ସେଣ୍ଟ୍ରାଲ ବ୍ୟାଙ୍କ । 4. ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ ।

ଷଷ୍ଠ ପ୍ରଶ୍ନ: ମେଡିକାଲ ଜର୍ଣ୍ଣାଲ ଦ ଲସେଣ୍ଟ ରେ ଛପିଥିବ୍ବା ରିପୋର୍ଟ ଅନୁଯାୟୀ ହେଲ୍ଥ କେୟାର ସୂଚକାଙ୍କ ମନୀ ଭାରତର କେଉଁ ସ୍ଥାନରେ ଅବସ୍ଥିତ ଅଟେ?

1 – 151 2. 152 3. 153 4. 154

ସପ୍ତମ ପ୍ରଶ୍ନ: ଭାରତରେ କେଉଁ ସହରରେ ଆଇସିଟି 4ଡ଼ି ସମ୍ମିଳନୀର ଆୟୋଜନ କରାଯାଇଥିଲା ?

1 – ଦିଲ୍ଲୀ 2. ମୁମ୍ବାଇ 3. ଚେନ୍ନାଇ 4. ହାଇଦରାବାଦ

ଅଷ୍ଟମ ପ୍ରଶ୍ନ : SCHOOLର ଫୁଲଫର୍ମ କୁହନ୍ତୁ?

ଉତ୍ତର  – S-Sincerity C- Capacity H-Honesty O-Orderliness O-Obedience L- Learning

ନବମ ପ୍ରଶ୍ନ: ଆପଣ ଜାଣିଛନ୍ତି କି ଭାରତୀୟ ନୋଟ୍ ରେ ମହାତ୍ମାଗାନ୍ଧୀଙ୍କ ପୂର୍ବରୁ କାହା ଫଟୋ ଭାରତୀୟ ପଇସା ରେ ଥିଲା?

ଉତ୍ତର: ଏହାର ସଠିକ ଉତ୍ତର ହେଉଛି ଅଶୋକ ସ୍ତମ୍ଭ | ଭାରତୀୟ ନୋଟ ରେ ମହାତ୍ମା ଗାନ୍ଧୀ ଙ୍କ ଆଗରୁ ଅଶୋକ ସ୍ତମ୍ବ ଥିଲା

ଉପର ପ୍ରଶ୍ନ ଗୁଡିକର ଉତ୍ତର ଆପଣ ଏଠାରେ ଦେଖିପାରିବେ

ପ୍ରଥମ(1) ଦ୍ଵିତୀୟ(3)  ତୃତୀୟ () ଚତୁର୍ଥ (3) ପଞ୍ଚମ (1) ଷଷ୍ଠ(4)  ସପ୍ତମ (4) ଅଷ୍ଟମ

Leave a Reply

Your email address will not be published. Required fields are marked *