ଚୟନ କରନ୍ତୁ ନିଜର ମନପସନ୍ଦ ପଶୁ ଏବଂ ଜାଣନ୍ତୁ ନିଜର ଶକ୍ତି ଏବଂ ଖରାପ ପ୍ରବୃତ୍ତି ବିଷୟରେ…
କୁହନ୍ତି ଯେ ମନୁଷ୍ୟର ପ୍ରକୃତିର ଅନୁମାନ ଲଗେଇବା କଷ୍ଟ ଅଟେ କାରଣ ପ୍ରତ୍ୟେକ ମନୁଷ୍ୟର ଭିତରେ ଅନେକ ରହସ୍ୟ ଏବଂ ଗୁଣ ଲୁଚିକରି ଥାଏ ଯାହା ବହୁତ କମ ଉଜାଗର ହୋଇଥାଏ । ଏମିତିରେ ଅନେକ ସମୟରେ ମନୁଷ୍ୟର ବାହାରେ କିଛି ଅଲଗା ଏବଂ ଭିତରେ କିଛି ଅଲଗା ରୂପ ଦେଖାଯାଇଥାଏ । କିନ୍ତୁ ଯଦି ବ୍ୟକ୍ତିଙ୍କର ଏହି ଲୁଚିରହିଥିବା ବ୍ୟକ୍ତିତ୍ବକୁ ଜାଣିବାର ଅଛି ତେବେ ଆପଣଙ୍କୁ ତାଙ୍କର ପସନ୍ଦ ଅପାସନ କୁ ଜାଣିବା ଉଚିତ କାରଣ କାହାର ମଧ୍ୟ ପସନ୍ଦ ଦ୍ଵାରା ତାଙ୍କର ବାସ୍ତବିକ ଚରିତ୍ର ବିଷୟରେ ଜଣା ପଡିଥାଏ । ପଛକେ ତାହା ତାଙ୍କ ପସନ୍ଦର ରଙ୍ଗ କଥା ହେଉ କିମ୍ବା ପସନ୍ଦର ଋତୁ କିମ୍ବା ତାଙ୍କ ପସନ୍ଦର ପଶୁ ହେଉ। ମୁଖ୍ୟତଃ ପସନ୍ଦର ପଶୁ ଦ୍ଵାରା ତ ବ୍ୟକ୍ତିଙ୍କ ଭିତରର ଲୁଚିଠିବା ଗଣ-ଦୋଷ ବିଷୟରେ ଅଧିକ ଭଲ ଭାବରେ ଜଣା ପଡିଥାଏ। ତେବେ ଆସନ୍ତୁ ଆପଣ ମଧ୍ୟ ଚୟନ କରନ୍ତୁ ନିଜର ମନ ପସନ୍ଦର ପଶୁ ଏବଂ ଜାଣିନିଅନ୍ତୁ ନିଜର ଶକ୍ତି ଏବଂ ଦୁର୍ବଳତା ବିଷୟରେ
ଗୃହପାଳିତ ପଶୁ ରୂପରେ କୁକୁର ତ ବହୁତ ଲୋକଙ୍କର ପସନ୍ଦ ହୋଇଥାଏ କିନ୍ତୁ ଏଥିରେ ମଧ୍ୟ ଆପଣଙ୍କୁ ବ୍ଲାକ ଜାଗୁଆର ଚୟନ କରିଛନ୍ତି ତ ଜଣେଇଦେବୁ ଯେ ପାନ ବହୁତ ରହସ୍ୟମୟୀ ବ୍ୟକ୍ତି ଅଟନ୍ତି ଏବଂ ଆପଣଙ୍କ ବ୍ୟକ୍ତିତ୍ବର ଏହି ରହସ୍ୟ ଅନ୍ୟମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରି ନେଇ ଆସିଥାଏ। ଆପଣ ବହୁତ ଶକ୍ତିଶାଳୀ ଅଟନ୍ତି ଯାହାର ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ମଧ୍ୟ ଦେଖାଯାଏ ଏବଂ ସେମାନେ ଆପଣଙ୍କୁ ଭୟ କରନ୍ତି। କିନ୍ତୁ ଆପଣ ଅନୟମାନଙ୍କସହିତ aଧିକ ମିଶିବାକୁ ପସନ୍ଦ କରନ୍ତି ନାହିନ ଏବଂ ନିଜର କାମ ଅଧିକତର ଏକୁଟିଆ କରିବାକୁ ପସନ୍ଦ କରନ୍ତି।
ଯଦି ଆପଣ କଳା ବିଲେଇ ପସନ୍ଦ ଆସିଥାଏ ତେବେ ଆପଣ ଏକାନ୍ତରେ ରହୁଥିବା ବ୍ୟକ୍ତି ଅଟନ୍ତି କାରଣ ପ୍ରାୟତଃ କଳା ବିଲେଇ ମାନେ ଏକାନ୍ତରେ ରହିବାକୁ ପସନ୍ଦ କରନ୍ତି। ଏମିତିରେ ଆପଣ ଏକୁଟିଆ କାମ କରିବାକୁ ପସନ୍ଦ କରନ୍ତି। ଏହା ବ୍ୟତିତ ଆପଣଙ୍କ ପାଖରେ ନିଜର କାମ କରିବା ନିମନ୍ତେ ଉନ୍ନତମାନର ଯୋଜନା ରହିଛି ଯାହା ଉପରେ ଆପଣ ମନ ଲଗେଇ କାମ କରୁଛନ୍ତି ।
ଯେବେକି ଯଦି ଆପଣଙ୍କୁ ହାତୀ ପସନ୍ଦ ଅଟେ ତେବେ ଆପଣ ବହୁତ ହି ଆଦର୍ଶ ଚିନ୍ତାଧାରା ରଖୁଥିବା ଏବଂ ସହୃଦୟ ବ୍ୟକ୍ତି ଅଟନ୍ତି । ତାସହ ଅନ୍ୟମାନଙ୍କର ସହଯୋଗ ନିମନ୍ତେ ତତ୍ପର ରହନ୍ତି କାରଣ ହାତୀ ସବୁବେଳେ ଗୋଠରେ ରହନ୍ତି ଏମ କେବେ ମଧ୍ୟ ନିଜ ଭିତରେ ଲଢେଇ ଝଗଡା କରନ୍ତି ନାହିନ । ଯଦି କାହାକୁ ଆଘାତ ଲେଟ ତେବେ ସେ ତାହାର ସହାୟତା ନିଶ୍ଚିତ କରନ୍ତି। ତାସହ ହାତୀର ପସନ୍ଦ କରୁଥିବା ଲୋକମାନଙ୍କର ବ୍ୟକ୍ତିତ୍ବ ବହୁତ ଗମ୍ଭୀର ହୋଇଥାଏ। କିନ୍ତୁ ଏହାସହିତ ଏପରି ଲୋକ କାମ କରିବା ମାମଲାରେ ଅଳସୁଆ ହୋଇଥାନ୍ତି ।
କିଛି ଲୋକଙ୍କର ଠେକୁଆ ପସନ୍ଦ ହୋଇଥାଏ। ଏପରି ଲୋକମାନଙ୍କର ସ୍ଵଭାବ ବହୁତ ଯତ୍ନବାନ ଏବଂ ସହଯୋଗୀ ହୋଇଥାଏ। ତାସହ ଏମାନଙ୍କର ସ୍ଵଭାବରେ ଚଞ୍ଚଳତା ମଧ୍ୟ ଦେଖିବାକୁ ମିଳିତ। କିନ୍ତୁ ତାସହ ଏମାନେ ଭୟାଳୁ ପ୍ରକୃତିର ହୋଇଥାନ୍ତି ।
କିଛି ଲୋକ ନିଜ ଘରେ କିମ୍ବା ପୁଣି ଘରର ଆଖପାଖରେ ଗୁଣ୍ଡୁଚି ପାଳିବା ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଏପରି ଶଉକ ରଖନ୍ତି ତେବେ ଜଣେଇଦେବୁ ଯେ ଆପଣ ଜୀବନର ପ୍ରତ୍ୟେକ ମୂହୁର୍ତ୍ତର ଆନନ୍ଦ ନେବା ବାଲା ବ୍ୟକ୍ତି ଅଟନ୍ତି ଏବଂ ସମୟ ପଛକେ ଯେପରି ପରିସ୍ଥିତି ଦେଖାଉ ଆପଣ ନିଜର ଧୈର୍ଯ୍ୟ ତ୍ୟାଗ କରନ୍ତି ନାହିଁ। କିନ୍ତୁ ଏହା ସହିତ ଆପଣଙ୍କ ଦୁର୍ବଳତା ଏହା ଅଟେ ଯେ ଆପଣ କୌଣସି ଗୋଟିଏ ଜିନିଷ କିମ୍ବା ବ୍ୟକ୍ତି ବିଶେଷ ପ୍ରତି ସ୍ଥିର ଆକର୍ଷଣ ରଖନ୍ତି ନାହିଁ । ଆପଣଙ୍କ ପସନ୍ଦ ଅନେକ ସମୟରେ ପରିବର୍ତ୍ତନ ହୋଇଥାଏ ।