December 22, 2024

Odia Express

Leading Odia News Portal of Odisha

ଏମିତି କାମ କରିଦେଲେ ୪ ଟି ଛୁଆର ମା , ଯାହା କେବଳ ପୁଅମାନେ କରିପାରିବେ ବୋଲି ସମସ୍ତେ ଭାବୁଥିଲେ…

ମାଲେସିଆରେ ଅଗଷ୍ଟୋବିୟା ଜୋ ଗୁଆସି ଙ୍କୁ ଲିଣ୍ଟାସ୍ ଫାୟର୍ ଷ୍ଟେସନର ଚିପ୍ କରାଗଲା , ଏମିତି ପ୍ରଥମଥର ହେଲା କି ଏହି ପଦରେ କେଉଁ ମହିଳାଙ୍କୁ ନିଯୁକ୍ତ କରାଗଲା , ଫାୟାର୍ ଷ୍ଟେସନ ଇଣ୍ତଷ୍ଟ୍ରିରେ ଅଧିକା ପୁରୁଷଙ୍କ ସଂଖ୍ୟା ଥିଲା , ଅଗଷ୍ଟୋବିୟା ଏହି ପୋଷ୍ଟ ପାଇକରି ରେକର୍ଡ ଭାଙ୍ଗିଦେଲେ , ୩୭ ବର୍ଷ ବୟସରେ ଅଗଷ୍ଟୋବିୟା ୧ ଅଗଷ୍ଟକୁ ପଦଭାର ସଂମ୍ଭାଳିଲେ ।ଚାରୋଟି ଛୁଆଙ୍କ ମା ଅଗଷ୍ଟୋବିଆଙ୍କ ମୁତାବିକ  ଏଠାରେ ପହଞ୍ଚିବାପାଇଁ ସେ ବହୁତ କଡା ପରିଶ୍ରମ କରିଥିଲେ ସେ ୨୦୦୧ ରେ ସକାଳ ଫାୟାର୍ ଆଣ୍ତ ରେସକ୍ୟୁ ଏକାଡେମି ରୁ ଟ୍ରେନିଙ୍ଗ୍ ନେଇଥିଲେ , ଏହାପରେ ବହୁତ ପୋଷ୍ଟରେ କାମ କରିବା ପରେ ଏବେ ଯାଇକରି ସେ ଏହି କାମକୁ କରିଦେଖାଇଛନ୍ତି ।

ଅଗଷ୍ଟୋବିୟା ନିଜ କ୍ୟାରିୟରରେ ବହୁତ କଠିନତା ସହ୍ୟ କରିଛନ୍ତି , କିନ୍ତୁ ଏହି ମଧ୍ୟରେ ସେ ପାଠପଢା କରିଥିଲେ,  ଡିଷ୍ଟେସ୍ ରୁ ସେ ବ୍ୟାଚେଲର୍ ଡିଗ୍ରୀ ହାସିଲ୍ କରିଥିଲେ,  ସେ ୟୁନିଭରସିଟି ଉତ୍ତରା ମାଲେସିଆରୁ ପାଠ ପଢିଥିଲେ । ଅଗଷ୍ଟୋବିୟାଙ୍କ ମୁତାବିକ ଫାୟାର୍ ଫାଇଟର୍ସ କାମ ସହଜ ନଥିଲା , ତାଙ୍କର ମୁତାବିକ ଅଧିକାଂଶ ଲୋକ ଏହି କାଂଅକୁ ଅଧିକା ଜାଣିନଥାନ୍ତି । ନିଜେ ସେ ଏହି ଜବ୍ ଜଏନ୍ କରିବାପରେ ବହୁତ ଗୁଡିଏ ଜିନିଷ ଜାଣିପାରିଲେ , ଧୀରେ ଧୀରେ ସେ ନିଜକୁ ପ୍ରେମ କରିବସିଲେ ।

Leave a Reply

Your email address will not be published. Required fields are marked *