December 22, 2024

Odia Express

Leading Odia News Portal of Odisha

ଯଦି ଆପଣ ଏପରି ଖାଉଛନ୍ତି କାକୁଡି, କରୁଛନ୍ତି ବହୁତ ବଡ ଭୁଲ, ଏବେ ଜାଣିନିଅନ୍ତୁ ନହେଲେ ପରେ ପଶ୍ଚାତପ କରିବେ…

ଯେପରିକି ଆପଣଙ୍କୁ ଜଣା ଅଛି ଯେ କଉଡି ଖାଇବା ଦ୍ଵାରା ଆମ ଶରୀରରେ ଜଳର ଅଭାବ ହୋଇନଥାଏ। ଏଥିପାଇଁ ଗ୍ରୀଷ୍ମ ଆସିବା ମାତ୍ରେ ପରିବାହାଟରେ କାକୁଡି ବିକ୍ରି ହୋଇଥାଏ। କାକୁଡି ଖାଇବା ଦ୍ଵାରା ପାଚନ କ୍ରିୟା ସବଳ ହୋଇଥାଏ ଏହା ଫ୍ୟାଟ କ୍ୟାଲୋରି ତଥା ଅନ୍ୟ ଅନେକ ପୋଷକତତ୍ଵରେ ଭରପୁର ହୋଇଥାଏ ପରନ୍ତୁ ଅଧିକତର ଲୋକ ଏହାର ବ୍ୟବହାର ଖାଇବା ସମୟରେ ସାଲାଡରୂପରେ କରିଥାନ୍ତ କିନ୍ତୁ ଏହା କେହି ଜାଣନ୍ତି ନାହିଁ ଯେ ଯଦି କାକୁଡିର ଭୁଲ ଉପାୟରେ ବ୍ୟବହାର କରାଯାଏ ତେବେ ଆପଣଙ୍କୁ ବହୁତ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଯେ କାକୁଡିକୁ କେଉଁ ପ୍ରକାରରେ ଖାଇବା ଉଚିତ ।

ଯେଉଁ ପ୍ରକାର କୌଣସି ଜିନିଷର ଲାଭ ହୋଇଥାଏ ତାହାର ସେତିକି ମଧ୍ୟ କ୍ଷତି ହୋଇଥାଏ ଓ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କାକୁଡି ମଧ୍ୟ ଯେତିକି ଲାଭଜନକ ହୋଇଥାଏ ସେତିକି କ୍ଷତିକାରକ ହୋଇଥାଏ। କାକୁଡିରେ ପୋଷକ ତତ୍ଵ ସହିତ କୁକୁରବିଟାଇନସ ନାମକ ବିଷାକ୍ତ ଯୌଗିକ ମଧ୍ୟ ନିହିତ ଥାଏ ଯେଉଁ କାରଣରୁ ଆପଣଙ୍କ ଶରୀରରେ ଅସୁବିଧା ହୋଇପାରେ। ଯଦି କେହି କାକୁଡି ଆବଶ୍ୟକତା ଠାରୁ ଅଧିକ ଖାଏ ତେବେ ଏହାଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡିପାରେ କାରଣ ଯଦି କାକୁଡିକୁ ଆବଶ୍ୟକତା ଠାରୁ ଅଧିକ ଖାଇବେ ତେବେ ବିଷକ୍ତ ଯୌଗିକ ଆମର ଶରୀରକୁ ଯିବ ଯାହାଦ୍ୱାରା ଆମର କିଡ୍ନି ଓ ଲିଭର ଏବଂ ମୂତ୍ରାଶୟ ଫୁଲିଯିବା ଦେଖାଯାଇଥାଏ।

ଏହି କାରଣ ଅଟେ ଯେ କାକୁଡିକୁ ଖାଇବା ଆଗରୁ ଉପର ଅଂଶ କାଟି ତାହାର ବିଷାକ୍ତ ତତ୍ଵ ବାହାର କରାଯାଏ ଏଥିପାଇଁ ଧ୍ୟାନ ରଖିବେ ଯେ ଯଦି କାକୁଡି ପିତା ଅଟେ ତେବେ ତାହାକୁ ବିଲକୁଲ ଖାଆନ୍ତୁ ନାହିଁ ଏହାଦ୍ବାରା ଆପଣଙ୍କ ଶରୀର ବିଷାକ୍ତ ହୋଇପାରେ ଯେଉଁ କାରଣରୁ ଆପଣଙ୍କୁ ଗମ୍ଭୀର ରୋଗ ମଧ୍ୟ ହୋଇପାରେ ଯଦି ଆପଣଙ୍କୁ ଥଣ୍ଡା ଖାସ ଓ ନିଶ୍ଵାସ ନେବାରେ ସମସ୍ୟା ଅଛି ତେବେ ଭୁଲରେ ମଧ୍ୟ ସାଲାଡରେ କାକୁଡି ବ୍ୟବହାର କରନ୍ତୁ ନାହିଁ । କୁହାଯାଏ ଯେ କାକୁଡି ଯୋଗୁ ଆପଣଙ୍କୁ ସାଇନସ ନାମକ ରୋଗର ଶିକାର ହେବାକୁ ପଡିପାରେ ।

କାକୁଡିକୁ କମ ବ୍ୟବହାର କରନ୍ତୁ । ଆବଶ୍ୟକତା ଠାରୁ ଅଧିକ ଖାଆନ୍ତୁ ନାହିଁ । ଆପଣ ଦିନରେ କେବଳ 4କାକୁଡି ଖାଇ ପାରିବେ ଏହାଠାରୁ ଅଧିକ କାକୁଡି ଯଦି ଆପଣ ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ ବିଷ ପ୍ରସ୍ତୁତ ହୋଇପାରେ ।

Leave a Reply

Your email address will not be published. Required fields are marked *