December 22, 2024

Odia Express

Leading Odia News Portal of Odisha

ଲକ୍ଷ୍ମୀଙ୍କ ପୁଜାପରେ ଦାନ କରନ୍ତୁ ଏହି ୫ ଟି ଜିନିଷ, ଘରେ ସମୃଦ୍ଧି କେବେ ଶେଷ ହେବ ନାହିଁ ..

ଲକ୍ଷ୍ମୀଜୀଙ୍କୁ ଧନର ଦେବୀ କୁହାଯାଏ , ବହୁତ ଭକ୍ତ ଲୋକ ନିଜ ପଇସାରୁ ସମସ୍ୟାର ସମାଧାନ ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି , ଏହି ଚେଷ୍ଟାରେ ମାତା ଙ୍କ ଆରତୀରେ ପୁଜା ପାଠର ବହୁତ ବଡ ଆବଶ୍ୟକତା ଥାଏ,  ଏହାକୁ ପୁରା ମନରେ କରନ୍ତୁ , ବହୁତ କମ୍ ଲୋକ ଏହି କଥା ଜାଣିଛନ୍ତି କି ଏହି ଲକ୍ଷ୍ମୀଙ୍କର ପୁଜା ଯଦି ଆପଣଙ୍କୁ କିଛି ଖାସ୍ ଜିନିଷ ଦାନ କରନ୍ତି ତେବେ ବହୁତ ଅଧିକା ଫାଇଦା ହେବ , ଏହି ଦାନ କରିଲେ ମାତା ଲକ୍ଷ୍ମୀ ଜଲଦି ପ୍ରସନ୍ନ ହୋଇଯାଆନ୍ତି , ଏଥିପାଇଁ ଏହି ଲକ୍ଷ୍ମୀ ପୁଜନ ସମାପ୍ତ ହେବାପରେ ଜରୁର୍ କରିବେ , ତେବେ ଆସନ୍ତୁ ବିନା କେଉଁ ଡେରିକରି ଏହି ଜିନିଷଗୁଡୀକ ବିଷୟରେ ଜାଣିନେବା ।

୧) ହଳଦିଆ ବସ୍ତ୍ର : ଘରରେ ଯେଉଁ ଦିନ ଆପଣ ଲକ୍ଷ୍ମୀଙ୍କର ପୁଜା କରିବେ ସେହି ସମୟରେ ମାତାଙ୍କ ସାମ୍ନାରେ ଏକ ଥାଳିରେ ହଳଦିଆ ବସ୍ତ୍ର ରଖିଦିଅନ୍ତୁ , ପୁଜା ଶେଷ ହେବାପରେ ଏହି ବସ୍ତ୍ରକୁ କେଉଁ ବୃଦ୍ଧ ମହିଳାଙ୍କୁ ଦାନକରିଦିଅନ୍ତୁ । ଏମିତି କଲେ ଆପଣଙ୍କ ଭାଗ୍ୟ ବଦଳିଯିବ , ଓ ଘରେ କେବେ କେଉଁ ଜିନିଷର୍ ଅଭାବ ରହିବ ନାହିଁ ।

୨) ତମ୍ବା ଓ ପିତ୍ତଳ ବସ୍ତୁ : ଲକ୍ଷ୍ମୀଙ୍କର ପୁଜା କରିବାପରେ କେଉଁ ବି ମନ୍ଦିରରେ ତମ୍ବାରେ ତିଆରି ବସ୍ତୁ ଯେପରି ଘଣ୍ଟି, ଦୀପ, ଆରତୀର ଥାଳି, ଇତ୍ୟାଦି ଦାନ କରନ୍ତୁ , ଏମିତି କରିଲେ ଆପଣଙ୍କ ଘରେ ଦୁର୍ଭାଗ୍ୟ ହେବ ନାହିଁ , ଆପଣଙ୍କ ଆଲମୀରାରେ ଯେଉଁ ଧନ ରଖିଛନ୍ତି , ତାହା ଖାଲି ହେବାପରିବର୍ତ୍ତେ ପ୍ରତିଦିନ ବଢିବାକୁ ଚାଲିବ ।

୩) ପଇସା : ଲକ୍ଷ୍ମୀଙ୍କୁ ପୁଜା କରିବାରେ ପଇସାକୁ ଅଲଗା ଦାନ କରିବା ଉଦ୍ଧେଶ୍ୟରେ ଚଢାନ୍ତୁ , ପୁଜା ଶେଷ ହେବାପରେ ପଇସାକୁ କେଉଁ ଦୀନଦୁଃଖି ଲୋକଙ୍କୁ ଦାନ କରିଦିଅନ୍ତୁ , ଆପଣଙ୍କ ଏହି କୃତ୍ୟରୁ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ , ଓ ବଦଳରେ ଦଶଗୁଣା ଲାଭ ଦେବେ ।

୪) ନଡିଆ : ନଡିଆ ଯାହାକୁ ଆମେ ଶ୍ରୀଫଳ କହନ୍ତି ଦାନ ହିଁ ବହୁତ ବଡ ଶୁଭ ମାନାଯାଇଛି , ଘରେ ଲକ୍ଷ୍ମୀଙ୍କର ପୁଜାରେ ୩ ଟି ନଡିଆ ଚଢାନ୍ତୁ , ପ୍ରଥମେ ଘରର ଲୋକ ପ୍ରସାଦ ହିସାବରେ ଗ୍ରହଣ କରନ୍ତୁ , ଦ୍ୱିତୀୟ ପଡୋଶୀ କିମ୍ବା ଅନ୍ୟ ଲୋକଙ୍କୁ ବାଣ୍ଟିଦିଅନ୍ତୁ , ଓ ତୃତୀୟ ନଡିଆ କେଉଁ ମନ୍ଦିରରେ ଚଢାଇଦିଅନ୍ତୁ , ଏମିତି କରିଲେ ଘରେ କେବେ ଅନ୍ନର ଅଭାବ ହେବ ନାହିଁ

୫) ଲକ୍ଷ୍ମୀଙ୍କ ପୁଜା କରିବାପରେ ସେହି ଦିନରେ କେଉଁ ପଶୁକୁ ଯେପରି ଗାଇ, କୁକୁର, ବିଲେଇ ଇତ୍ୟାଦି ଭୋଜନରେ ଦାନ କରନ୍ତୁ , ତାଙ୍କୁ ନିଜ ତରଫରୁ ଭରପୁର୍ ପେଟ ଖୁଆନ୍ତୁ , ଆପଣଙ୍କ ଏହି ଉଦାରତା ଦେଖି ଲକ୍ଷ୍ମୀଜୀ ଙ୍କ ମନ ପ୍ରସନ୍ନ ହୋଇଯିବ , ଓ ସେ ଆପଣଙ୍କ ଉପରେ ଧନର ବୃଷ୍ଟି କରାଇବେ , ଏହା ଜରୁରୀ ନୁହେଁ କି ସବୁ ଜିନିଷ ଗୋଟେ ଦିନରେ ଦାନ କରନ୍ତୁ , ଏହାକୁ ଆପଣ ଅଲଗା ଅଲଗା ଦିନରେ ଦାନ କରିପାରିବେ , ଶୁକ୍ରବାର କୁ ଲକ୍ଷ୍ମୀଙ୍କର୍ ପୁଜା ପରେ ଏହାର ମହତ୍ତ୍ୱ ଓ ଲାଭ ବଢିଯାଏ , ଏହାକୁ ଦାନ କରିଲେ ଆପଣଙ୍କୁ ସଚ୍ଚା ମନରେ କରିବେ , କଞ୍ଜୁସି ବାଲା ଇରାଦା କିମ୍ବା ଅଲଗା ମନରେ କରିଥିବା ଦାନ କେବେ ସଫଳ ହେବ ନାହିଁ ।

Leave a Reply

Your email address will not be published. Required fields are marked *