September 12, 2024

Odia Express

Leading Odia News Portal of Odisha

ଅର୍ଜୁନଙ୍କ ରଥ ଉପରେ ଏହି କାରଣରୁ ଦିବ୍ୟ ଅସ୍ତ୍ରର ପ୍ରଭାବ ହେଇ ନଥିଲା, କିନ୍ତୁ ଯୁଦ୍ଧ ଶେଷ ହେବ ଖଣି ଲାଗିଯାଇଥିଲା ନିଆଁ… ଜାଣନ୍ତୁ କଣ ଏହାର କାରଣ

ମହାଭାରତ ଯୁଦ୍ଧ ସହ ବହୁତ ପ୍ରକାରର କଥା ଯୋଡି ହୋଇଛି , ଓ ଏହି କଥାଗୁଡିକ ମଧ୍ୟରୁ ଗୋଟିଏ କଥା ଅର୍ଜୁନଙ୍କ ରଥ ସହ ଯୋଡି ହୋଇଛି , ଏହି ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥ ଉପରେ ବହୁତଥର ଆକ୍ରମଣ କରାଯାଈଛି , କିନ୍ତୁ ତାହା ସତ୍ତ୍ୱେ ବି ଅର୍ଜୁନଙ୍କ ରଥ ଏକ ଦମ ସୁରକ୍ଷିତ ଥିଲା , ମହାଭାରତ ଗ୍ରନ୍ଥ ଅନୁସାରେ ଅର୍ଜୁନଙ୍କ ରଥର ରକ୍ଷା ହନୁମାନଜୀ କରୁଥିଲେ , ଓ ହନୁମାନଜୀ ଏହି ରଥରେ ବିରାଜମାନ ଥିଲେ । ହନୁମାନଜୀ ଅର୍ଜୁନଙ୍କ ରଥରେ ବିରାଜମାନ ହେବା ଉପରେ ଏକ କଥା ଯୋଡି ହୋଇଛି , ଏହି କଥା ଅନୁସାରେ ଯେବେ ପାଣ୍ତବଙ୍କୁ ବନବାସ ମିଳିଥିଲା, ସେହି ସମୟରେ ଭୀମ ଙ୍କ ସାକ୍ଷାତ ହନୁମାନଜୀଙ୍କ ସହ ହୋଇଥିଲା,  ଓ ହନୁମାନଜୀ ଙ୍କ ଠାରୁ ଭିମ ବଳର ଶିକ୍ଷା ଗ୍ରହଣ କରିଥିଲେ,  ଦିନେ ଭୀମ ହନୁମାନଙ୍କୁ ଅନୁରୋଧ କରିଥିଲେ କି ଯେବେ ସେ ପାଣ୍ତବଙ୍କୁ ଯୁଦ୍ଧ କୌରବଙ୍କ ସହ ହେବ ତ ତାଙ୍କ ସାଥ୍ ଦେବେ , ଓ ଅର୍ଜୁନଙ୍କ ରଥରେ ବିରାଜମାନ ହୋଇଯିବେ

ଭୀମଙ୍କୁ ଜଣାଥିଲା କି ଯଦି ହନୁମାନଜୀ ଅର୍ଜୁନଙ୍କ ରଥରେ ବିରାଜମାନ ହୋଇଯିବେ ତେବେ ଏହି ଯୁଦ୍ଧରେ ତାଙ୍କୁ କେହି ହରାଇପାରିବେ ନାହିଁ , ଭୀମଙ୍କ ଏହି ଅନୁରୋଧ କୁ ହନୁମାନଜୀ ସ୍ୱିକାର କରିନେଲେ ଓ ଭୀମଙ୍କୁ କହିଲେ କି ଯୁଦ୍ଧ ଆରମ୍ଭ ହେଲେ ସେ ଲାଲ ରଙ୍ଗର ଧ୍ୱଜ ଅର୍ଜୁନଙ୍କ ରଥରେ ବାନ୍ଧିଦେବେ , ଏମିତି କରିଲେ ସ୍ୱୟଂ ରଥରେ ସେ ବିରାଜମାନ ହୋଇଯିବେ , ଯେବେ ମହାଭାରତ ଯୁଦ୍ଧର ଆରମ୍ଭ ହୋଇଥିଲା , ଭୀମ ଅର୍ଜୁନଙ୍କ ରଥରେ ଏକ ଧ୍ୱଜ ବାନ୍ଧିଦେଇଥିଲେ , ଏହା ଛଡା ଭଗବାନ କୃଷ୍ଣ ଅର୍ଜୁନଙ୍କ ସାରଥୀ ହୋଇଥିଲେ,  ଓ ଅର୍ଜୁନଙ୍କ ରଥର ଚକାରେ ଶେଷନାଗ ବିରାଜମାନ ହୋଇଗଲେ,  ଯାହା ଦ୍ୱାରା ଯୁଦ୍ଧ ସମୟରେ ରଥର ପଛକୁ ଆଉ ଖସିବ ନାହିଁ ।

କୌରବଙ୍କୁ ଲାଗିଥିଲା କି ତାଙ୍କ ପାଖର୍ ଭିଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଓ କର୍ଣ୍ଣଙ୍କ ପରି ମହାରଥୀ ଅଛନ୍ତି , ଓ ସେ ସହଜରେ ପାଣ୍ତବଙ୍କୁ ହରାଇଦେବେ , କିନ୍ତୁ ପ୍ରକୃତରେ ପାଣ୍ତବଙ୍କ କୌରବଙ୍କ ଉପରେ ପଲଡା ଭାରିଥିଲା , କାରଣ ପାଣ୍ତବଙ୍କ ସହ ହନୁମାନଜୀ, କୃଷ୍ଣଓ ଶେଷନାଥ ମହଜୁତ୍ ଥିଲେ , ମହାଭାରତ ଯୁଦ୍ଧ ସମୟରେ ବହୁତଥର ଅର୍ଜୁନଙ୍କ ରଥରେ ପ୍ରହାର କରାଯାଇଥିଲା,  କିନ୍ତୁ ଏହି ପ୍ରହାର ପରେ ବି ଅର୍ଜୁନଙ୍କ ରଥର କିଛି କ୍ଷତି ହେଲା ନାହିଁ , ସେମିତି ଯେବେ ଯୁଦ୍ଧ ଶେଷ ହେଲା ତେବେ ଅର୍ଜୁନ ରଥକୁ ଆପେ ଆପେ ଜଳିଗଲା , ମହାଭାରତ ଅନୁସାରେ ଯୁଦ୍ଧ ଶେଷ ହେବା ପରେ ଶେଷନାଗ ପାତାଳଲୋକ ଚାଲିଗଲେ,  ଓ ହନୁମାନଜୀ ରଥ ଉପରୁ ଅନ୍ତର୍ଦ୍ଧାନ ହୋଇଗଲେ,

ଏହାପରେ ଶ୍ରୀକୃଷ୍ଣଜୀଙ୍କ କହିବା ଅନୁସାରେ ଅର୍ଜୁନ ରଥରୁ ଓହ୍ଲାଇପଡିଲେ , ଅର୍ଜୁନଙ୍କ ପର୍ ଶ୍ରୀକୃଷ୍ଣ ରଥରୁ ଓହ୍ଲାଇପଡିଲେ,  ଓ ଶ୍ରୀକୃଷ୍ଣଙ୍କ ରଥରୁ ଓହ୍ଲାଇବା ପରେ ନିଆଁ ଲାଗିଗଲା,  ରଥକୁ ଜଳୁଥିବା ଦେଖି ଅର୍ଜୁନ ବିସ୍ମିତ ହୋଇଉଠିଥିଲେ,  ଓ ସେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଏମିତି ରଥ କିପରି ଆପେ ଆପେ ନିଆଁ ଲାଗିଗଲା,  ତେବେ ଶ୍ରୀକୃଷ୍ଣ କହିଲେ ଦିବ୍ୟସ୍ତ୍ରଙ୍କ ପ୍ରହାରରୁ ରଥ ପୁର୍ବରୁ ନଷ୍ଠ ହୋଇସାରିଥିଲା, ହନୁମାନଜୀ ବିରାଜମାନ ହୋଇଥିବା କାରଣରୁ ଓ ମୋର କାରଣରୁ ରଥର କିଛି କ୍ଷତି ହୋଇନଥିଲା,  କିନ୍ତୁ ଆଜି ଏହି ରଥର କାମ ଶେଷ ହୋଇସାରିଛି,  ଯାହାର କାରଣରୁ ହନୁମାନଜୀ ଓ ମୁଁ ଛାଡିଦେଲୁ , ଓ ଏହି ରଥ ଆପେ ଆପେ ଭସ୍ମ ହୋଇଯାଇଛି ।

Leave a Reply

Your email address will not be published. Required fields are marked *