December 23, 2024

Odia Express

Leading Odia News Portal of Odisha

ପାଉଁଜି, ଗୋଡ ମୁଦି, ଓ ଚୁଡି ପିନ୍ଧିଲେ ସ୍ୱାସ୍ଥ୍ୟବର୍ଦ୍ଧକ ଫାଇଦା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ…

ଭାରତୀୟ ମହିଳାଙ୍କ ମଧ୍ୟରେ ସବୁଠାରୁ ଖାସ୍ କଥା ଏହା କି ତାଙ୍କର ପରିଧାନ ଓ ଶରୀରରେ ସାଜସଜ୍ଜା ଆଭୁଷଣ ହୋଇଥାଏ , କେଉଁ ଭାରତୀୟ ମହିଳାଙ୍କ ପାଇଁ ଚୁଡି ପାଉଜି, ଓ ଗୋଡମୁଦି ସବୁଠାରୁ ଅଧିକା ମହତ୍ତ୍ୱପୁର୍ଣ୍ଣ ଗହଣା ହୋଇଥାଏ , ଖାସକରି ବିବାହିତ ମହିଳାଙ୍କ ପାଇଁ ତିନୋଟି ଜିନିଷ ନିଶ୍ଚିତ ଧାରଣ କରିଥାନ୍ତି , କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଭାରତୀୟ ମହିଳାଙ୍କୁ ଚୁଡି,ଗୋଡମୁଦି, ପାଉଁଜି ଆଦି ଜିନିଷ ପିନ୍ଧିବାକୁ ନେଇ କିପରି କଣ ଆରମ୍ଭ ହୋଇଥିଲା,  ଆମେ ଏବେ ପର୍ଯ୍ୟନ୍ତ ଏହି ରୀତିନୀତିଙ୍କୁ ଓ ସଂସ୍କୃତି ନାଁରେ ପିନ୍ଧିଥାନ୍ତି , ବିବାହିତ ମହିଳାମାନେ ଏହାକୁ ସୌଭାଗ୍ୟବତୀର ଏକ ଚିହ୍ନ ବୋଲି ଜାଣିଥାନ୍ତି ।ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଧ୍ୟାତ୍ମିକ ଫାଇଦା ଛଡା ଗୋଡମୁଦି, ଚୁଡି, ଓ ପାଉଁଜି ପିନ୍ଧିଲେ ହେଲଥ୍ ସଂବନ୍ଧିତ ଫାଇଦା ହୋଇଥାଏ,

ଯେପରି ଆମେ ସମସ୍ତେ ଜାଣିଛେ ମହିଳାଙ୍କ ଶରୀରରେ ପୁରୁଷଙ୍କ ତୁଳନାରେ ଅଧିକା କୋମଳ ଓ ସଂବେଦନଶୀଳ ହୋଇଥାଏ , ଏମିତିରେ ମହିଳାଙ୍କ ଶରୀରରେ ହର୍ମୋନ୍ସ ଉତଥାନ ପତନ ଅଧିକା ହୋଇଥାଏ , ଏଠାରେ ଘର ପରିବାର ଦାୟିତ୍ୱ ମହିଳାଙ୍କ ଉପରେ ଅଧିକା ହୋଇଥାଏ , ଏମିତିରେ ସେ ଦାୟିତ୍ୱକୁ ନିଭାଇବାପାଇଁ ନିଜ ତନମନ ଦୁହେଁ ଲଗାଇଦିଅନ୍ତି । ଏହି କଥାକୁ ଧ୍ୟାନରେ ରଖି ଆମର ପ୍ରାଚୀନ କାଳର ରୁଷିମୁନି ଓ ବୈଜ୍ଞାନିକ କିଛି ଏମିତି ଉପକରଣ ତିଆରି କରିଛନ୍ତି ଯାହା ମହିଳାଙ୍କ ମନରେ ଓ ସ୍ୱାସ୍ଥ୍ୟକୁ ରକ୍ଷା କରିପାରିବେ,

ଏହି ଉପକରଣ ମଧ୍ୟରେ ଚୁଡି, ଗୋଡମୁଦି, ଓ ପାଉଁଜି ରୁପରେ ବନାଯାଈଥାଏ,  ଓ ରୀତିନିତି ଆଧାରରେ ସବୁ ମହିଲାଙ୍କ ପାଇଁ ପିନ୍ଧିବା ଆବଶ୍ୟକ କରିଦିଆଯାଈଛି , ଏହାକୁ ନେଇ ଜିନିଷ ଗହଣା ନାଁରେ ପ୍ରସିଦ୍ଧ ହେବାକୁ ଲାଗିଲା , ଓ ବହୁତମହିଳା ଏମାନଙ୍କୁ ଏହି ରୁପରେ ପିନ୍ଧିବାକୁ ଲାଗିଲେ । ଏମିତି କୁହାଯାଇଛି କି ମହିଳାଙ୍କ ଅଣ୍ଟାର ଉପର ଭାଗରେ ସୁନା ଓ ଅଣ୍ଟା ତଳ ଭାବ ଚାନ୍ଦି ପିନ୍ଧିବା ଦରକାର,  ସୁନା ପିନ୍ଧିଲେ ଶରୀରରେ ଗର୍ମି ଆସିଥାଏ , ଯେବେ କି ସୁନା ପିନ୍ଧିଲେ ଶରୀରକୁ ଥଣ୍ତା ଅନୁଭବ କରାଇଥାଏ,  ଏହି ପରି ସୁନା ଚାନ୍ଧି ଶରୀରରେ ଗରମ ଓ ଥଣ୍ତାର୍ ବ୍ୟାଲାନ୍ସ୍ ରଖିଥାଏ ।

ଯେବେ ରିଷ୍ଟ୍ ରେ ପିନ୍ଧିଥିବା ଚୁଡୀ ହାତରେ ବାଜେ ତେବେ ଘର୍ଷଣ ହୋଇଥାଏ,  ଏହି ଘର୍ଷଣ ହାତରେ ବ୍ଲଡ୍ ଶର୍କୁଲେସନ୍ ବଢାଇଥାଏ , ତାହା ସହ ଯେଉଁ ଉର୍ଜା ବାହାରିଥାଏ, ତାହା ମହିଳାଙ୍କ ଜଲଦି ଥକିବାକୁ ଦେଉନାହିଁ । ଚୁଡି ପିନ୍ଧିଲେ ମାନସିକ ସନ୍ତୁଳନ ହୋଇଥାଏ , ଏହି ପରି ମହିଳା ସବୁ କାମରେ ବରାବର ଧ୍ୟାନ ଦେଇପାରିଥାଏ , ଯେଉଁ ମହିଳାଙ୍କ ରିଷ୍ଟରେ ଆଭୁଷଣ ଧାରଣ କରିଥାଏ , ଓ ତାଙ୍କୁ ଶ୍ୱାସ  ଓ ହୃଦ ରୋଗ ହେବାର ଚ୍ୟାନ୍ସ ବହୁତ କମ୍ ହୋଇଯାଏ । ଗୋଡମୁଦି ଅଧିକାଂଶ ପାଦର ମଧ୍ୟର୍ ତିନୋଟି ଆଙ୍ଗୁଠି ମଧ୍ୟରେ ପିନ୍ଧିବା ଦରକାର,  ଏହି ଦୁହେଁ ପାଦରେ ପିନ୍ଧିଲେ ସ୍ତ୍ରୀଙ୍କ ହାର୍ମୋନାଲ୍ ସିଷ୍ଟମ୍ ସଠିକ୍ ଢଙ୍ଗରେ କାମ କରିଥାଏ,

ଗୋଡମୁଦି ଏକ୍ୟୁପ୍ରେସର ପରି କାମ କରିଥାଏ,  ଏହାକୁ ପିନ୍ଧିଲେ ଶରୀରର ତଳ ଭାଗର ତନ୍ତ୍ରିକା ଓ ମାଂସପେଶୀଗୁଡିକ ଷ୍ଟେବଲ୍ ରହିଥାଏ , ଗୋଡମୁଦି ପିନ୍ଧିଲେ ମହିଳାଙ୍କ ଗର୍ଭଧାରଣ କରିବାର କ୍ଷମତା ବଢାଇଥାଏ ,ଏମିତି କୁହାଯାଏ କି ଗୋଡମୁଦି ପିନ୍ଧିଲେ ଏକ ଖାସ୍ ସିରା ପ୍ରେସର୍ ବଢାଇଥାଏ , ଯେଉଁଥିରେ ଗର୍ଭାଶୟ ରେ ବ୍ଲଡ୍ ସର୍କୁଲେସନ୍ ଅଧିକା ହୋଇଥାଏ , ଓ ଗର୍ଭଧାରଣ କ୍ଷମତା ବଢିଯାଏ । ପାଉଁଜି ପିନ୍ଧିଲେ ସ୍ତ୍ରୀଙ୍କ ପେଟ ଓ ତଳ ଭାଗରେଚର୍ବି ବଢିବାର ଚ୍ୟାନ୍ସ କମିଯାଏ , ଚାନ୍ଦିର ପାଉଁଜି ଯେବେ ପାଦରେ ଘର୍ଷଣ ହୋଇଥାଏ , ତେବେ ଏଥିରେ ହାଡଗୁଡିକ ମଜବୁତ୍ କରିଥାଏ , ପାଉଁଜି ଆପଣଙ୍କ ପାଦର ତଳେ ଫିଜିଲା ଇଲେକ୍ଟ୍ରିକ୍ ଏନର୍ଜି କୁ ଶରିରରେ ସଂରକ୍ଷିତ କରି ରଖିଥାଏ ।

Leave a Reply

Your email address will not be published. Required fields are marked *