December 23, 2024

Odia Express

Leading Odia News Portal of Odisha

ଜାଣନ୍ତୁ କଣ ପାଇଁ ବିଭିଷଣ ଙ୍କ ସ୍ତ୍ରୀ ହୋଇଥିଲେ ମନ୍ଦୋନ୍ଦରୀ – ଆପଣ ଜାଣିନଥିବେ ଏହି କାହାଣୀ…

ଏହା ତ ଆମେ ସମସ୍ତେ ଜାଣିଛେ କି ବାଲ୍ମିକି ରାମାୟଣ ଓ ଶାସ୍ତ୍ରନୁସାରେ ମନ୍ଦୋନ୍ଦରୀ ଲଙ୍କାପତି ରାବଣଙ୍କ ସ୍ତ୍ରୀ ଥିଲେ,  କିନ୍ତୁ ମନ୍ଦୋନ୍ଦରୀ କିଏ ଥିଲେ ଓ ତାଙ୍କର ଅସଲ ଅସ୍ୱିତ୍ୱ କଣ ଥିଲା ଏହା କେହି ଜାଣନ୍ତି ନାହିଁ , ଏଥିପାଇଁ ଆଜି ଆମେ ଆପଣଙ୍କୁ ମନ୍ଦୋନ୍ଦରୀଙ୍କ ବିଷୟରେ କିଛି ଏପରି କହିବାକୁ ଯାଊଛୁ , ଯାହା ବିଷୟରେ ବୋଧେ କେହି ଜାଣିଥିବେ , ଜଣାଯାଏ କି ମନ୍ଦୋନ୍ଦରୀ ମହାନ୍ ରୁଷି କଷ୍ୟପଙ୍କ ପୁତ୍ର ମାୟାସୁରଙ୍କ ଝିଅ ଥିଲେ , ସେମିତି ମା ରମ୍ଭା ନାମକ ଏକ ଅପସରା ଥିଲେ,  କହିଦେବୁ କି ତ୍ରେତୟାଯୁଗରେ ମନ୍ଦୋନ୍ଦରୀଙ୍କୁ ପଞ୍ଚକନ୍ୟାରୁ ଜଣେ ବୋଲି ଜଣାଯାଉଥିଲା,  ଏହା ଛଡା ମନ୍ଦୋନ୍ଦରୀ ହିଁ ରାବଣଙ୍କୁ ମନୋରଞ୍ଜନ କରିବାପାଇଁ ସତରଞ୍ଜ ଖେଳର ଖୋଜ୍ କରିଥିଲେ,  ସେମିତି ଆପଣଙ୍କୁ ଜଣାଥିବ କି ରାବଣଙ୍କୁ ବିବାହ କରିଥିବା ସମୟରେ ମନ୍ଦୋନ୍ଦରୀ ତିନି ପୁତ୍ରଙ୍କୁ ଜନ୍ମ ଦେଇଥିଲେ,  ଯେଉଁଥିରେ ଜଣଙ୍କ ନାଁ ମେଘନାଦ, ଅକ୍ଷକୁମାର, ଅତିକ୍ୟ ଥିଲା ।

ବହୁତ ଲୋକଙ୍କୁ ଏହା ଜଣା ବି ନଥିବ କି ରାବଣଙ୍କ ମୃତ୍ୟୁ ପରେ ମନ୍ଦୋନ୍ଦରୀ ରାବଣଙ୍କ ଭାଇ ବିଭିଷଣଙ୍କୁ ବିବାହ କରିନେଇଥିଲେ,  ସେମିତି ଯଦି ଇତିହାସ ଉପରେ ନଜର ପକାଇବା ତେବେ ଏମିତି ମାନାଯାଏ କି ରାବଣ ଓ ମନ୍ଦୋନ୍ଦରୀଙ୍କ ବିବାହ ମଣ୍ତୋରରେ ହୋଇଥିଲା , ଯାହା ଯୋଧପୁର ପାଖରେ ଅଛି , କହିଦେବୁ କି ଯୋଧପୁର ସହରରେ ରାବଣଙ୍କ ମନ୍ଦିର ଅଛି , ଯାହା ସ୍ଥାନୀୟ୍ ମାନ୍ୟତା ଅନୁସାରେ ମଣ୍ତୋର ରାବଣଙ୍କ ଶଶୁରଘର ଅଟେ,  ଏମିତିରେ ରାବଣଙ୍କ ମୃତ୍ୟୁ ପରେ ତାଙ୍କର ବଂଶଜ ଏଠାରେ ଆସି ରହିଗଲେ ,

ଆପଣଙ୍କୁ କହିଦେବୁ କି ମନ୍ଦୋନ୍ଦରୀ ଦେଖିବାକୁ ଏତେ ସୁନ୍ଦରୀ ଥିଲେ କି ଯେବେ ସେ ହନୁମାନଜୀ ଲଙ୍କା ମାତା ସୀତାଙ୍କୁ ଶ୍ରୀରାମଙ୍କ ସନ୍ଦେଶ ଦେବାକୁ ଯାଇଥିଲେ,  ତେବେ ସେ ଗୋଟେ ସମୟ ପାଇଁ ମନ୍ଦୋନ୍ଦରୀଙ୍କୁ ସୀତା ଭାବିନେଇଥିଲେ ସେମିତି ଶାସ୍ତ୍ରରେ ରାବଣ ସ୍ତ୍ରୀଙ୍କର ସୁନ୍ଦରତା ଦେଖିକରି ତାଙ୍କୁ ଜଲଦି ମୋହିତ ହୋଇଯାଇଥିଲେ,  ଯେବେ ସୀତା ଜୀଙ୍କ ଅପହରଣ ହୋଇଥିଲା,

ତେବେ ସୀତାଜୀଙ୍କ ସୁନ୍ଦରତାଦେଖିକରି ତାଙ୍କୁ ସେ ମୋହିତ ହୋଇଗଲା , କିନ୍ତୁ ଯେବେ ମନ୍ଦୋନ୍ଦରୀ ସୀତାଜୀଙ୍କ ଅପହରଣ ବିଷୟରେ ଜାଣିପାରିଲେ ତେବେ ସେ ମନରେ ଶ୍ରୀରାମଙ୍କୁ କ୍ଷମା ମାଗିକରି ସୀତାଜୀଙ୍କୁ ପୁଣି ଫେରାଇ ଶ୍ରୀରାମଜୀଙ୍କ ପାଖକୁ ପଠାଇବାକୁ ନିବେଦନ କରିଥିଲେ,  କିନ୍ତୁ ତେବେ ରାବଣ ମନ୍ଦୋନ୍ଦରୀଙ୍କୁ ଅପମାନ କରି କହିଲା କି ମନ୍ଦୋନ୍ଦରୀ ସବୁ ସ୍ତ୍ରୀଙ୍କୁ ସାହାସ, ମିଛ କହିବା,  ଚଞ୍ଚଳତା, ମାୟା ରଚାଇବା , ଭୟଭୀତ କରାଇବା , ଅବିବେକି , ନିର୍ଦୟତା, ଓ ଅପବିତ୍ରତା , ଏପରି ଆଠଟି ବିଶେଷତା ହୋଇଥାଏ , ଏବେ ଏମିତି ରାବଣ ସେହି ଯୁଗରେ କହିଥିବା କଥା କେବଳ ମନ୍ଦୋନ୍ଦରୀଙ୍କୁ ଅପମାନ କରିବାପାଇଁ କହିଥିଲେ , କିନ୍ତୁ ଏହି କଥାର କିଛି ବି ତର୍କ ନଥିଲା,  ଓ ଆଜି ଏହାର କୌଣସି ଅର୍ଥ ନାହିଁ ।

Leave a Reply

Your email address will not be published. Required fields are marked *