December 23, 2024

Odia Express

Leading Odia News Portal of Odisha

ଏହି ରାଶି ମାନଙ୍କର ରାଗ ହୋଇଥାଏ ବହୁତ ଭୟଙ୍କର, ରାଗିଗଲେ କରି ପକାନ୍ତି ଏପରି ଭୟଙ୍କର କାମ..

ବନ୍ଧୁଗଣ ଏହା କୁହାଯାଇଥାଏ ଯେ ଯେବେ ଆପଣ ଜନ୍ମ ହୁଅନ୍ତି ତ ସେତେବେଳେ ଆପଣଙ୍କ ରାଶି ସହିତ ଜଡିତ ଗ୍ରହ ନକ୍ଷତ୍ର ଏହା ସ୍ଥିର କରନ୍ତି ଯେ ଆପଣଙ୍କ ସ୍ଵଭାବ କିପରି ହେବ। ଏହି କାରଣ ଅଟେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ଵଭାବ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। ଉଦାହରଣ ନିମନ୍ତେ କିଏ ହସମୁଖ ହୋଇଥାଏ , କିଏ ନଟଖଟ ହୋଇଥାଏ, କିଏ ଶାନ୍ତ ହୋଇଥାଏ ତ କାହାକୁ ବହୁତ କ୍ରୋଧ ଆସିଥାଏ। ଆମେ ସମୟ ସମୟରେ ଆପଣଙ୍କୁ ରାଶି ହିସାବରେ ଲୋକଙ୍କ ଭିନ୍ନ ଭିନ୍ନ ସ୍ଵଭାବ ବିଷୟରେ କହିଥାଉ। ଏହି ଶୃଙ୍ଖଳରେ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ତାହା କେଉଁ ରାଶି ସବୁ ଅଛନ୍ତି ଯେଉଁମାନଙ୍କୁ ନା କେବଳ ଅଧିକ କ୍ରୋଧ ଆସେ ତାସହ ଯେଉଁମାନଙ୍କ କ୍ରୋଧ ବହୁତ ଭୟଙ୍କର ପ୍ରମାଣିତ ହୋଇପାରେ। ଏହି ଲୋକମାନେ କ୍ରୋଧରେ ଅନେକ ସମୟରେ ଏପରି ପ୍ରତିକ୍ରିୟା ଦିଅନ୍ତି ଯାହାର କ୍ଷତି ସେମାନଙ୍କୁ ପରେ ଭୋଗିବାକୁ ପଡିଥାଏ।

ଏହି ରାଶିର ଲୋକମାନେ କ୍ରୋଧରେ କରନ୍ତି ଅଦ୍ଭୁତ କାର୍ଯ୍ୟ

ଏହି ରାଶିର ଜାତକ ବହୁତ ଅଧିକ କ୍ରୋଧ କରିବା ବାଲା ହୋଇଥାନ୍ତି । ପ୍ରାରମ୍ଭରେ ଯେବେ ଏମାନଙ୍କୁ କ୍ରୋଧ ଆସେ ତ ଏମାନେ ନିଜ ଭିତରେ ଚାପି ରଖନ୍ତି ଓ ସାମ୍ନା ବାଲାଙ୍କୁ ଜାଣିବାକୁ ଦିଅନ୍ତି ନାହିଁ। କିନ୍ତୁ ଯେବେ କେହି ଏମାନଙ୍କୁ ବାରମ୍ବାର ରଗାଏ କିମ୍ବା କୌଣସି କଥାକୁ ନେଇ ହଇରାଣ କରେ ତେବେ ଗୋଟିଏ ସୀମା ଏପରି ଆସେ ଯେତେବେଳେ ଏମାନଙ୍କ କ୍ରୋଧ ଘଡା ପୂର୍ଣ୍ଣ ହୋଇଯାଏ। ତାପରେ ଅଚାନକ ଯେବେ ଏମାନଙ୍କ କ୍ରୋଧ ବିସ୍ଫୋରଣ ହୁଏ ତେବେ ସେହି ଦୃଶ୍ୟ ବହୁତ ଭୟାନକ ହୋଇପାରେ। ଏହି ଲୋକମାନେ ଅଧିଆକତର ନିଜର କ୍ରୋଧ ଜିନିଷ ଫିଙ୍ଗି କିମ୍ବା ଭାଙ୍ଗିକି ବାହାର କରନ୍ତି । କିନ୍ତୁ ଅନେକ ସମୟରେ କ୍ରୋଧରେ ଏମାନେ ସାମ୍ନା ବାଲାଙ୍କୁ ଏପରି କଟୁବଚନ କହିଦିଅନ୍ତି ଯେ ପରିବେଶ ଖରାପ ହୋଇଯାଏ। କିନ୍ତୁ ଏମାନଙ୍କର ଭଲ କଥା ଏହା ଯେ କ୍ରୋଧ ଶାନ୍ତ ହେବା ପରେ ଏମାନଙ୍କୁ ନିଜର ଭୁଲର ଅନୁଭବ ହୋଇଥାଏ ଓ ଏମାନେ ଏହାର ଭୁଲ ମାଗିବାରେ ଦ୍ଵିଧା କରନ୍ତି ନାହିଁ ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ କ୍ରୋଧ ତାଙ୍କର ଆଖପାଖର ଲୋକଙ୍କ ନିମନ୍ତେ ହାନିକାରକ ହୋଇପାରେ। ପ୍ରକୃତରେ ଏମାନଙ୍କୁ କିଛି ବିଶେଷ କଥା ଉପରେ ଅଧିକ କ୍ରୋଧ ଆସିଥାଏ। ଏମାନଙ୍କ ସହିତ ଜଡିତ କିଛି ଏପରି କଥା ହୋଇଥାଏ ଯାହା ବିରୁଦ୍ଧରେ ଏମାନେ ଶୁଣିବା ବରଦାସ୍ତ କରିପାରନ୍ତି ନାହିଁ। ଏହି ଚକ୍କରରେ ଏମାନେ ଅନେକଥର ଏତେ ଅଧିକ କ୍ରୋଧ କରନ୍ତି ଯେ କଟୁବଚନ ସହିତ ହିଂସା ଆଚରଣ ମଧ୍ୟ କରନ୍ତି। ଯଦି ସାମ୍ନାବାଲାକୁ ଏମାନେ କିଛି କହିପାରନ୍ତି ନାହିଁ ତ ଏମାନେ ନିଜର କ୍ରୋଧ ଅନ୍ୟ କୌଣସି ତୃତୀୟ ବ୍ୟକ୍ତି ଉପରେ ଉତାରି ଦିଅନ୍ତି। କିନ୍ତୁ ଦିନେ ଦୁଇଦିନ ପରେ ଏମାନେ ନର୍ମାଲ ହୋଇଯାନ୍ତି ଓ ପୁଣି ସମସ୍ତଙ୍କ ସହିତ ଭଲରେ କଥା ହେବାରେ ଲାଗନ୍ତି ।

କୁମ୍ଭ ରାଶି: ଯେବେ ମଧ୍ୟ କୌଣସି ବ୍ୟକ୍ତି ଏମାନଙ୍କ ସହିତ ଅଭଦ୍ର ଭାବରେ କଥା କହେ କିମ୍ବା ପୁଣି ବ୍ୟକ୍ତିଗତ ହୋ ତାଙ୍କର ପରିବାର କିମ୍ବା ବନ୍ଧୁ ବିଷୟରେ କିଛି କହେ ତ ଏମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଯାଏ। ଏପରି ସମୟରେ କ୍ରୋଧ ଆସିବା ଯୋଗୁ ଏମାନେ ସାମ୍ନାବାଲାକୁ କଟୁବଚନ ପୂର୍ଣ୍ଣ ଏପରି ଉତ୍ତର ଦିଅନ୍ତି ଯେ ତାହାର ମୁହଁ ବନ୍ଦ ହୋଇଯାଏ। ଅନେକ ସମୟରେ ଏମାନେ କ୍ରୋଧ ଦ୍ଵାରା ଅନ୍ୟକୁ ଧମକେଇବାରେ ମଧ୍ୟ ପଛକୁ ଫେରନ୍ତି ନାହିଁ । ଯଦି ଘଟନା କ୍କିଛି ଅଧିକ ସାଂଘାତିକ ହୁଏ ଓ ଏମାନେ ଅଧିକ କାହାକୁ ଘୃଣା କରିବସନ୍ତି ତେବେ ପୁଣି ଏମାନେ ତାକୁ କ୍ଷମା କରନ୍ତି ନାହିଁ ଓ ପ୍ରତିଶୋଧ ନେବାର ଯୋଜନା ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *