December 23, 2024

Odia Express

Leading Odia News Portal of Odisha

ସଲମାନ ଖାନ୍ ଙ୍କ ଏକ ବଡ ଖୁଲାସା , କହିଲେ ଲୋକେ ତାଙ୍କୁ ଭାଇଜାନ୍ ବୋଲି କଣ ପାଇଁ ଡାକିଥାନ୍ତି ?

ଆଜିର ସମୟରେ ସଲମାନ ଖାନ୍ ଏମିତି ଏକ ଅଭିନେତା ଅଟନ୍ତି ଯାହାଙ୍କ ପପୁଲାରିଟି ବାକି ସବୁ ଷ୍ଟାର୍ ଙ୍କ ଅପେକ୍ଷା ଅଧିକା ଅଛି , ସେ ଯେଉଁ ଫିଲ୍ମରେ କାମ କରନ୍ତି କମ୍ ସେ କମ୍ ୧୦୦ କୋଟି ବିଜନେସ୍ ତ କରିନିଏ , ଯେପରି ବଜରଙ୍ଗୀ ଭାଇଜାନ୍, ଟାଇଗର୍ ଜିନ୍ଦା ହୈ, କିକ୍ ପରି ଫିଲ୍ମରେ ଭଲ ଆୟ କରିଥିଲେ ଯାହାକି ବକ୍ସ ଅଫିସ୍ ରେ ହିଟ୍ ହୋଇଥିଲା,  କେବଳ ଫିଲ୍ମରେ ନୁହେଁ ବରଂ ଟିଭିରେ ବି ସେ ମହଙ୍ଗା ତାରକା ହିସାବରେ ଜଣାଯାଆନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସଲମାନ ବିଗ ବସ୍ ସିଜିନ୍ ୧୧ ରେ ଏକ ଏପିସୋଡ୍ ହୋଷ୍ଟ୍ କରି ୧୧ କୋଟି ଟଙ୍କା ଫିସ୍ ନେଇଥିଲେ , ଏବେ ହିସାବ ଲଗାଇପାରିବେ କି ଏହି ସିଜିନ୍ ରେ ଏତେ ସାରା ଏପିସୋଡ୍ ହୋଷ୍ଟ କରି ସେ କେତେ ପଇସା କମାଇଥିବେ , ସଲମାନଙ୍କ ଭାଇ ଯେବେ ଶୋର ହୋଷ୍ଟିଙ୍ଗ୍ କରିଥିବେ ତେବେ ଏମିତି ପ୍ରଦର୍ଶନ କରିଥିବେ ଯାହା ଟିଭି ସ୍କ୍ରିନ୍ ରେ କାହାକୁ ମନ ହୋଇନଥିବ ଉଠିବା ପାଇଁ ।

ସଲମାନଙ୍କ ବିଷୟରେ ଗୋଟେ ଭଲ କଥା ଅଛି କି ସେ ଯେତେ କମାଇଥାନ୍ତି ତାହାର ଅଧା ଦାନ ଧର୍ମରେ ଖର୍ଚ୍ଚ କରିଦିଅନ୍ତି , ସେ ବହୁତ ପ୍ରକାରର ଚ୍ୟାରିଟି କରିବାପାଇଁ ଜଣାଯାଆନ୍ତି , ବଲିଉଡ୍ ରେ ସଲମାନଙ୍କ ବନ୍ଧୁ ଯେତିକି ସେତିକି ଶତ୍ରୁତା ପାଇଁ ଜଣା ଅଛି , ଯାହାଙ୍କୁ ସେ ବନ୍ଧୁ ମାନନ୍ତି ତାଙ୍କ ସାଥ୍ କେହି ଛାଡନ୍ତି ନାହିଁ , ଓ ଯାହାକୁ ସେ ଶତ୍ରୁତା କରନ୍ତି ତାକୁ ଇଣ୍ତଷ୍ଟ୍ରିରେ ରହିବା ମୁସକିଲ୍ ହୋଈଯାଏ । ସଲମାନ ୫୪ ବର୍ଷ ବୟସରେ ବି ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ତାଙ୍କର ବାହାଘରକୁ ନେଇକରି ଲୋକଙ୍କର ମନରେ ପ୍ରଶ୍ନ ଉଠୁଛି କି ସଲମାନ କେବେ ବାହାହେବେ ,

ଏହି ପ୍ରଶ୍ନ ଛଡା ଆଉ ଏକ ପ୍ରଶ୍ନ ତାକୁ ପଚାରାଯାଏ କି ସମସ୍ତେ ସଲମାନଙ୍କୁ ଭାଇଜାନ୍ କହି କାହିଁକି ଡାକିଥାନ୍ତି , ଆପଣ ଗୋଟିଏ କଥା ନୋଟିସ୍ କରିଥିବେ କି ତାଙ୍କର ସାଙ୍ଗ, ସାଥିରେ କାମ କରୁଥିବା ଲୋକ ଲକ୍ଷାଧିକ ଫ୍ୟାନ୍ସ ତାଙ୍କୁ ସଲମାନ ଭାଇଜାନ୍ କହି ଡାକିଥାନ୍ତି , ସଲମାନଙ୍କ କହିବା କଥା କି ସେ ବହୁତଥର ତାଙ୍କର ସିନିୟର୍ ଅଭିନେତା ବି ତାଙ୍କୁ ଭାଇଜାନ୍ କହିଛନ୍ତି , ଯାହା ଟିକିଏ ଅଜବ ଶୁଣିବାକୁ ଲାଗିବ , ସଲମାନଙ୍କୁ ଭାଇଜାନ୍ କହିବା କାହାକୁ ବି ଜଣାନାହିଁ , କିନ୍ତୁ ଏବେ ଏକ ଯେବେ ଏକ ମିଡିଆର ଇଭେଣ୍ଟରେ ରିପୋର୍ଟର ତାଙ୍କୁ ପଚାରିଥିଲେ କି ସବୁ ଲୋକ ଆପଣଙ୍କୁ ଭାଇ କାହିଁକି କହିଥାନ୍ତି , ତେବେ ସଲମାନ ତାଙ୍କୁ ଏପରି ଜବାବ୍ ଦେଲେ କି ସେଠାରେ ସବୁ ଲୋକ ଚମକି ଉଠିଲେ ।

ରିପୋର୍ଟର ଏହି ପ୍ରଶ୍ନର୍ ଉତ୍ତର ପାଇଲେ କି ତାଙ୍କୁ ଲୋକେ ଭାଇଜାନ୍ କହି ଡାକିଥାନ୍ତି କାରଣ ସୋହେଲ୍ ମୋତେ ଭାଇ ଡାକନ୍ତି , ଏହି କଥାକୁ ବିସ୍ତାରରୁ ବୁଝାଇକରି ସଲମାନ କହନ୍ତି କି ଯେବେ ସୋହେଲ୍ ମୋତେ ଭାଇ ଡାକେ ତେବେ ସବୁ ସାଙ୍ଗ ବି ମୋତେ ଭାଇଜାନ୍ କହନ୍ତି , ତାହାପରେ ଏପରି ଚାଲିଲା , ଓ ମୋର ଆଖପାଖ ଲୋକେ ମୋତେ ଭାଇ ଡାକିଲେ । ତେବେ ଏବେ ଆପଣ ଜାଣିପାରିଥିବେ କି ସଲମାନଙ୍କୁ ଭାଇ କହିବାର ଅସଲ କାରଣ କଣ ।

Leave a Reply

Your email address will not be published. Required fields are marked *