December 22, 2024

Odia Express

Leading Odia News Portal of Odisha

ଏହି ପ୍ରଶ୍ନର ଉତ୍ତର ସହଜ ନୁହେଁ – ଭଲ ଭଲ ଜ୍ଞାନୀ ଲୋକଙ୍କର ମୁଣ୍ତ ମଧ୍ୟ କାମ କରିବନି ଏପରି ଚତୁର ପ୍ରଶ୍ନ ରେ – ନିଜେ ଦେଖିନିୟନ୍ତୁ…

ପୁରୁଣା ଜମାନାର ଲୋକେ ନିଜ ଦିମାଗକୁ ଆକ୍ଟିଭ୍ ରଖିବାପାଇଁ ପହେଲି କୁ ସମାଧାନ କରୁଥିଲେ,  ଓ କୁହାଯାଉଥିଲା କି ଯେତେ ଜଲଦି ପହେଲିର ଉତ୍ତର ଦେଇଦେବେ ଦିମାଗ୍ ସେତେ କ୍ଷିପ୍ର ହୋଇଯାଉଥିଲା , କିନ୍ତୁ କେବେ କେବେ ଏମିତି କିଛି ପ୍ରଶ୍ନ ଆସିଯାଏ ଯାହାର ଉତ୍ତର ଦେବା ଆମର ବୁଦ୍ଧିମାନୀ ବି ଫେଲ୍ ମାରିଦିଏ , ଏତିକି ନୁହେଁ କିଛି ଲୋକ ନିଜ ଦିମାଗ ଲଗାଇକରି ଜବାବ୍ ର ଖୋଜ୍ ବାହାର କରିଦିଅନ୍ତି , କିଛି ପହେଲି ଏପରି ହୋଇଥାଏ ଯାହା ଭଲ ଭଲ ଲୋକଙ୍କର ମୁଣ୍ତ କାମ କରିବା ବନ୍ଧ ,ଓ ଏହାର ଉତ୍ତର ଆପଣ ବି ସହଜରେ ଦେଇପାରିବେ ନାହିଁ । ଦିମାଗକୁ ତେଜ୍ କରିବାପାଇଁ ଲୋକେ ପାଠ ପଢିଥାନ୍ତି କିନ୍ତୁ କିଛି ଏମିତି ବି କରିଥାନ୍ତି ଯାହା କରିବାରେ ମଜା ଆସିଯାଏ , ଆଜି କିଛି ଏପରି ଅଛି ଯାହାର ତରିକା ବଦଳିଯାଇଚି , ଏବେ ସୋସିଆଲ୍ ମିଡିଆରେ ଲୋକେ କିଛି ଲୋକ ଅଲଗା କରିବାର ଦେଖାଯାଏ , ଯାହା ବହୁତ ଜଲଦି ଭାଇରାଲ୍ ହେବା ସହ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

୧) ଏମିତି କେଉଁ କାମ ଯାହା ବ୍ୟକ୍ତି ଜୀବନରେ ଥରେ କରିଥାଏ, ଓ ସେ କାମ ମହିଳା ଜୀବନସାରା କରିଥାଏ ?

ଉତ୍ତର : ମଥାରେ ସିନ୍ଦୁର ଭରିବା ।

୨) କୁକୁଡା ଅଣ୍ତା ଦେଇଥାଏ , ଗାଇ କ୍ଷୀର ଦେଇଥାଏ,  ତେବେ ଏମିତି କେଉଁ ପଶୁ ଅଛି ଯାହା ଦୁହେଁ କାମ ଏକା ସାଙ୍ଗରେ କରେ ?

ଉତ୍ତର : ଦୋକାନୀ

୩) କାହାର ଓଜନ ଅଧିକା ହେବ , ୧ କିଲୋ ପରର କିମ୍ବା ୧ କିଲୋ ପଥରର ,

ଉତ୍ତର : ଦୁହେଁର ଓଜନ ବରାବର ।

୪) ଏମିତି କେଉଁ ଜିନିଷ ଅଛିଯାହାକୁ କିଣିଲେ କଳା ଓ ଜଳାଇଲେ ଲାଲ୍ ଓ ପକାଇଦେଲେ ଧଳା ହୋଇଯାଏ ,

ଉତ୍ତର : କୋଇଲା ।

୫) ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କାଟିଥାଉ , ପେଷିଥାଉ , ଓ ବାଣ୍ଟିଥାଉ କିନ୍ତୁ ଖାଇପାରିନଥାଉ ।

ଉତ୍ତର : ତାସ୍

Leave a Reply

Your email address will not be published. Required fields are marked *