September 19, 2024

Odia Express

Leading Odia News Portal of Odisha

ଏହି ତିନି ମାସରେ ଜନ୍ମ ନେଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ୍, ଆପଣଙ୍କ ପାର୍ଟନର ନାହାନ୍ତି ତ ଏଥିରେ ସାମିଲ୍ …

ସବୁ ବ୍ୟକ୍ତି ନିଜର କାବିଲିୟତ୍ ଓ ଖାସିୟତ୍ ଅଲଗା ଅଲଗା ହୋଇଥାଏ , ଆଷ୍ଟ୍ରୋଲୋଜି କହିଥାଏ କି ଏହାର ପତ୍ତା ରାଶି ଓ ଜନ୍ମର ମାସରୁ ଲଗାଯାଇପାରିବ , ଜନ୍ମ ମାସର ହିସାବରେ ଆପଣ କେଉଁ ବ୍ୟକ୍ତିର ଲକି ନମ୍ବର, ଲକି କଲର୍ , ଭଲ ଖରାପ ସବୁର ପତ୍ତା ଲଗାଯାଇପାରିବ , ଆଜି ଆମେ ଆପଣଙ୍କୁ ଅଲଗା ଅଲଗା ମାସର ଜନ୍ମ ନେଇଥିବା ଲୋକଙ୍କ ବିଷୟରେ କହିବୁ, ଓ ତା ସହ କହିବୁ କେଉଁ ମାସରେ ଜନ୍ମ ନେଇଥିବା ରୋମାଣ୍ଟୀକ୍ ଓ ପ୍ରେମରେ ଭଲ ଖରାପ ହୋଇଥାଏ ।

ମେ ମାସରେ ଜନ୍ମ ନେଇଥିବା ଲୋକ : ମେ ମାସରେ ଜନ୍ମ ନେଇଥିବା ଲୋକଙ୍କ ବିଷୟରେ କୁହାଯାଏ କି ଏମାନେ ଆକର୍ଷକ ଓ ଲୋକପ୍ରିୟ ହୋଇଥାନ୍ତି , ଏହି ମାସରେ ଜନ୍ମ ନେଇଥିବା ଲୋକଙ୍କୁ ଭିଡରେ ଜଣାପଡିଥାଏ , କାରଣ ଏମାନଙ୍କ ଆକର୍ଷକ ବ୍ୟକ୍ତିତ୍ୱ ଏମାନଙ୍କୁ ଅଲଗା ହୋଇଥାଏ , ଓ ଲୋକଙ୍କୁ ଧ୍ୟାନ ଟାଣିନେଇଥାଏ , ମେ ରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ କି ସ୍ୱଭାବରୁ ଏମାନେ ରାଜସି ହୋଇଥାନ୍ତି , ଓ ତ୍ୟାଗ କରିବା ପ୍ରବୃତି ଏଥିରେ ପ୍ରବଳ ହୋଇଥାନ୍ତି ,

ସ୍ୱଭାବରୁ ଟିକିଏ ଚିଡଚିଡା ଓ ଜିଦ୍ଦି ହୋଇଥାନ୍ତି , ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ସଂଘର୍ଷି ହୋଇଥାନ୍ତି , ତ୍ୟାଗର୍ ଭାବନା ଭରି ରହିଥାଏ , ପ୍ରେମର ମାମଲାରେ ଏମାନେ ବହୁତ ପକ୍କା ହୋଇଥାନ୍ତି , ଏମାନଙ୍କ ଡ୍ରେସିଙ୍ଗ୍ ଗଜବର ହୋଇଥାଏ , ଏମାନେ ନିଜ ପାର୍ଟନର ସହ ବହୁତ ମିଶିକରି ରୁହନ୍ତି , ଓ ଏମାନଙ୍କ ପାର୍ଟନର ଏମାନଙ୍କୁ ବହୁତ ଯତ୍ନ ନେଇଥାନ୍ତି , ଏମାନେ ନିଜ ପ୍ରେମକୁ ଲୁଚାଇ ରଖିଥାନ୍ତି  ନିଜ ସାଙ୍ଗ ମାନଙ୍କ ଆଗରେ ଏମାନେ କମ୍ କଥା ହେବା ପସନ୍ଦ କରନ୍ତି ନାହିଁ , ଯେବେ କି ନିଜ ପାର୍ଟନର ସହ ଏମାନେ ରୋମାଣ୍ଟୀକ୍ ମୁଡ୍ ରେ ରୁହନ୍ତି ।

ଜୁଲାଇରେ ଜନ୍ମ ହୋଇଥିବା ଲୋକ : ଜ୍ୟୋତିଷ୍ୟଙ୍କ କହିବା କଥା କି ଏହି ମାସରେ ଜନ୍ମ ହୋଇଥିବା ଲୋକ ଜିଦ୍ଦି ହୋଇଥାନ୍ତି , ଓ ନିଜ ଜୀବନରେ ସବୁ ନିର୍ଣ୍ଣୟ ନିଜେ ନେଇଥାନ୍ତି , ଏମିତି ଲୋକେ କେବେ କେବେ ନିଜ ଜୀବନରେ ଧୋକା ଖାଇପାରନ୍ତି , ଫ୍ୟାମିଲିର ଚିନ୍ତା ବହୁତ କରନ୍ତି , ସଂମ୍ପର୍କକୁ ସଂମ୍ଭାଳିକରି ରଖନ୍ତି , ଓ ଏକତା ପସନ୍ଦ କରନ୍ତି , ନିଜ ପାର୍ଟନର ସହ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି ।

ଅଗଷ୍ଟରେ ଜନ୍ମ ନେଇଥିବା ଲୋକ : ଅଗଷ୍ଟରେ ଜନ୍ମ ନେଇଥିବା ଲୋକ ବିଷୟରେ କୁହାଯାଏ କି ପଇସାର ମାମଲାରେ ଏମାନେ କଞ୍ଜୁସ୍ ହୋଇଥାନ୍ତି , କମ୍ ଖର୍ଚ୍ଚ କରିବାକୁ ଏମାନେ ପସନ୍ଦ କରନ୍ତି , ଏହି ମାସରେ ଜନ୍ମ ହୋଇଥିବା ଲୋକ ପଇସାର ଅଧିକା ମହତ୍ତ୍ୱ ରଖନ୍ତି , ଯେବେ ବି ଏମାନଙ୍କ ପାଖକୁ ପଇସା ଆସିଥାଏ ତେବେ ଫ୍ୟାମିଲି ଓ ପ୍ରେମ ଏମାନଙ୍କୁ ବକବାସ୍ ଲାଗିଥାଏ , ଏମାନେ କଥାବାର୍ତ୍ତାରେ ଟିକିଏ କଡା ହୋଇଥାନ୍ତି , କିନ୍ତୁ ଏହି କଥାକୁ ଭଲ ଭାବରେ ବୁଝିପାରନ୍ତି ,

ପ୍ରେମର ମାମଲାରେ ଏମାନଙ୍କ ଭଲ ପ୍ରବୃତ୍ତି ରହିଥାଏ , କିନ୍ତୁ କେବେ କେବେ ମୁଡ୍ ଖରାପ ହୋଇଥାଏ , ଏମାନେ ଭବିଷ୍ୟକୁ ନେଇକରି ବହୁତ ସିରିୟସ୍ ରୁହନ୍ତି , ସେମାନେ ଯେତେ ବି ପରିଶ୍ରମ କରିନିଅନ୍ତୁ, ପରିଶ୍ରମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ , ଏହିମାସରେ ଜନ୍ମ ହୋଇଥିବା ଲୋକ ପ୍ରେମରେ ଜଲଦି ପଡିଯାଆନ୍ତି , ଯେବେ କି ଏମାନେ ନିଜ ପ୍ରେମର ପ୍ରକାଶ ସେତେ ଅଧିକା ସମୟ ଲଗାନ୍ତି , ମୁସକିଲ୍ ହାଲତ୍ ରେ କେବେ ହାର୍ ମାନନ୍ତି ନାହିଁ , କିନ୍ତୁ ପ୍ରେମରେ ଧୋକା ଖାଇଥାନ୍ତି ।

Leave a Reply

Your email address will not be published. Required fields are marked *