December 22, 2024

Odia Express

Leading Odia News Portal of Odisha

ତରଭୁଜ କିଣିବା ପୁର୍ବରୁ ଯଦି ଜାଣିନେଲେ ଏହି ପ୍ରକିୟା , ତେବେ ଜୀବନରେ ମିଠା ତରଭୁଜ କିଣିବାରେ ଭୁଲ ହେବ ନାହିଁ…

ଖରାଦିନ ଏବେ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଊଛି , ସବୁବ୍ୟକ୍ତି ଦରକାର କରେ କି ନିଜକୁ ହାଇଡ୍ରେଡ୍ ରଖିବା , ଏହି ମୌସୁମରେ ୧ କପ୍ କଟା ହୋଇଥିବା ତରଭୁଜ ମିଳିଗଲେ , ବହୁତ୍ କିଛି ହୋଇଯାଏ , ତରଭୁଜ ନା କେବଲ ହେଲଦି ହୋଇଥାଏ ବରଂ ଏହାର ସ୍ୱାଦ ବହୁତ ଟେଷ୍ଟି ହୋଇଥାଏ , ତରଭୁଜରେ ଅଧିକା ପାଣି ହୋଇଥାଏ , ଏହାକୁ ଖାଇଲେ ଶରିରରେ ଏନର୍ଜୀ ଆସିଯାଏ , ଏହାକୁ ଖରାଦିନରେ ଖାଇବା ଉଚିତ୍ , ଏହା ଆମର ଶରୀରରେ ବହୁତ ସାରା ଲାଭ କରାଈଥାଏ , ତରଭୁଜ ଖାଇବାପାଇଁ ସ୍ୱାସ୍ଥ୍ୟକୁ ଆଶ୍ୱସ୍ତ ମିଳିଥାଏ , ଆପଣଙ୍କୁ ଜଣେଇଦେବୁ କି ତରଭୁଜରେ ବହୁତ ସାରା ଲାଇକୋପିନ୍ ଫଳରେ ମାନେ ଏହା ଏକ ଖାସକରି ଓଜନ କମାଇବାରେ ସାହାଯ୍ୟ କରେ,  ସେମିତି କହିଦେବୁ କି ହୃଦରୋଗୀଙ୍କ ପାଇଁ ଲାଭଦାୟକ , ଯଦି କିଛି ମିଠା ଖାଇବାକୁ ମନ କରେ ତେବେ ଆପଣ ଏହାକୁ ଖାଇପାରିବେ ।

ତରଭୁଜରେ ଭିଟାମିନ୍ ସି ଓ ଏ ଥଏ , ଭିଟାମିନ୍ ସି ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ , ତରଭୁଜରେ ମିଳୁଥିବା ଭିଟାମିନ୍ ସି ଆପଣଙ୍କୁ ଫ୍ଲୁ ହେବାରୁ ବଞ୍ଚାଇଥାଏ , ଏହା ଆପଣଙ୍କ ସ୍କ୍ରିନ୍ କୁ ବି ହେଲଦି ବନାଇଥାଏ , ତରଭୁଜରେ ଆଇରନ୍ ମାଗ୍ନେସିୟମ୍ , ଜିଙ୍କ୍  ମ୍ୟାଗାନିଜ୍ , ଆୟୋଡିନ୍ , ଓ ପୋଟାସିୟମ୍ ମିନେରାଲ୍ସ ଥାଏ,  ଯାହା ହାଡ ଓ ଦାନ୍ତ ପାଇଁ ଲାଭକାରୀ ହୋଇଥାଏ , ବଜାରରେ ଅନେକ ପ୍ରକାରର ତରଭୁଜ ମିଳେ , ଯାହାକୁ ଆମେ ନିଜ ଆବଶ୍ୟକତା ଅନୁସାରେ କିଣିଥାଉ , ଆମେ ଆଜି କିଛି ତରିକା ବିଷୟରେ କହିବାକୁ ଯାଉହ୍ଚୁ , ଯାହା ଆପଣଙ୍କୁ ଜଣାପଡିଯିବ କି ଏହା ଭିତରେ ମିଠା ଅଛି କି ନାହିଂ ।

୧) ସବୁଠାରୁ ପ୍ରଥମେ ଦେଖିବେ କି ତରଭୁଜ ବାହାର ପାର୍ଶ୍ୱରେ ହଳଦିଆ ପାଚିଲା ଦାଗ ଅଛି କି ନାହିଁ , ଯଦି ଏହା ଗାଢା ଅଛି ତେବେ ବୁଝିଯିବେ କି ଏହା ଭିତରୁ ବହୁତ ଅଧିକା ମିଠା ହୋଇଥିବ,  ଯଦି ଏହାର ରଙ୍ଗ ହାଲକା ଅଛି , ତେବେ ଏହା ମିଠା ନାହିଁ ।

୨) ଯଦି ତରଭୁଜ ନିଜ ଓଜନରୁ ଅଧିକା ଓଜନ ଅଛି ତେବେ ଏହାର ମତଲବ ମିଠା ଅଛି ,

୩) ତରଭୁଜକୁ ଆଙ୍ଗୁଠି ମାଧ୍ୟମରେ ବାଡେଇଦେଖନ୍ତୁ , ଯଦି କିଛି ଭିତରୁ ଆବାଜ୍ ଆସେ ତେବେ ତରଭୁଜ ପାଚିଛି ଓ ମିଠା ଅଛି , ଯଦି ଆବାଜ୍ ଧିମା ଅଛି ତେବେ ଏହାର ମତଲବ ଏହା ମିଠା ନାହିଁ ।

Leave a Reply

Your email address will not be published. Required fields are marked *