September 19, 2024

Odia Express

Leading Odia News Portal of Odisha

ବେଡ୍ ରୁମ୍ ତଳେ ଚୁପ୍ ଚାପ୍ ରଖିଦିଅନ୍ତୁ ଏହି ଖାସ୍ ଜିନିଷ , ରାତାରାତି ବଦଳିଯିବ ଭାଗ୍ୟ…

ଆମର ହିନ୍ଦୁ ଧର୍ମରେ ବାସ୍ତୁର ବହୁତ ଅଧିକା ମହତ୍ତ୍ୱ ଦିଆଯାଈଛି । ଏହି ବାସ୍ତୁ ଆମର ଘର ସକରାତ୍ମକ ଓ ନକରାତ୍ମକ ଉର୍ଜା କଣ୍ଟ୍ରୋଲ୍ କରିଥାଏ , ଏହି ଉର୍ଜା ତୟ କରିଥାଏ ଆପଣଙ୍କ ଘରର ଖୁସି ବୃଷ୍ଟି ହେବ କିମ୍ବା ଦୁଃଖର ବାଦଲ ଆସିବ , ପୁରା ଘରର ବେଡରୁମ୍ ରେ ସବୂଠାରୁ ମହତ୍ତ୍ୱପୁର୍ଣ୍ଣ ରୁମ୍ ବେଡରୁମ୍ ହୋଇଥାଏ , ଏହା ସେହି ରୁମ୍ ହୋଇଥାଏ ଯେଉଁଠି ଅଧିକା ସମୟ ବ୍ୟତିତ କରନ୍ତି , ସବୁ ବେଡରୁମ୍ ରେ ଏକ ବେଡ୍ ନିଶ୍ଚିତ ହୋଇଥାଏ , ଯେଉଁଠି ଆମେ ରାତିରେ ଶୋଇଥାଉ , ଓ ଦିନରେ ଆରାମ ବି କରିନେଉ , ଏମିତିରେ ଏହି ବେଡରୁ ବାହାରୁଥିବା ଉର୍ଜା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ବେଡ୍ ରୁମ୍ ତଳେ ଏହି ଜିନିଷ ଗୁଡିକ ରଖିବା ହୋଇଥାଏ ବହୁତ ଶୁଭ ।

୧) ସୋରିଷ ଓ ଲୁଣ : ଗୋଟେ କାଗଜରେ କିଛି ସୋରିଷ ଓ ଲୁଣ ପକାଇ ତାହାର ପୁଡିଆ ତିଆରି କରିନିଅନ୍ତୁ , ଏବେ ଏହି କାଗଜକୁ ପୁଡିଆ ତିଆରି କରି ନିଜ ବେଡ୍ ତଳେ ରଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ବୈବାହିକ ଜୀବନରେ କେବେ ବି କାହାର ନଜର ଲାଗିବ ନାହିଁ , ତାହା ସହ ଯିଏ ବିବାହିତ ଅଛନ୍ତି , ଯଦି ଏହାକୁ ବେଡ୍ ତଳେ ରଖିବେ ତେବେ ଜଲଦି ହିଁ ସଚ୍ଚାପ୍ରେମୀ ଜୀବନସାଥୀ ମିଳିଯିବ ।

୨) ଷ୍ଟିଲ୍ ର ଛୁରୀ : ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିଥାଏ , ତାଙ୍କ ବେଡ ତଳେ ଷ୍ଟିଲ୍ ଛୁରୀ ରଖିଲେ ବେଡ୍ ତଳେ ବୁଲୁଥିବା ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ , ଓ ରାତିରେ ଖରାପ ସ୍ୱପ୍ନ ଆସିବା କମ୍ ହୋଇଯାଏ , ଏହାର ଦ୍ୱିତିୟ ଫାଇଦା ହେଲେ ଏହା କେଉଁ ପ୍ରକାରର ଯାଦୁ ତନ୍ତ୍ର ମନ୍ତ୍ର କାଟୁ କରିବାକୁ ଦିଏନାହିଁ , ମାନେ ଯଦି ଆପଣଙ୍କୁ ସନ୍ଦେହ ଅଛି କି କିଏ ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ର କରୁଛି ତେବେ ଏହି ଛୁରୀ ତକିଆର ତଳେ ରଖିକରି ଶୁଅନ୍ତୁ , ଆପଣ ଚାହିଁଲେ ପକେଟ୍ ରେ ରଖି ଶୋଇପାରିବେ ।

୩) ଗୋଲାପ ଫୁଲ : ବୁଧବାର ଦିନ ପୁଜା ସ୍ଥାନରେ ଗଣେଷଜୀଙ୍କୁ ଗୋଲାପ ଅର୍ପଣ କରନ୍ତୁ , ଗଣେଷ ଚାଳିଶା ଜପ କରନ୍ତୁ , ଏହାପରେ ଗୋଲାପର ଫୁଲକୁ ନିଜ ବେଡରୁମ୍ ମଧ୍ୟରେ ଗଦି ତଳେ ରଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ସବୁଦିନ ଭାଗ୍ୟଶାଳୀ ହୋଇପାରିବ , କିନ୍ତୁ ଗୋଟେ କଥ ମନେ ରଖନ୍ତୁ କି ଯଦି ଏହି ଉପାୟ କରୁଛନ୍ତି ତେବେ ଆପଣଙ୍କ ସାଥିରେ ସବୁ ବୁଧବାରକୁ ଗଣେଷଙ୍କ ନାମର ବ୍ରତ ରଖିବାକୁ ହେବ ।

୪) ମୟୂର ପୁଚ୍ଛ : ଯଦି ଆପଣଙ୍କ ଘରେ ଲଢେଇ ଝଗଡା ହେଉଛି  ,ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ବେଡ ତଳେ ମୟୁର ପୁଚ୍ଛ ରଖିଦିଅନ୍ତୁ , ମୟୁର ପୁଚ୍ଛରେ ସକରାତ୍ମକ ଉର୍ଜା ପାଇଁ ଜଣାଯାଏ , ଯାହାକୁ ନେଇ ଘରର ମାହିଲ୍ ସକରାତ୍ମକତା ରେ ଭରି ରହିବ ଓ କିଛି ଲଢେଇ ଝଗଡା ହେବ ନାହିଁ ।

୫) ଶୁଖିଲା ଲେମ୍ବୁ : ଘରର ପୁଜା ସ୍ଥାନରେ ଏକ ଲେମ୍ବୁ ରଖିଦିଅନ୍ତୁ , ଓ ସବୁଦିନ ତାହାକୁ ସିନ୍ଦୁର ଓ ଚାଉଳ ଦ୍ୱାରା ପୁଜା ବି କରନ୍ତୁ , ଯାହା ଦ୍ୱାରା ସେ ଶୁଖିନଯାଉ , ଯେବେ ଲେମ୍ବୁ ଶୁଖିଯିବ , ତେବେ ବେଡ ତଳେ ରଖିଦିଅନ୍ତୁ , ଏଠାରେ ଶୁଖିଲା ଲେମ୍ବୁ ଏକ ସୁରକ୍ଷା କବଚ ପରି କାମ କରିଥାଏ , ଏହାକୁ ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଓ ଆପଣଙ୍କ ସହ କେଉଁ ଦୁର୍ଘଟଣା ହେବାର ଚ୍ୟାନ୍ସ୍ କମ୍ ରହିବ ।

Leave a Reply

Your email address will not be published. Required fields are marked *