December 22, 2024

Odia Express

Leading Odia News Portal of Odisha

କିନ୍ନର ଜଲଦି କାହାକୁ ଦିଅନ୍ତି ନାହିଁ ଏହି ଜିନିଷ , ଯଦି ଆପଣଙ୍କୁ ମିଳିଗଲା ତେବେ ଜଲଦି ହୋଇଯିବେ ଧନୀ….

ଧନର ଅଭାବ ଯୋଗୁଁ ଜୀବନରେ ସବୁବେଳେ ଚିନ୍ତା ଲାଗିରହିଥାଏ , ପ୍ରାଚୀନ କାଳରେ ଧନର ମହତ୍ତ୍ୱ ଅଧିକା ହୋଇଥିଲା,  ଧନ ପ୍ରାପ୍ତ କରିବାପାଇଁ କଡା ପରିଶ୍ରମ କରିବାକୁ ପଡୁଥିଲା , କିନ୍ତୁ ଏହାପରେ କିଛି ଖାସ୍ ସଫଳତା ମିଳିଲା ନାହିଁ ଏହା ପାଇଁ ଆଜି ଆମେ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣାଇ ସମସ୍ତେ ମା ଲକ୍ଷ୍ମୀଙ୍କର କୃପା ପାଇପାରିବେ । ସମସ୍ତେ ଚାହଁନ୍ତି କି ମହଙ୍ଗା ଗାଡି , ନିଜର ଘର ଦୋକାନ ରହୁ , କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କ ସ୍ୱପ୍ନ ସାକାର ହୋଇପାରେ ,ଶାସ୍ତ୍ରନୁସାରେ ପଇସା ସଂବନ୍ଧିତ ସମସ୍ୟାପାଇଁ ମା ଲକ୍ଷ୍ମୀଙ୍କର ପୁଜା କରିବାକୁ ଆବଶ୍ୟକ ହୋଇଥାଏ , ମାନାଯାଏ କି ଚାଉଳ ଶୁକ୍ରଗ୍ରହର ସଂବନ୍ଧିତ ଧାନ ଅଟେ , ଏହି କାରଣରୁ କେଉଁ ପୁଜା ପାଠାରେ ଦେବୀ ଦେବତାଙ୍କୁ ତିଳକ କରିବାପରେ ଚାଉଳ ଚଢାନ୍ତୁ , ଲକ୍ଷ୍ମୀ ପୁଜା ସମୟରେ ଚଢା ହୋଇଥିବା ଚାଉଳ ବହୁତ ବିଶେଷ ହୋଇଥାଏ , ଏହି ଚାଉଳର ୨୧ ଟୀ ଦାନା ଏକ କାଗଜରେ ପୁଡିଆ କରି ନିଜ ପର୍ସରେ ରଖିଦିଅନ୍ତୁ , ଏଥିରେ ଆପଣଙ୍କ ଶୁକ୍ର ଗ୍ରହ ଓ ମା ଲକ୍ଷ୍ମୀ ସକରାତ୍ମକ ଫଳ ଦେବେ ।

ମାନାଯାଏ କି ଅଶ୍ୱତଥ ଗଛର ପତ୍ର ବିଷ୍ଣୁଙ୍କ ବାସ ହୋଇଥାଏ , ଏକ ଅଶ୍ୱତଥ ପତ୍ରକୁ ଗଙ୍ଗାଜଳରେ ଧୋଇ ପବିତ୍ର କରନ୍ତୁ , ଏଥିରେ କେଶରରେ ଶ୍ରୀ ଲେଖନ୍ତୁ , ଓ ଏଥିରେ ପର୍ସରେ ଲୁଚାଇ ରଖିଦିଅନ୍ତୁ , ମନେ ରଖନ୍ତୁ କି କାହାର ନଜର ପଡିବ ନାହିଁ ,

ସବୁବେଳେ ଏହି ପତ୍ର ବଦଳାଉଥାନ୍ତୁ । – କୁହାଯାଏ କି କିନ୍ନରଙ୍କୁ କରାଯାଇଥିବା ଦାଣ ପୁଣ୍ୟ ହୋଇଥାଏ , ଏତିକି ନୁହେଁ ସେମାନେ ଆଶିର୍ବାଦ ଦେଇଥାନ୍ତି , ମାନାଯାଇଛି କି ଯଦି ଆପଣଙ୍କୁ ପଇସା ସଂବନ୍ଧିତ ଚିନ୍ତା ଅଛି ତେବେ କେଉଁ କିନ୍ନରଠାରୁ ଏକ ଟଙ୍କା ଫେରାଈ ଆଣନ୍ତୁ , ଯଦି କିନ୍ନର ଖୁସିରେ ପଇସା ଦେଇଦିଅନ୍ତି , ତେବେ ତାହାକୁ ଏକ ସବୁଜ କପଡାରେ ଗୋଡାଇ ପର୍ସରେ କିମ୍ବା ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ସମସ୍ୟା ଦୂର ହୋଇଯିବ ।

ନିଜ ପର୍ସ ଓ ଚାବିକୁ କେବେ ବି ଟେବୁଲ୍ ରେ ରଖିବା ଉଚିତ୍ ନୁହେଁ , କୁହାଯାଏ କି ଏମିତି କରିଲେ ପଇସାର ତଙ୍ଗିଦେଖାଯାଏ , ଏହାକୁ କେଉଁ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ , ଏହା ସୁରକ୍ଷା ଦୃଷ୍ଟିରୁ ସଠିକ୍ ହୋଇଥାଏ , ଶାସ୍ତ୍ର ଅନୁସାରେ ସଠିକ୍ ହୋଇଥାଏ ।ନିଜ କେଉଁ ଗୁରୁ ମାନୁଥିବା ଲୋକଙ୍କୁ ପର୍ସରେ ଗୁରୁଙ୍କ ଫଟୋ ରଖନ୍ତୁ , ଗୁରୁଙ୍କ ଫଟୌ ପର୍ସରେ ରହିଲେ ଧନ ସଂବନ୍ଧିତ ଅସୁବିଧା ଦୂର ହୋଇଯିବ , ମାନାଯାଏ କି ଗୁରୁଙ୍କ ଫଟୌ ପର୍ସରେ ରହିଲେ ଆପଣଙ୍କ ଖରାପ ସମୟ ଦୂର ହୋଇଯିବ , ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରିବେ , ଗୁରୁଙ୍କ ଫଟୌ ପର୍ସରେ ହେଲେ ଧନ ସଂବନ୍ଧିତ ଅସୁବିଧା ଆଉ ହେବ ନାହୀଁ ।

Leave a Reply

Your email address will not be published. Required fields are marked *