December 22, 2024

Odia Express

Leading Odia News Portal of Odisha

ଚନ୍ଦ୍ରମା ରାଶିର ପରିବର୍ତ୍ତନରୁ ଆସିବ ଏହି ଲୋକଙ୍କର ଭଲ ସମୟ , ମିଳିବ ଅପାର ଧନ ଲାଭ..

ଏମିତିରେ ଜ୍ୟୋତିଷ୍ୟରେ ନଅଟି ଗ୍ରହ ଅଛନ୍ତି , କିନ୍ତୁ ବ୍ୟକ୍ତିର ଜନ୍ମ ରାଶି ସ୍ୱାମୀ ଚନ୍ଦ୍ର ହିଁ ହୋଇଥାଏ , ସାମାନତଃ ଦୈନିକ ରାଶିଫଳ କୁଣ୍ତଳୀରେ ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇଥାଏ , ବିବାହ ସମୟରେ ବର ବଧୁ କୁଣ୍ତଳୀରେ ମିଳନ କରିବାପାଇଁ ଜନ୍ମ ରାଶିର ପ୍ରୟୋଗ କରାଯାଏ , ଚନ୍ଦ୍ର ରାଶି ଏତିକି ମହତ୍ତ୍ୱ ଦିଆଯାଇଥାଏ କି ଏହା ଜାଣିବା ପାଇଁ ଆମେ ପ୍ରାଚୀନ କାଳରେ ସ୍ଥିତିକୁ ବୁଝିକରି ସେଠାରେ ପ୍ରବେଶ କରିବାକୁ ହେବ । ପ୍ରାଚୀନ କାଳରେ ବାଳକର ଜନ୍ମ ସମୟ ଗଣନା କରିବା ସଂବନ୍ଧି ଉପକରଣ ସରଳତାରୁ ଉପଲ୍ଲବ୍ଧ ହୋଇନଥାଏ , ଏଥିପାଇଁ ଘଣ୍ଟାରୁ ଅଧିକା ଦିବସ ମୁଖ୍ୟ ମାନାଯାଏ , ଏବେ କାରଣ ଚନ୍ଦ୍ରମା ଏକ ରାଶି ପ୍ରାୟ ଅଢେଇଦିନରେ ବଦଳିଥାଏ , ଏମିତିରେ ଚନ୍ଦ୍ରର ମହତ୍ତ୍ୱତା ବଢିଯାଇଛି , ତଥା ଏଥିରେ ଲଗ୍ନର ମହତ୍ତ୍ୱତା ଗୌଣ ହୋଇଯାଇଛି , ସେମିତି ଅନ୍ୟ ସବୁ ଗ୍ରହର ତୁଳନାରେ ଚନ୍ଦ୍ର ସବୁଠାରୁ ଅଧିକା ଗତିଶୀଳ ଗ୍ରହ ଅଟେ,

ଏହା ବ୍ୟକ୍ତିର ଜୀବନରେ ଘଟଣାକୁ ଅଧିକା ପ୍ରଭାବିତ କରିଥାଏ । ଆପଣଙ୍କ ସୁଚନା ପାଇଁ କହିଦେବୁ କି ମନୁଷ୍ୟ ସବୁବେଳେ ନିଜ ଭବିଷ୍ୟକୁ ନେଇକରି ବହୁତ ଉତ୍ସୁକତା ରହିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ତିଆରି ହେଉଥିବା ବିଶେଷ ଯୋଗ ପ୍ରଭାବ ବହୁତ ପ୍ରକାରର ହୋଇଥାଏ , ମାର୍ଚ୍ଚ ମାସରେ ଏକ ଏମିତି ସଂଯୋଗ ହେଉଛି , ଯାହା କିଛି ରାଶିର ବହୁତ ଫାଇଦା ହେବ , ସେମିତି କିଛି ରାଶିର କ୍ଷତି ବି ହେବ , ଆଜି ଆମେ ଆପଣଙ୍କୁ କହିଦେବୁ କି ଚନ୍ଦ୍ର କୁମ୍ଭ ରାଶିରେ ପ୍ରବେଶ ହେଉଛି ଯାହା ଚାରୋଟି ରାଶିର୍ ଫାଇଦା ହେବ ,

୧)ମେଷ ରାଶି : ଚନ୍ଦ୍ର ଏହି ରାଶିର ପରିବର୍ତ୍ତନରୁ ମେଷ ରାଶିର ଭଲ ଖବର ମିଳିବାର୍ ଅଛି , ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ , ଏହାକୁ ନେଇ ବହୁତ ପରିଶ୍ରମ କରିବାକୁ ପଡିବ , ଏହି ପରିବର୍ତ୍ତନରୁ ବିଦ୍ୟାର୍ଥୀଙ୍କ ଉପରେ ଭଲ ପ୍ରଭାବ ପଡିବ ।

୨) ବୃଷ ରାଶି : ଚନ୍ଦ୍ର ଏହି ରାଶିର ପରିବର୍ତ୍ତନରୁ ଏହି ରାଶିରେ ଆକସ୍ମିକ ଧନ ଲାଭର ଯୋଗ ଅଛି , ଯଦି କଠିନ ପରିସ୍ଥିତିରେ ଫସିଯିବେ , ତେବେ ମନର୍ କଥା ଶୁଣୀବେ , ପରିବାରରେ ଖୁସି ଆସିବ , ପରିବାରଙ୍କ ଅପେକ୍ଷା ଭଙ୍ଗ କରିବ ନାହିଁ ।

୩) ସିଂହ ରାଶି : ଏହି ରାଶିରେ ଚନ୍ଦ୍ରମା ପ୍ରବେଶ କରିବା ଯୋଗୁଁ ନିଜ କ୍ୟାରିୟରରେ ସଫଳତା ମିଳିବ , ଆପଣଙ୍କ ସ୍ୟାଲେରି ବଢିବ , ନିଜ ରାଗ ଉପରେ କାବୁ ରଖନ୍ତୁ , କିଛି ଲୋକଙ୍କର ଆପଣଙ୍କୁ ଚିନ୍ତା ହୋଇପାରେ , ପରିବାରର କଷ୍ଟ ଦୁର ହୋଇଯିବ , ଯେତେ ହୋଇପାରିବ ବିଶ୍ୱାସ ରଖନ୍ତୁ ।

୪) କୁମ୍ଭ ରାଶି : ଆପଣଙ୍କୁ ବହୁତ ଅଧିକା ଲାଭ ମିଳିବ , ଚନ୍ଦ୍ରମା ଏହି ରାଶିର ପରିବର୍ତ୍ତନରୁ ବିଜନେସ୍ ରେ ଫାଇଦା ହେବ , ଆପଣଙ୍କୁ ଆର୍ଥିକ ଲେଣଦେଣରେ ସାବଧନତା ରଖିବାକୁ ହେବ , ଆପଣଙ୍କ ପରିବାରରେ ଖୁସିର ମାହୋଲ୍ ହେବ , ଆପଣଙ୍କ ଧାର୍ମିକ ଜିନିଷରେ ରୁଚି ବଢିବ , କଥାର ସମ୍ନାନ କରି ଜୀବନରେ ବହୁତ ସଫଳତା ହାସିଲ୍ କରିବେ ।

Leave a Reply

Your email address will not be published. Required fields are marked *