IPL ବିଶେଷ : ଏହି ମହିଳାଙ୍କ ପାଇଁ ୮ କୋଟି ୫୦ ଲକ୍ଷରେ ବିକ୍ରି ହେଇଥିଲେ ଏହି ଭାରତୀୟ ଖେଳାଳି , ନହେଲେ କେହି ବି ମାଗଣାରେ ନେଉନଥିଲେ…
ଆଇପିଏଲ୍ ଏମିତି ଏକ ସିରିଜ୍ ଅଟେ ଯାହାର ନାଁ ଶୁଣିଲେ ସବୁ କ୍ରିକେଟ୍ ପ୍ରେମୀ୍ଙ୍କ କାନ ଠିଆ ହୋଇଯାଏ , ଯଦି ଆପଣ ଆଇପିଏଲ୍ ଦେଖିବାର ପ୍ରେମୀ ଅଟନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି ଆଇପିଏଲ୍ କ୍ରିକେଟ୍ ଖେଳାଳୀଙ୍କ ନିଲାମୀଡକାଇବାର ସିଲସିଲା ଆରମ୍ଭ ହୋଇସାରିଛି , ଏହି ନିଲାମୀରେ ପଶ୍ଚିମ ୟୁପିର କିଛି ମାହିର୍ ଖେଳାଳୀ ଅଛନ୍ତି ।ଅମରୋହାର ମହମ୍ମଦ ଶାମୀ , ଗ୍ରେଟର ନୋଏଡାର୍ ଶିବମ୍ ମାବି ଅଲିଗଡର ପିୟୁଶ ଚାୱଲା , ମେରଠର ପ୍ରବୀଣ କୁମାର ଓ ଯାହାଙ୍କ ଛଡା ଗାଜିଆବାଦର ସୁରେଶ ରାଇନା ଓ ମେରଠର ଭୁବନେଶ୍ୱରଙ୍କ ନିଲାମୀ ପ୍ରଥମେ ହୋଇସାରିଛି , ଯଦି ଆମେ ଭୁବନେଶ୍ୱର କୁମାରଙ୍କ କଥା କହିବା ତେବେ ସେ ହାଇଦ୍ରାବାଦ ସନରାଇଜର୍ସଙ୍କ ଟିମ୍ ପାଇଁ ଖେଳିବେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭୁବନେଶ୍ୱର କୁମାରଙ୍କୁ ସମୁଦାୟ ୮ କୋଟି ୫୦ ଲକ୍ଷରେ ନିଲାମୀରେ କିଣାଯାଇଛି ।
ଯଦି ଭୁବନେଶ୍ୱର କୁମାରଙ୍କ ବ୍ୟକ୍ତିଗତ ଜୀବନୀ ଉପରେ କଥା ହେବା ତେବେ ଏହାର ସଫଳତା ଓ ପ୍ରସିଦ୍ଧି ପଛରେ ଏକ ବ୍ୟକ୍ତିଙ୍କ ହାତ ଅଛି , ଯଦି ସେ ବ୍ୟକ୍ତି ତାଙ୍କର ସହାୟତା କରିନଥାନ୍ତେ ତେବେ କ୍ରିକେଟ୍ ଦୁନିଆଁରେ ତାଙ୍କୁ କେହି ବି ଚିହ୍ନିପାରିନଥାନ୍ତେ , ଆମେ କଥା ହେଉଛୁ ଭୁବନେଶ୍ୱର କୁମାରଙ୍କ ବଡ ଭଉଣୀ ରେଖା ଅଧ୍ୟାନାଙ୍କ ବିଷୟରେ । ରେଖା ସେହି ବ୍ୟକ୍ତି ଥିଲେ ଯିଏକି ଭୁବନେଶ୍ୱର କୁମାରଙ୍କ ସଂଘର୍ଷ ସମୟରେ ଅଧିକା ସାଥ୍ ଦେଲେ , ଭୁବନେଶ୍ୱର କୁମାରଙ୍କ ଘରର ଆର୍ଥିକ ପରିସ୍ଥିତି ଠିକ୍ ରହୁନଥିଲା , ଏମିତିରେ କ୍ରିକେଟିୟର୍ ହେବା ପାଇଁ ତାଙ୍କ ଭଉଣୀ ରେଖା ତାଙ୍କୁ ଆଗକୁ ନେଇଥିଲେ , ରେଖା ଛୁଆ ବେଲରୁ ନିଜ ଭାଇର କ୍ରିକେଟ୍ କୁ ନେଇ ଭଲ ପାଇବା ଓ ଟ୍ୟାଲେଣ୍ଟକୁ ଚିହ୍ନିପାରିଲେ ,
ଏହି କାରଣରୁ ସେ ନିଜ ଭାଇକୁ ଏକ ପ୍ରୋଫେସନାଲ୍ କ୍ରିକେଟିୟର୍ ବନାଇବାକୁ ଚାହୁଁଥିଲେ । ଏଥିପାଇଁ ସେ ନିଜ ଘରଠାରୁ ୬ କିଲୋମିଟର ଦୂର ଭାମାଶାହ ପାର୍କ କ୍ରିକେଟ୍ ଏକାଡେମୀ ରେ ଭୁବିଙ୍କୁ ଦାଖିଲା କରାଇଲେ , ସେ ନିଜେ ଭୁବିକୁ ଛାଡିବାକୁ ଏଠାକୁ ଆସୁଥିଲେ , ଓ ତାଙ୍କ ଖେଳର ସବୁ ମହଙ୍ଗା କିଟ୍ ଓ ଫିସ୍ ଭରୁଥିଲେ । କହିଦେବୁ କି ତାଙ୍କର ବାପା କିରଣପାଲ ସିଂ ବାଗପତ ପୋଲିସ୍ ବିଭାଗରେ ନିଯୁକ୍ତି ହେବା କାରଣରୁ ଅଧିକା ସମୟ ଦେଇପାରୁନଥିଲେ , ଏମିତିରେ ଭୁବି ୭ ବର୍ଷ ବଡ ଭଉଣୀ ନିଜ ଭାଇର ଦ୍ୱାୟିତ୍ୱ ରଖିଲେ । ଭୁବନେଶ୍ୱର କୁମାର ନିଜ ଭଉଣୀଙ୍କ ଚେଷ୍ଟାକୁ ବିଫଳ ହେବାକୁ ଦେଲେ ନାହିଁ , ଓ ନିଜ ପରିଶ୍ରମ ବଳରେ ଜୁନିୟର୍ କ୍ରିକେଟ୍ ଖେଳି ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ପହଞ୍ଚିଲେ , ଆଜି ତାରିଖରେ ଭୁବନେଶ୍ୱର ଟିମ୍ ଇଣ୍ତିଆରେ ଜଣେ ଦକ୍ଷ ବୋଲର୍ ହୋଇପାରିଛନ୍ତି ।
ଭୁବନେଶ୍ୱର କୁମାର ପ୍ରାରମ୍ଭିକ ଦିନରେ କୋଚ୍ ସଂଞ୍ଚୟ ରସ୍ତୋଗୀଙ୍କ କହିବା କଥା କି ସେ ତାଙ୍କ ଭଉଣୀ ନିଜ ଭାଇଙ୍କ ପ୍ରୋଗ୍ରେସ୍ ବିଷୟରେ ସବୁଦିନ ପଚାରୁଥିଲେ , ଭୁବି ନିଜ ଭଉଣୀଙ୍କ ମାନ ରଖିବାପାଇଁ ବଡ ଲଗନର ସହ ପରିଶ୍ରମ କରୁଥିଲେ, ଆଜିର ତାରିଖରେ ଭୁବନେଶ୍ୱର କୁମାର ଯେବେ କ୍ରିକେଟ୍ ମଇଦାନରେ ବାହାରିଥାନ୍ତି ତେବେ ନିଜ ଭଉଣୀଙ୍କ ନିଜ ପ୍ରେରଣାକୁ ମାନିକରି ଶାନଦାର୍ ପ୍ରଦର୍ଶନ କରନ୍ତି ।