December 22, 2024

Odia Express

Leading Odia News Portal of Odisha

୨୬ ମାର୍ଚ୍ଚ ୨୦୨୦ ଗୁରୁବାର,ଅଯର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଗ୍ରହ ନକ୍ଷତ୍ର ଏହି ୪ ଟି ରାଶିର ଜାତକରେ କରିପାରନ୍ତି ହଇରାଣ , ସାବଧାନ ରୁହନ୍ତୁ

୧)ମେଷ ରାଶି : ଆଜି ମାନସିକତାର କଠିନତା ଚିନ୍ତାର ବିଷୟ ହେବ , ନୁଆ ସଂବନ୍ଧରୁ ଫାଈଦା ପାଇବେ , ଥକା ଓ ଆଳସ୍ୟ ଅନୁଭବ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ପୁର୍ବରୁ ବହୁତ ମଜବୁତ୍ ହେବ , କିଛି ଜିନିଷକୁ ନେଇ ଚିନ୍ତା ହୋଇପାରେ , କିନ୍ତୁ ନିଜ ସାହାସର ସହ ତାହାର ସାମ୍ନା କରିବାକୁ ହେବ , ଦିମାଗ ଅଧିକା ସକ୍ରିୟ ହେବା ଯୋଗୁଁ ଭବିଷ୍ୟରେ କିଛି ଯୋଜନାକୁ ପୁର୍ଣ୍ଣ ବିଶ୍ଲେଷଣ କରିବେ , କ୍ୟାରିୟରରେ ଉନ୍ନତି ଯୋଗ ହେଉଛି ।

୨)ବୃଷ ରାଶି : ଏହା ଆପଣଙ୍କ ବିତ୍ତ ପାଇଁ ଓସତର ଦିନ ରହିବ , ଆପଣ ନିଜ ଛୁଆଙ୍କ ସହ ପ୍ରେମ ଭରା ସମୟ ବିତାଇବେ , କାର୍ଯ୍ୟକ୍ଷେତ୍ରରେ ଆସୁଥିବା ଅସୁବିଧା ଦୁର ହେବ , ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ , ମନରେ ଅଜଣା ଭୟ ରହିବ , ମାତା ପିତା କେଉଁ କଥାକୁ ନେଇ ଆପଣ ନାରାଜ୍ ହୋଇପାରନ୍ତି , ଆପଣଙ୍କ ମୁଣ୍ତ ସଂବନ୍ଧି ରୋଗ ସୃଷ୍ଟି ହୋଇପାରେ , ନିର୍ଣ୍ଣୟ ନେବାରେ କଠିନତା ଉତ୍ପନ୍ନ ହେବ , ଆଜି ସହଯୋଗୀଙ୍କ ସାହାଯ୍ୟରେ କମି ଆସିବ , ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ବିଳମ୍ବତା ହେବ ।

୩)ମିଥୁନ ରାଶି : ଆର୍ଥିକ ସ୍ଥିତି ପୁର୍ବ ଅପେକ୍ଷା ଦୁର୍ବଳ ହେବ , ଆପଣଙ୍କ ବିଗତ ପ୍ରୟାସ ଏବେ ଫଳ ମିଳିବ , ବ୍ୟବସାୟୀ କାରୋବାରୀ ଏକ ନୁଆ ସ୍ରୋତ ପ୍ରବେଶ କରିବେ , ଘରୋଇ ଜୀବନ କଷ୍ଟମୟ ରହିବ , କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିବା ଆବଶ୍ୟକ ଅଟେ, ଶୈକ୍ଷଣିକ କାର୍ଯ୍ୟରେ ରୁଚି ବଢିବ , ଆପଣ ବୁଦ୍ଧିମାନୀରୁ ପାରିବାରିକ ବାତାବରଣ ସୌହାର୍ଦପୁର୍ଣ୍ଣ କରିପାରିବେ , ସୋସାଇଟି ଲୋକ ଆପଣଙ୍କ ବ୍ୟକ୍ତିତ୍ୱ ପାଈଁ ପ୍ରସନ୍ନ ହେବେ , ପୁରୁଣା ଘଟଣାକୁ ମନେ ପକାଇ ମନରେ ଦୂଃଖ ଭାବ ଆସିପାରେ ।

୪) କର୍କଟ ରାଶି : ଆଜିର ଦିନ ସାବଧନତା ରଖନ୍ତୁ , ନିଜ ଯୋଜନାକୁ ଗୁପ୍ତ ରଖନ୍ତୁ , ଆପଣଙ୍କ କାର୍ଯ୍ୟ କ୍ଷମତା ବୃଦ୍ଧି ହେବ , ଆପଣଙ୍କ ସାମାଜିକ ସ୍ଥିତିରେ ବୃଦ୍ଧି ହେବ , ପାରିବାରିକ ଜୀବନ ସାମାନ୍ୟ ରହିବ , କେଉଁ ଶୁଭ ସମାଚାର ମିଳିପାରେ ,ଯଦି ଆପଣ ଅତ୍ୟାଧିକ ଧନ କମାଇବାକୁ ଚାହୁଁଛନ୍ତି ତେବେ ନିଜ ବେପାରରେ ଟିକିଏ ପରିଶ୍ରମ କରିବାର ଦରକାର ଅଛି , ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ , ଶଶୁରଘର କେଉଁ କଥାକୁ ନେଇ ବିବାଦ ହୋଇପାରେ ।

୫) ସିଂହ ରାଶି : ଚାକିରି ପେଶା ଯାତକରେ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ଆବଶ୍ୟକତା ପଡିପାରେ , ଆଜି ଆପଣଙ୍କ ସହଯୋଗୀ ଭୁମିକା ସ୍ପଷ୍ଟ କରିବାରେ ତୟ କରିବାକୁ ଲାଗିବେ , ଯେଉଁ ବିବାଦ ବଞ୍ଚିବାକୁ ସହାୟତା କରିବେ , ସଫଳତାର ରାସ୍ତା ହେଉଛି , ପରିବାରରେ କେଉଁ ଧାର୍ମିକ ଅନୁଷ୍ଠାନ ହୋଇପାରେ , ଦାମ୍ପତ୍ୟ ଜିବନରେ ଆଉଥରେ ସତେଜତା ଭରିବାପାଇଁ ଆଜିର ଦିନ ଭଲ ଅଛି , ପରିବାରରେ କେଉଁ ବିବାଦକୁ ସମାଧାନ କରିବେ ।

୬) କନ୍ୟା ରାଶି : ଆଜି ଆପଣ ନିଜକୁ ସତେଜ ଅନୁଭବ କରିବେ , ଆପଣଙ୍କ କାର୍ଯ୍ୟପାଇଁ କାର୍ଯ୍ୟସ୍ଥଳରେ ଆପଣଙ୍କ ପ୍ରଶଂସା ପାତ୍ର ହୋଇପାରନ୍ତି , ନିଜ ଆର୍ଥିକ ହାଲାତ୍ ରୁ ବାହାରିବାପାଇଁ ଆପଣ କେଉଁ ଆର୍ଥିକ ଉପଦେଶକର୍ତ୍ତାଙ୍କ ଦରକାର କରିବେ , ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ , କାର୍ଯ୍ୟ କରିଲେ ଉର୍ଜାର କମି ଅନୁଭବ କରିବେ , ଏବଂ ନିର୍ଣ୍ଣୟ ନେବାରେ ଅସମର୍ଥତା ଅନୁଭବ ହେବ , କାମ କାର୍ଯ୍ୟରେ ଦାୟିତ୍ୱ ବଢିବ , କେଉଁ କାମରେ ଡେରି ଯୋଗୁଁ ମନରେ ଭୟ ଆସିବ ।

୭)ତୁଳା ରାଶି : ଆଜି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେତୁ ଅଲଗା ଅଲଗା କ୍ଷେତ୍ରରେ ଭାଗ୍ୟ ଆଜମାଇବା ପାଇଁ ମଉକା ମିଳିବ , କୟାସରୁ ସମୟ ଠିକ୍ ରହିବନି , ଆଜି ଅତ୍ୟାଧିକ ପରିଶ୍ରମ କରିବାର ଦରକାର ଅଛି , ମନରେ ଭରପୁର ଆତ୍ମବିଶ୍ୱାସ ହେବ , କାର୍ଯ୍ୟ ପ୍ରତି ମନରେ ଅତି ଉତ୍ସାହ ଓ ଶରୀରରେ ଫୁତ୍ତି ବନି ରହିବ , ଆଜି କେଉଁ ବି ନିଜ ଉପଦେଶରୁ ବଞ୍ଚନ୍ତୁ , ଆପଣଙ୍କ ଦେଇଥିବା ଉପଦେଶ ଉପରେ ଭାରି ପଡିପାରେ , ନକରାତ୍ମକ ଚିନ୍ତାକୁ ତ୍ୟାଗ କରନ୍ତୁ ।

୮) ବିଛା ରାଶି : ଏହି ସମୟ ଆତ୍ମବଳ ବୃଦ୍ଧି କରିବା ବାଲା ଅଛି , ପ୍ରେମ ସଂବନ୍ଧ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ , ନିଜ ବିଚାରଉପରେ ଚର୍ଚ୍ଚା କରିବେ ଅନ୍ୟଙ୍କ ସଂମ୍ଭାବନା ଉପରେ ନଜର ପକାଇବାପାଇଁ ପ୍ରୋତ୍ସାହିତ କରିବେ , ବିବାହିତ ଜାତକରେ ଆବେଗ କାରଣରୁ ଅନବନ ହୋଇପାରେ , ଆମଦାନୀରେ ସ୍ରୋତ ବଢିପାରେ , ଆଜି ମନ ସ୍ଥିର ନ ହେବା କାରଣରୁ ଚିନ୍ତାର ସାମ୍ନା ହୋଇପାରେ ।

୯) ଧନୁ ରାଶି : ଆଜି ଆପଣଙ୍କୁ ଯାହା ବି କହିବାର ଅଛି ସେଥିରୁ ଆପଣଙ୍କୁ ଆଶାବାଦୀ କରିବା ଦରକାର , ନିଜ ଜୀବନରେ କିଛି ଚିନ୍ତା ହୋଇପାରେ , ଭଲ ହେବ କି ଜୀବନସାଥୀଙ୍କ ଭାବନାକୁ ବୁଝିବାର ପ୍ରୟାସ କରନ୍ତୁ । ଚାକିରି ପେଶା ଲୋକଙ୍କର ପଦ ପ୍ରତିଷ୍ଠା ଆଦି ଲାଭ ହେବ , ମାତାଙ୍କ ସମ୍ମାନ କରନ୍ତୁ , ମାତାଙ୍କ ରକ୍ତ ସଂବନ୍ଧି ବିକାର ହୋଇପାରେ , କେଉଁ ଖାସ୍ ବ୍ୟକ୍ତିଙ୍କ ରାୟ ଆପଣଙ୍କ କାମ ପାଇଁ କାରଗର ହେବ , ନୁଆ କରାର୍ ପାଇଁ ଆଜିର ଦିନ ଉଚିତ୍ ନାହିଁ ।

୧୦) ମକର ରାଶି : ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ ଭଲ ବ୍ୟବହାର ଆପଣଙ୍କ ନିଜ ସଂବନ୍ଧରେ ସୁଧାର ଆସିଯିବ , ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବା ଜରୁରୀ ହୋଇପାରେ , ଆପଣଙ୍କ ସ୍ୱାସ୍ଥ୍ୟ ସଂବନ୍ଧି ଦାୟିତ୍ୱ ରଖନ୍ତୁ , ଆଜିର ଦିନରେ ମିତ୍ର ଓ ପରିଜନଙ୍କ ସହଯୋଗ ଆନନ୍ଦଦାୟକ ହେବ , ଲମ୍ବା ସମୟରୁ ଯେଉଁ ଲାଭର ଅପେକ୍ଷା କରୁଛନ୍ତି ତାହା ଏହି ସମୟରେ ମିଳିପାରେ , ମନରେ ପ୍ରସନ୍ନତା ରହିବ , ଏବଂ ବ୍ୟବହାରରେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ।

୧୧) କୁମ୍ଭ ରାଶି : ଆଜି ଆପଣଙ୍କ ଭଲ ସଂମ୍ପର୍କ ବନାଇପାରିବେ , କୁସଂଗତି ରୁ ବଞ୍ଚନ୍ତ୍ , ଆଜି ଅଧିକା କାମ ରହିବ , ଭାଇ ଭଉଣୀଙ୍କ ସାମାଜିକ ସ୍ଥିତ ଅପ୍ରତ୍ୟାଶିତ ଓ ଅଚାନକ ବୃଦ୍ଧି ହେବ , କରାଯାଇଥିବା କାମର ଭଲ ଫଳାଫଳ ମିଳିପାରେ , ସନ୍ତାନ ସହ ଯୋଡି ହୋଇଥିବା କାର୍ଯ୍ୟ ପୁର୍ଣ୍ଣ ହେବ , କିନ୍ତୁ ବୈଚାରିକ ମତଭେଦ ହୋଇପାରେ , ସମସ୍ତେ ଆପଣଙ୍କ କଥା ଧ୍ୟାନରେ ଶୁଣିବେ , ଆପଣଙ୍କ ସିନିୟର୍ସ ସହଯୋଗ ମିଳିବ , ଭୌତିକ ସୁଖ ସାଧନ ବୃଦ୍ଧି ଯୋଗ ଆପଣଙ୍କ ପାଇଁ ହେଉଛି ।

୧୨) ମୀନ ରାଶି : ଆଜି ଲାଭ କମ୍ ଓ ବେପାରରେ କ୍ଷତି ଅଧିକା ହୋଇପାରେ , ଆଜି ଆପଣଙ୍କ ପାହରେ ନିଜ ପ୍ରିୟ ଲୋକଙ୍କ ସହ ନିଜ ମାନସିକତା ବୁଝାମଣା କରିବାର୍ ମଉକା ମିଳିବ , ଉତ୍ତମ ଭୋଜନ ଓ ବସ୍ତ୍ରର ସୁବିଧା ଅଛି , ତ୍ୱଚା ସଂବନ୍ଧି ରୋଗରେ ଆରାମ ଲାଗିବ , ଭାବିଥିବା କାର୍ଯ୍ୟର ଗତି ମଜବୁତ୍ ହେବ , ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ , ରୋମାଣ୍ଟିକ୍ ଜୀବନରେ ବହୁତ ଭଲ ରହିବା ଆସାର ଅଛି , ବହୁତ ଦିନରୁ ଅଟକିଥିବା ପଇସା ଆଜି ମିଳିପାରେ ।

Leave a Reply

Your email address will not be published. Required fields are marked *