December 22, 2024

Odia Express

Leading Odia News Portal of Odisha

ଦହିରେ ଯଦି ଲୁଣ ମିଶେଇ ଖାଉଛନ୍ତି ତେବେ ସାବଧାନ ହେଇଯାନ୍ତୁ – ନହେଲେ ଆପଣ ଏହି ଅସୁବିଧାର ସମ୍ମୁଖୀନ ହେଇ ପାରନ୍ତି

ଆମ ସମସ୍ତଙ୍କ ଘରେ ଦହିର ପ୍ରୟୋଗ ବହୁତଥର ଦେଖିଥିବେ , ସେମିତି ଏହି କଥା ବି ସତ କି ଦହି ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ, ଦହି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ,  ସେମିତି ଆପଣଙ୍କୁ କହିଦେବୁ କି ଯଦି ଆପଣ ସବୁ ଦିନ ଗୋଟେ ଗିନା ଦହି ଖାଇବେ ତେବେ ସେହି ବ୍ୟକ୍ତିର ପାଚନକ୍ରିୟା ସଠିକ୍ ରହିବ , ଦହିରେ ଭରପୁର୍ ମାତ୍ରାରେ କାଲସିୟମ୍ , ପ୍ରୋଟିନ୍ ଓ ଭିଟାମିନ୍ ମିଳିଥାଏ ।ଦହି ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ ,ଏହା ନା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ , ବରଂ ଆମକ୍ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରେ , ଏତିକି ନୁହେଁ ଏହା ଆପଣ ବ୍ୟୁଟି ମ୍ୟାକ୍ସ ରୁପରେ ପ୍ରୟୋଗକରିପାରିବେ , ଦହିରେ ସବୁଠାରୁ ଖାସ୍ କଥା ଏହା କି ଏହା ଶସ୍ତା ଓ ତାହା ସହ ସହଜରେ ସବୁ ଜାଗାରେ ମିଳିଯାଏ ।

କିନ୍ତୁ ଏହି କଥା ବି ସତକି ଦହିରେ ବହୁତ ସାରା ବ୍ୟାକ୍ଟେରିଆ ମିଳିଥାଏ , ହଁ ଆଜ୍ଞା ମେଡିକାଲ୍ ସାଇନ୍ସ ମାନିଲେ ଯଦି ଗୋଟେ କପ୍ ଦହିରେ ଆପଣ ଜିବାଣୁ ଗଣିବେ ତେବେ କୋଟିଏ ଉପରେ ପାଇବେ , ଛୋଟ ଛୋଟ ସଂଖ୍ୟାରେ କୋଟିଏ ବ୍ୟାକ୍ଟେରିଆ ମହଜୁତ୍ ହୋଇଥାନ୍ତି  ଏତିକି ନୁହେଁ ବ୍ୟାକ୍ଟେରିଆ ନା କେବଳ ଲେନ୍ସ ମାଧ୍ୟମରେ ଦେଖାଯାଈପାରିବ ।

ଯେବେ ଆପଣ ଲେନ୍ସ ଲଗାଇ ଦେଖିବେ ତେବେ ବ୍ୟାକ୍ଟେରିଆ ଆପଣଙ୍କୁ ଜିବିତ ଅବସ୍ଥାରେ ନଜର ଆସିବେ , ଏହି ବ୍ୟାକ୍ଟେରିଆ ଶରୀର ପାଈଁ ଭଲ ହୋଇଥାଏ  ଏମାନେ ଶରୀରେ ଫାଇଦା ଦେଇଥାନ୍ତି , ଏହା ଛଡା ଯଦି ଆପଣ ମିଠା ଦହି ଖାଇବେ , ତେବେ ବ୍ୟାକ୍ଟେରିଆ ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ସେମିତି ଆପଣଙ୍କୁ ଜଣାନଥିବ କି ଯଦି ଦହିରେ ଗୋଟିଏ ଚୁଟକି ଲୁଣ ପକାଇବେ ତେବେ ସବୁ ବ୍ୟାକ୍ଟେରିଆ ମରିଯିବେ , ଓ ତାହା ଆମ ଶରୀରକୁ ଯିବ , ଯାହା କେଉଁ କାମକୁ ଆସିବ ନାହିଁ ।

Leave a Reply

Your email address will not be published. Required fields are marked *