ଘରର ଏହି ଦିଗରେ ଭୁଲ୍ ରେ ବି ରଖନ୍ତୁ ନାହିଁ କୃଷ୍ଣ ଭଗବାନଙ୍କ ମୁର୍ତ୍ତି, ନଚେତ ଆରମ୍ଭ ହୋଇଯିବ ଖରାପ ସମୟ ….
ସେମିତି ଲାଇଫ୍ ରେ ଖରାପ ଓ ଭଲ ସମୟ ଯିବା ଆସିବା ଲାଗି ରହିଥାଏ , କିନ୍ତୁ ବହୁତଥର ଆପଣ ଜାଣିଥିବେ କି ଯେବେ ଆମର ଲାଇଫ୍ ରେ ଦୁଃଖ ଆସିଥାଏ ତେବେ ଶେଷ ହେବାର ଦେଖାଯାଏ ନାହିଁ , ଏମିତିରେ ଖରାପ ଭାଗ୍ୟକୁ ଦୋଷ ଦେବାକୁ ଲାଗିଥାଉ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଖରାପ ଭାଗ୍ୟ ଆପଣଙ୍କୁ କେଉଁଠୁ ମିଳିଛି , ବହୁତଥର ଲୋକେ ଖରାପ ଭାଗ୍ୟର ଏହି କନେକ୍ସନ୍ କୁ ଆପଣଙ୍କ ବାସ୍ତୁଦୋଷ ଅଛି ବୋଲି କୁହାଯାଏ । ଭାରତରେ ବହୁତ ଲୋକ ବାସ୍ତୁକୁ ମାନିଥାନ୍ତି , ଲୋକେ ବାସ୍ତୁ ସହ ଯୋଡି ହୋଇଥିବା ସବୁ ଜିନିଷ ବିଷୟରେ ଜାଣିନଥାନ୍ତି , ଯାହାକୁ ନେଇ ଜଣାଅଜଣାରେ କିଛି ଭୁଲ୍ ବି ହୋଇଯାଏ , ଲୋକେ ଘର ବନାଇବା ସମୟରେ ବାସ୍ତୁ ର ଆଉଥରେ ଧ୍ୟାନ ଦେଇବସନ୍ତି , କିନ୍ତୁ ଯେବେ ଘରର ଅନ୍ୟ ଜିନିଷ ଜମା ହୋଇଥାଏ ତେବେ ବାସ୍ତୁର ନିୟମ ଧ୍ୟାନ ଦେଇପାରନ୍ତି ନାହିଁ । ଏମିତିରେ ଭୁଲ୍ ବାସ୍ତୁ କାରଣରୁ ଘରେ ନେଗେଟିଭ୍ ଏନର୍ଜୀ ଆସିଥାଏ , ଏହି ନେଗେଟିଭ୍ ଏନର୍ଜି ଆପଣଙ୍କ ଘରର ସଦସ୍ୟଙ୍କ ଭାଗ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ , ଏଥିପାଇଁ ଘରର ସବୁ ଜିନିଷ ବାସ୍ତୁର ହିସାବରେ ରଖିବା ଜରୁରୀ ହୋଇଥାଏ ।
ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବାସ୍ତୁର ଏକ ଖାସ୍ ନିୟମ ବିଷୟରେ ଅବଗତ କରାଇବୁ , ଆଜି ଆମେ ଜାଣିବା କି ଘରର କେଉଁ ଦିଗରେ ଆପଣ ଭଗବାନ କୃଷ୍ଣଙ୍କ ମୁତ୍ତି କିମ୍ବା ପ୍ରତିମା ରଖିବା ଅନୁଚିତ୍ , ପ୍ରାୟ ସମସ୍ତ ହିନ୍ଦୁ ବ୍ୟକ୍ତିଙ୍କ ଘରେ କୃଷ୍ଣ ଭଗବାନଙ୍କ ଫଟୋ କିମ୍ବା ମୁର୍ତ୍ତି ଦେଖିବାକୁ ମିଳିଯାଏ , ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅବତାର ଅଟନ୍ତି , ତାଙ୍କର ପୁଜା କରିଲେ ବହୁତ ସାରା ଫାଇଦା ଅଛି , କିନ୍ତୁ ସର୍ତ୍ତ ଏହା ବି ଅଛି କି ଏହି ପୁଜାକୁ ସଠିକ୍ ଢଙ୍ଗରେ କରିବା ବହୁତ ଜରୁରୀ ଅଟେ ।
ଏମିତିରେ ଭଗବାନଙ୍କ ଆଶିର୍ବାଦ ଆପଣଙ୍କୁ ତେବେ ମିଳିଥାଏ ଯେବେ ଘରେ ସଠିକ୍ ଜାଗାରେ ବିରାଜିତ ହେବେ , ବହୁତ ଥର ଯେବେ କେଉଁ ଭଗବାନଙ୍କୁ ଘରକୁ ଅଣାଯାଏ ତେବେ ତାହାକୁ ସ୍ଥାପନ କରିବାରେ ଆମେ ଅଧିକା ଧ୍ୟାନ ଦେଇନଥାଉ , କିନ୍ତୁ କାନ୍ଥରେ ଭଗବାନଙ୍କ ଫଟୋ ଲଗାଉଥିବା ସମୟରେ ବାସ୍ତୁର ଧ୍ୟାନ ଦିଆଯାଏ ନାହିଁ , ଯାହା ବହୁତ ଏକ ଅନିୟମିତତା ଦେଖାଯାଇଥାଏ , ଏକ ଭୁଲ୍ ଦିଗରେ ଲଗାଯାଇଥିବା ଭଗବାନଙ୍କ ପ୍ରତିମା ବା ଫଟୋ ଆପଣଙ୍କୁ ଫାଈଦା ପହଞ୍ଚାଇବା ପରିବର୍ତ୍ତେ କ୍ଷତିସାଧନ କରିଥାଏ ।
ଆପଣ ଯେବେ ବି ଘର ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ କିମ୍ବା ମୁର୍ତ୍ତିର ସ୍ଥାପନା କରିବେ ତେବେ ଏହି କଥାକୁ ଧ୍ୟାନ ଦେବେ କି ଏହାକୁ ଦକ୍ଷିଣ ଦିଗରେ ବିଲକୁଲ୍ ନ ରଖିବେ , ବାସ୍ତୁର ହିସାବରେ ଦକ୍ଷିଣ ଦିଗରେ ଅଧିକା ନକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ , ଓ ଏହାକୁ ଲଗାଇଲେ ତାହା ଅଶୁଭ ପ୍ରମାଣିତ ହୁଏ , ଏଥିପାଇଁ ଦକ୍ଷିଣ ଦିଗରେ ଘରେ କୃଷ୍ଣଙ୍କ ପ୍ରତିମା ବା ଫଟୋ ଲଗାଇବାରୁ ଦୁରେଇ ରୁହନ୍ତୁ ।
ସେମିତି ଭଗବାନଙ୍କ ମୁର୍ତ୍ତି କିମ୍ବା ଫଟୋ ଲଗାଇବାପାଇଁ ପୁର୍ବ କିମ୍ବା ଉତ୍ତର ଦିଗରେ ସବୁଠାରୁ ବେଷ୍ଟ ହୋଇଥାଏ , ଏହି ଦିଗରେ ସବୁଠାରୁ ଅଧିକା ପଜେଟିଭ୍ ଏନର୍ଜି ରହିଥାଏ , ତାପରେ ତୃତୀୟ ଅପଶନ୍ ହେଲା ଆସିଥାଏ , ଯାହା ଠିକ୍ ଠାକ୍ ହୋଇଯାଇଥାଏ ।