ଦହିକୁ ଇଂରାଜୀରେ କଣ କହନ୍ତି , କଣ ଆପଣଙ୍କୁ ଜଣା ଅଛି ଏହାର ସଠିକ ଉତ୍ତର ? ୯୯ ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ମାରିବେ…
ଲୋକେ ଯେତେ ବି ଚାଲାକ୍ ହୁଅନ୍ତୁ ନା କାହିଁକି କିନ୍ତୁ ଯେବେ ଅଚାନକ କାହାକୁ ପଚାରାଯାଏ କି ଦହିକୁ ଇଂରାଜୀରେ କଣ କୁହାଯାଏ , ତେବେ ସାମ୍ନା ବାଲା ଏହାର ଉତ୍ତର ଦେଇପାରେ ନାହିଁ , ହଁ ଆଜ୍ଞା ଆମର ଦୈନିକ ଜୀବନରେ ଏମିତି ବହୁତ ସାରା ଜିନିଷ ଅଛି , ଯାହାକୁ ଆମେ ହିନ୍ଦି କିମ୍ବା ଇଂରାଜୀରେ ମତଲବ ଜାଣିନଥାଉ , ଓ କେବେ ବି ଆମେ ଜାଣିବାକୁ ଚେଷ୍ଟା ବି କରିଥାଉ , ଏମିତିରେ ଯଦି କେଉଁ ବ୍ୟକ୍ତିକୁ ଏହି ବିଷୟରେ ପଚାରାଯାଏ ତେବେ ତେବେ ସେ ତାର ଜବାବ ଦେଇପାରିବ ନାହିଁ , ତେବେ ଲୋକେ ତାହାକୁ ବୁଦ୍ଧିମାନ କହନ୍ତି ।
ସେମିତି କିଛି ଜିନିଷର ନାଁ ଆମେ ଇଂରାଜୀରେ ନିଶ୍ଚିତ୍ କହିଥାଉ , କିନ୍ତୁ ତାହାକୁ ହିନ୍ଦୀରେ କଣ ମତଲବ ହୋଇଥାଏ ତାହା ଜଣାନଥାଏ , କିନ୍ତୁ ଟିକିଏ ଭାବନ୍ତୁ , ଯଦି ପରୀକ୍ଷାରେ ଏମିତି ପ୍ରଶ୍ନ ଆସେ ତେବେ ମୁଣ୍ତ ଘୁମାଇଦେବ , ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଶ୍ନ ବିଷୟରେ ପଚାରିବାକୁ ଯାଉଛୁ , ହୋଇପାରେ କି ଏହାର ଜବାବ ମାଲୁମ୍ ଥିବ , କିନ୍ତୁ ଏହି ଦୁନିଆଁରେ ବହୁତ ଲୋକ ଅଛନ୍ତି ଯାହାଙ୍କୁ ଏହି ପ୍ରଶ୍ନ ଜବାବ ଦେବାରେ ଅସଫଳତା ମିଳିଥିବ ।
ଏମିତି ପ୍ରଶ୍ନ ସରକାରୀ ଚାକିରି ର ଇଣ୍ଟରଭ୍ୟୁ ସମୟରେପଚାରାଯାଏ , ଯେଉଁଥିରେ ଜଣାଯାଏ କି ସାମ୍ନା ବାଲାର ଦିମାଗ କେତେ ତେଜ୍ ଅଛି , ତେବେ ଆସନ୍ତୁ କହିବୁ ଯଦି ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ବନ୍ଧୁଙ୍କ ସାହାଯ୍ୟ କିମ୍ବା ଗୁଗୁଲ୍ ସର୍ଚ୍ଚ କରିପାରିବେ , ଆଜିର ପ୍ରଶ୍ନ ହେଲା ଦହିକୁ ଇଂରାଜୀର ମିନିଙ୍ଗ୍ କଣ , ଏହାର ଉତ୍ତର ବହୁତ ସହଜ ଅଟେ , କିନ୍ତୁ ଆପଣଙ୍କୁ ଏହା ଭାବିବାକୁ ପଡିବ । ଯଦି ଆପଣଙ୍କୁ ଜଣାଅଛି ତେବେ ଏହାର ଉତ୍ତର ଭାବିଚିନ୍ତି ଦେବେ , କାରଣ ଆମେ ଜାଣିଛୁ କି ଆପଣମାନେ ବହୁତ ବୁଦ୍ଧିମାନ ଅଟନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଦହିର ଇଂରାଜୀ ମିନିଙ୍ଗ୍ ହେଲା curd , ଏହା ଏପରି ଜିନିଷ ଅଟେ ଯାହାର ଆବିଷ୍କାର ଭାରତରେ ହୋଇଥିଲା ।