December 23, 2024

Odia Express

Leading Odia News Portal of Odisha

ଏହି ରାଶିର ପୁଅ ପ୍ରେମରେ କେବେ ଦିଅନ୍ତି ନାହିଁ ଧୋକା – ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି…

ପ୍ରତ୍ୟେକ ଝିଅର ଜୀବନରେ ପ୍ରେମ ବଡ ମୂଲ୍ୟବାନ ହୋଇଥାଏ। କିନ୍ତୁ ପ୍ରେମରେ ଯେତିକି ଖୁସି ମିଳେ, ହୃଦୟ ଭାଙ୍ଗିଲେ ତାଠାରୁ କେତେ ଅଧିକ ଦୁଃଖ ମଧ୍ୟ ହୋଇଥାଏ । ଏଥିପାଇଁ ଝିଅଙ୍କୁ ଭାବିଚିନ୍ତି ନିଜର ସ୍ଵାମୀଙ୍କର ଚୟନ କରିବା ଉଚିତ । ଅନେକ ସମୟରେ ଅନ୍ୟ ଝିଅଙ୍କୁ ଦେଖି ପାଦ ଖସେଇ ଦିଅନ୍ତି ଓ ନିଜର ସାଥିଙ୍କୁ ଧୋକା ଦିଅନ୍ତି । ଏକଥାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏହି ତିନି ବିଶେଷ ରାଶିର ପୁଅଙ୍କୁ ବିବାହ କରିବା ଉଚିତ। ଏହି ପୁଅ ପ୍ରେମରେ ବହୁତ ସଚ୍ଚୋଟ ହୋଇଥାନ୍ତି ।

ଏହି ରାଶିର ପୁଅ ଦିଅନ୍ତି ନାହିଁ ପ୍ରେମରେ ଧୋକା

ମିଥୁନ ରାଶି: ଏହି ରାଶିର ପୁଅ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନେ ଥରେ ଯାହାକୁ ହୃଦୟରୁ ନିଜର କରିନିଅନ୍ତି ତାହାର ଜୀବନ ସାରା ତାର ହାତ ଛାଡନ୍ତି ନାହିଁ । ଏହି ରାଶିର ପୁଅ ନିଜର ସାଥିଙ୍କୁ ବହୁତ ପ୍ରେମ କରନ୍ତି ଓ ତାଙ୍କର ଇଚ୍ଛାର ପୂର୍ତ୍ତି କରିବା ନିମନ୍ତେ ସବୁ ସମୟରେ ପ୍ରସ୍ତୁତ ରହନ୍ତି । ଏହି ରାଶିର ପୁଅଙ୍କୁ ବିବାହ କଲେ ଆପଣଙ୍କୁ ଏମାନଙ୍କ ପ୍ରେମ ସମ୍ପର୍କର ଚିନ୍ତା କରିବା ଆବଶ୍ୟକ ହେବ ନାହିଁ । ଏମାନେ ନିଜର ସାଥି ପ୍ରତି ସଚ୍ଚୋଟ ହୋଇଥାନ୍ତି ।

ସିଂହ ରାଶି: ଯେଉଁ ପୁଅଙ୍କ ରାଶି ସିଂହ ହୋଇଥାଏ ସେମାନେ ନିଜର ପ୍ରେମିକାକୁ ପାଗଳ ଭଳି ପ୍ରେମ କରନ୍ତି । ଏପରି ଲୋକ ନିଜର ସାଥିଙ୍କ ଖୁସି ନିମନ୍ତେ ଯେକୌଣସି ସୀମା ପାର କରିପାରନ୍ତି । ଏହି କାରଣ ଅଟେ ଯେ ଏମାନେ ଆପଣଙ୍କୁ ପ୍ରେମରେ ଧୋକା ଦେଇନଥାନ୍ତି । ଏହି ରାଶିର ପୁଅ ନିଜର ସାଥିଙ୍କର ସମସ୍ତ ଛୋଟବଡ ଆବଶ୍ୟକତାର ଖିଆଲ ରହନ୍ତି । ଏହି ଲୋକମାନେ ରୋମାଣ୍ଟିକ ନହୋଇଥିଲେ ମଧ୍ୟ କିନ୍ତୁ ଗୋଟିଏ କଥା ସତ୍ୟସିଦ୍ଧ ଯେ ଏମାନେ ସର୍ବଦା ଆପଣଙ୍କ ନିକଟରେ ରହିବାକୁ ଚାହାନ୍ତି ।

ତୁଳା ରାଶି: ତୁଳା ରାଶିର ପୁଅ ବହୁତ ବୁଝିବିଚାରୀ ଚାଲିବା ବାଲା ଲୋକଙ୍କ ମଧ୍ୟରେ ହୋଇଥାନ୍ତି । ଏମାନେ ନିଜର ପ୍ରେମ ଜୀବନ ଓ ପେଶାଗତ ଜୀବନରେ ସନ୍ତୁଳନ ରଖିକି ଚଳନ୍ତି। ଏମାନଙ୍କୁ ନିଜର ଇଜ୍ଜତ ପ୍ରିୟ ହୋଇଥାଏ ଏଥିପାଇଁ ଏହି ଲୋକ ଚାହିଁଲେ ମଧ୍ୟ ନିଜର ପାର୍ଟନରଙ୍କୁ ଧୋକା ଦେଇପାରନ୍ତି ନାହିନ । ଏହି ଲୋକମାନେ ସାମାନ୍ୟ ବୈବାହିକ ଜୀବନ ବଞ୍ଚିବାରେ ବିଶ୍ବାସ ରଖନ୍ତି । ଅନ୍ୟ କୌଣସି ନାରୀ ଚକ୍କର ଚଲେଇବାରେ ଏମାନଙ୍କର କୌଣସି ଆଗ୍ରହ ନଥାଏ ।

ଧନୁରାଶି: ସବୁ ରାଶିଙ୍କ ମଧ୍ୟରେ ଧନୁ ରାଶିର ପୁଅ ସ୍ଵୟଂସଂପୂର୍ଣ୍ଣ ହୋଇଥାନ୍ତି । ଏମାନେ ରୋମାଣ୍ଟିକ ହୋଇଥାନ୍ତି । ପତ୍ନୀ ପ୍ରତି ସଚ୍ଚୋଟ ରହନ୍ତି, ଆପଣଙ୍କ ବାହାର ଲୁକ ଅପେକ୍ଷା ଏମାନେ ଆପଣଙ୍କ ଆନ୍ତରିକ ସୌନ୍ଦର୍ଜ୍ୟ ଦେଖନ୍ତି । ଏହି କାରଣ ହୋଇଥାଏ ଯେ ଏମାନେ କେବେ ମଧ୍ୟ ନିଜର ପାର୍ଟନରଙ୍କୁ ଧୋକା ଦିଅନ୍ତି ନାହିଁ । ଏମାନଙ୍କର ଏକ ସ୍ଵତନ୍ତ୍ର କଥା ଏହା ଯେ ଧନୁରାଶିର ଜାତକ ବିବାହର ଅନେକ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ସେତିକି ଭଲ ପାଆନ୍ତି ଯେତିକି ସେ ବିବାହର ପ୍ରାରମ୍ଭିକ ସମୟରେ କରୁଥିଲେ।

Leave a Reply

Your email address will not be published. Required fields are marked *