December 22, 2024

Odia Express

Leading Odia News Portal of Odisha

ଭାରତୀୟ ଅଧିନାୟକ ଦ୍ୱାରା ଦିଆଯାଇଥିବା ଇତିହାସରେ ୫ ଟି ସାହାସିକ ଫଇସଲା , ଯିଏ ସଫଳ ମଧ୍ୟ ହୋଇଥିଲେ – ନିଶ୍ଚୟ ଜାଣିରଖନ୍ତୁ…

ଯେବେ ଏକ ଅଧିନାୟକର କ୍ୟାରିୟର ଉପରେ ଚର୍ଚ୍ଚା ହୋଇଥାଏ ତେବେ ତାଙ୍କ ଦ୍ୱାରା କରାଯାଇଥିବା ସାହାସିକ ଫଇସଲା ବିଷୟରେ ମନେ ପକାଯାଏ , ଭାରତୀୟ କ୍ରିକେଟ୍ ରେ ଏମିତି ଅଧିନାୟକ ଆସିଛନ୍ତି , ଯିଏକି ବହୁତ ସାହାସିକ ଫଇସଲା ନେଇଛନ୍ତି , ଯେଉଁଥିରେ କିଛି ସଫଳ ହୋଇଛନ୍ତି , ଓ କିଛି ଭୁଲ୍ ପ୍ରମାଣିତ ହୋଇଛି । ଆଜି ଆମେ ଆପଣଙ୍କୁ ସେହି ୫ ଟି ବଡ ସାହାସିକ ଫଇସଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ନେଇକରି ଭାରତୀୟ ଅଧିନାୟକ ସଫଳତା ପାଇଥିଲେ ଓ ତାହା ସହ ସମ୍ମାନ ବି ନିଜ ଫଇସଲା କାରଣରୁ ହାସିଲ୍ କରିଥିଲେ , ଏହି ଫଇସଲା ନେବାବାଲା ଅଧିନାୟକ ତୁଳନାରେ ଦିଗଜ୍ ଙ୍କ ସାଥିରେ କରାଯାଏ ।

୫) ଜୋଗିନ୍ଦର ଶର୍ମାଙ୍କୁ ୨୦୦୭ ରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ର ଫାଇନାଲ୍ ଓଭର କରାଇବା : ଟି ଟ୍ୱେଣ୍ଟି କଥା ଯଦି ଆସେ ତେବେ ଭାରତୀୟଙ୍କ ମନରେ ୨୦୦୭ ର ଫାଈନାଲ୍ ଓଭର କଥା ଆସେ , ଯେଉଁଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜୋଗିନ୍ଦର ଶର୍ମା ଦ୍ୱାରା କରାଯାଇଥିଲେ , ଜଣେ ଅଧିନାୟକ ଏହି ଫଇସଲା ଧୋନୀଙ୍କ ଭବିଷ୍ୟ କହିଦେଇଥିଲେ , ଆଜି ତାଙ୍କୁ ଭାରତୀୟ ଟିମ୍ ର ସଫଳ ଅଧିନାୟକ ବୋଲି କୁହାଯାଏ ।

ସେହି ସମୟରେ ଗୌତମ ଗମ୍ଭୀର ଓ ରୋହିତ୍ ଶର୍ମା ଭଲ ପ୍ରଦର୍ଶନ କାରଣରୁ ଭାରତୀୟ ଟିମ୍ ୫ ଟି ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ,  ଯାହାପରେ ଅନ୍ତିମ ଓଭରରେ ପାକିସ୍ଥାନ ଟିମ୍ ୧୩ ରନ୍ ଦରକାର୍ ଥିଲା , ଯେବେ କି ମିସବାହ୍ ଓଲ୍ ହକ୍ ନିଜ ଶାନଦାର୍ ଲୟରେ ଖେଳୁଥିବାର ନଜର ଆସିଥିଲେ,  ସେହି ସମୟରେ ଧୋନୀ ପାଖରେ ହରଭଜନ ସିଂ ଓ ଜୋଗିନ୍ଦର ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର ଥିଲା , ଧୋନୀ ସେହି ସମୟରେ ଜୋଗିନ୍ଦର ଶର୍ମାଙ୍କୁ ବାଛିଥିଲେ , ସେହି ଓଭରରେ ଜୋଗିନ୍ଦର ଶର୍ମା ପ୍ରଥମ ବଲରେ ଖରାପ ବୋଲିଙ୍ଗ୍ କରି ତୃତୀୟ ବଲରେ ମିଶବାହ ଓଲ୍ ହକ୍ ଙ୍କ ୱିକେଟ୍ ନେଇକରି ଭାରତୀୟ ଟୀମ୍ କୁ ଟି ଟ୍ୱେଣ୍ଟି ବିଜୟ ଲାଭ କରାଇଥିଲେ ।

୪) ସୌରଭ ଗାଙ୍ଗୁଲି ୨୦୦୨ ରେ ଲଡସ୍ ର୍ ମଇଦାନରେ ପ୍ରଥମ ବ୍ୟାଟିଙ୍ଗ୍ ବାଛିବା ଓ ଦୁଇ ସ୍ପିନର୍ ସହ ଖେଳିବା : ଇଂଲଣ୍ତର ପରିସ୍ଥିତି ରେ ଯେବେ କେଉଁ ଅଧିନାୟକ ଟସ୍ ଜିତିଥିଲା ତେବେ ପ୍ରଥମେ ବୋଲିଙ୍ଗ୍ କରିବାର ଫଇସଲା ନେଇଥିଲେ , ସେ ଦୁଇ ସ୍ପିନର୍ ପ୍ଲେଇଙ୍ଗ୍ ଇଲେଭେନ୍ ରେ ରଖିବା ବହୁତ ବଡ୍ ଫଇସଲା କୁହାଯାଇଥିଲା , ୨୦୦୨ ରେ ଅଧିନାୟକ ସୌରଭ ଗାଙ୍ଗୁଲି କିଛି ଆଶ୍ଚର୍ଯ୍ୟଜନକ ଫଇସଲା ନେଇଥିଲେ,  ସିରିଜ୍ ରେ ଭାରତୀୟ ଟିମ୍ ୧-୦ ରୁ ପଛରେ ଥିଲା , ତାହାପରେ ସୌରଭ ଗାଙ୍ଗୁଲି ଏମିତି ଫଇସଲା ଲଡସ୍ ରେ ନେଲେ ଯେଉଁଠି ଭାରତୀୟ ଟୀମ୍ ୮ ୱିକେଟ୍ ହରାଇ ୬୨୮ ରନ୍ କରି ପାରି ଘୋଷିତ କରିଦେଲା , ଯାହାପରେ ଦ୍ୱିତୀୟ ଥର ଫଇସଲା ଥିଲା ହରଭଜନ ସିଂ ଓ ଅନିଲ୍ କୁମ୍ବଲେ ଦୁହେଁ ଖେଲୁଥିଲେ , ସୌରଭ ଗାଙ୍ଗୁଲି ସେହି ଫଇସଲାରେ କାମ କଲେ , ଦୁହେଁ ଖେଳାଳୀ ମିଶିକରି ୧୨ ୱିକେଟ୍ ହାସିଲ୍ କଲେ , ଅନିଲ୍ କୁମ୍ବଲେ ୭ ୱିକେଟ୍ ହରଭଜନ ସିଂ ୫ ୱିକେଟ୍ ହାସିଲ୍ କଲେ , ଯାହାର କାରଣରୁ ଭାରତୀୟ ଟିମ୍ ଏହି ମ୍ୟାଚ୍ ରେ ଜିତ୍ ଦର୍ଜ କରିଲେ , ଓ ସିରିଜ୍ ବରାବର କରାଇଲେ ।

୩) ଇଶାନ୍ତ ଶର୍ମାଙ୍କୁ ଆଉଥରେ ଖେଳାଇବା ଓ ସ୍ପିନର୍ ଙ୍କୁ ଡେଥ୍ ଓଭରରେ କରାଇବା : ୨୦୧୩ ଭାରତୀୟ ଟୀମ୍ ଯେବେ ଚ୍ୟାମ୍ପିୟନ୍ସ ଟ୍ରଫି ଫାଈନାଲ୍ ଖେଲୁଥିଲା ଫାଇନାଲ୍ ରେ ଭାରତ ଓ ଇଂଲଣ୍ତ ଟିମ୍ ଆମନା ସାମ୍ନା ଆସିଥିଲା , ଯେଉଁଠି ମ୍ୟାଚରେ ରନ୍ ଖାଇବା ପରେ ଇଶାନ୍ତ ଶର୍ମାଙ୍କୁ ବୋଲିଙ୍ଗ୍ କରାଇବା ଓ ସ୍ପିନର୍ ଙ୍କୁ ଡେଥ୍ ଓଭରରେ ବୋଲିଙ୍ଗ୍ କରାଇବା ବହୁତ ଅଧିକା ସାହାସିକ ଫଇସଲା ଥିଲା । ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ୨୦ ଓଭର ମଧ୍ୟରେ ସିମିତ ଥିଲା ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୪୩ ରନ୍ ଓ ରବିନ୍ଦ୍ର ଜାଡେଜା ୩୩ ରନ୍ ସାହାଯ୍ୟରେ ୧୨୯ ରନ୍ ସ୍କୋର୍ କରିଥିଲେ , ଗୋଟେ ସମୟ ଏପରି ଥିଲା ଯେବେ ଇଂଲଣ୍ତ ଟିମ୍ ମ୍ୟାଚ୍ ଜିତିଯିବ ବୋଲି ଲାଗୁଥିଲା,  ଇଶାନ୍ତ ଶର୍ମା ତେବେ ପର୍ଯ୍ୟନ୍ତ ୩ ଓଭରରେ ୨୭ ରନ୍ ଦେଇଥିଲେ,  କିନ୍ତୁ ଧୋନୀ ତାଙ୍କୁ ବୋଲିଙ୍ଗ୍ କରାଇବାର ଫଇସଲା ନେଲେ , ମ୍ୟାଚ୍ ରେ ସେହି ୧୮ ତମ ଓଭର ପୁରା ମ୍ୟାଚ୍ କୁ ବଦଳାଇଦେଲା , ଇୟୋନ୍ ମାର୍ଗନ୍ ଓ ରବି ବୋପାରା ସେହି ଓଭରରେ ଆଉଟ୍ ହେଲେ , ଅଶ୍ୱିନ୍ ଓ ଜାଡେଜା ଶେଷ ୨ ଓଭର୍ କରିଥିଲେ , ଓ ୧୯ ରନ୍ ବଞ୍ଚାଇଲେ ଯେଉଁଥିରେ ଇଣ୍ତିଆ ୫ ରନ୍ ରେ ଜିତ୍ ହାସିଲ୍ କରିଥିଲା ।

୨) ସୌରଭ ଗାଙ୍ଗୁଲି ଇଡେନ୍ ଗାର୍ଡେନ୍ ରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ନମ୍ବର ୩ ରେ ବ୍ୟାଟିଙ୍ଗ୍ କରିବାକୁ ଛାଡିବା : ଅଷ୍ଟ୍ରେଲିଆ ଟିମ୍ କୁ ହରାଇବା ଏକ ଅସମ୍ଭବ କାର୍ଯ୍ୟ ଲାଗୁଥିଲା,  ସେହି ସମୟରେ ଫଲୋଅନ୍ ଖେଳୁଥିବା ଟିମ୍ ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଙ୍କୁ ଅଟକାଇ ଅନ୍ୟ ପ୍ଲେୟାର୍ ଙ୍କୁ ପଠାଇବା ଏକ ସାହାସିକ ଫଇସଲା ଥିଲା , ଯାହାକି ଇଡେନ୍ ଗାର୍ଡେନ୍ ରେ ସୌରଭ ଗାଙ୍ଗୁଲି ଭିଭିଏସ୍ ଙ୍କୁ ପଠାଇ କରିଥିଲେ , ଅଷ୍ଟ୍ରେଲିଆ ଟିମ୍ ୪୪୫ ରନ୍ ପ୍ରଥମ ପାରିରେ କରିଥିଲେ , ଯାହାର ଜବାବରେ ଭାରତୀୟ ଟିମ୍ ୧୭୭ ରନ୍ ରେ ଅଲଆଉଟ୍ ହୋଇଯାଇଥିଲେ,  ସୌରଭ ଗାଙ୍ଗୁଲି ଭିଭିଏସ୍ ଲକ୍ଷ୍ମଣଙ୍କୁ ଫଲୋଅନ୍ ଖେଲିବା ପାଈଁ ୩ ନମ୍ବର ବ୍ୟାଟିଙ୍ଗ୍ କରିବାକୁ ପଠାଇଲେ , ଯେଉଁଠି ସେ ଏକେଲା ୨୮୧ ରନ୍ କରିଥିଲେ , ଯେବେ କି ରାହୁଲ୍ ଦ୍ରାବିଡ୍ ତାଙ୍କ ସାଥ୍ ଦେଇଥିଲେ , ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ୍ ଦ୍ରାବିଡ୍ ମ୍ୟାଚ୍ କୁ ବଦଳାଇଦେଲେ , ରାହୁଲ୍ ଦ୍ରାବିଡ୍ ୧୮୦ ରନ୍ କରିଥିଲେ,  ଯାହାର କାରଣରୁ ଟିମ୍ ୬୫୭ ରନ୍ କରିପାରିଲା , ଏହି ମ୍ୟାଚରେ ହରଭଜନ ସିଂ ଭଲ ବୋଲିଙ୍ଗ୍ କରି ଭାରତୀୟ ଟିମ୍ କୁ ଜିତ୍ ଦର୍ଜ କରାଇଲେ ।

୧)  ବିଶ୍ୱକପ୍ ଫାଇନାଲ୍ ୨୦୧୧ ରେ ଧୋନୀଙ୍କ ନମ୍ବର ୫ ରେ ଆସିବା : ୨୮ ବର୍ଷ ପରେ ଭାରତୀୟ ଟିମ୍ ବିଶ୍ୱକପ୍ ଜିତିପାରିଥିଲା , ସେହି ବିଶ୍ୱକପ୍ ଫାଇନାଲ୍ ରେ ମହେନ୍ଦ୍ର ସିଂ ଧୋନୀ ଏକ ଆଶ୍ଚର୍ଯ୍ୟଜନକ ଫଇସଲା ନେଇଥିଲେ , ଯେଉଁଥିରେ ସେ ନମ୍ବର ୫ ରେ ଖେଳିବାକୁ ଫଇସଲା ନେଇଥିଲେ , ଯେବେ କି ନମ୍ବର ୫ ରେ ଖେଲୁଥିବା ଯୁବରାଜ ସିଂ ବହୁତ ଶାନଦାର୍ ପ୍ରଦର୍ଶନ କରିଥିଲେ , ମ୍ୟାଚ୍ ପୁର୍ବରୁ ବ୍ୟାଟିଙ୍ଗ୍ କରି ଶ୍ରୀଲଙ୍କା ଟିମ୍ ୨୭୪ ରନ୍ କରିଥିଲେ,  ଲକ୍ଷ୍ୟର ପିଛା କରି ଭାରତୀୟ ଟିମ୍ ର ସଚିନ୍ ଓ ସେହ୍ୱାଗ ୱିକେଟ୍ ହରାଇଥିଲା , ଗମ୍ଭୀର ଗୋଟେ ପଟୁ ସମ୍ଭାଳିଥିଲେ,  ବିରାଟ କୋହଲି ଆଉଟ୍ ହେବାପରେ ଯୁବରାଜ ସିଂ ଧୋନୀ ମଇଦାନରେ ବାହାରିଲେ , ଧୋନୀ ସେଠାରେ ୯୧ ରନ୍ ପାରି ଖେଲି ୨୮ ବର୍ଷ ପରେ ବିଶ୍ୱକପ୍ ଜିତାଇଲେ , ସେହି ବିଶ୍ୱକପ୍ ରେ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଟିମ୍ କୁ ସଫଳତା ଦେଇଥିଲେ,  ଯାହା ତାଙ୍କ ନାଁ ପୁର୍ବରୁ ଲଗାଯାଏ , ସେ ଭାରତୀୟ ଟିମ୍ ର ଏକ ମାତ୍ର ଦ୍ୱିତୀୟ ବିଶ୍ୱକପ ଅଟେ ।

Leave a Reply

Your email address will not be published. Required fields are marked *