December 23, 2024

Odia Express

Leading Odia News Portal of Odisha

୧୬ ମାର୍ଚ୍ଚ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଭୋଳାନାଥ କରିବେ ଚମତ୍କାର , ରାତାରାତି ଚମକିବ ଏହି ୪ ଟି ରାଶିର ଭାଗ୍ୟ

ମେଷ ରାଶି : ଏକ ଭଲ ଦିନ ଆପଣଙ୍କ ବିତ୍ତ ପାଇଁ ଉତ୍ସୁକ ଅଛି , ଆପଣଙ୍କୁ ନିଜ ବାଣୀରେ ବିଶେଷ ସ୍ଂୟମ ରଖିବାକୁ ହେବ  ନିଜ ସୁଖ ସୁବିଧାର ଲାଭ ଉଠାଇବେ , ଲୋକଙ୍କ ଉପରେ ଅତିବିଶ୍ୱାସ କରନ୍ତୁ ନାହିଁ  ଆପଣଙ୍କ ହାତରେ ଧାର୍ମିକ କିମ୍ବା ପୁଣ୍ୟ କାମ ହେବ , କ୍ରୋଧ ଉପରେ ସଂୟମତା  ରଖିବେ, ଆପଣଙ୍କ ଦିନ ପରିବାର ଲୋକଙ୍କର ସହ ଅତିବାହିତ ହେବ , ସକ୍ରିୟ ଦିମାଗରେ ସକରାତ୍ମକ ଭାବନା ଆସିବ ।

ବୃଷ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବନାଇବାକୁ ହେଲେ ନିଜ ସଙ୍କାକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି , ଅଫିସ୍ ରେ କିଛି ସହକର୍ମୀ ଆପଣଙ୍କ କାମକୁ ସପୋର୍ଟ କରିବେ , ଯଦି ଆପଣ ସମୃଦ୍ଧ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଉପଦେଶ ଦିଆଯାଇଛି କି ଆପଣ ପଇସାରେ ଓ ସାବଧାନତାକୁ ପ୍ରବନ୍ଧିତ କରନ୍ତୁ , ମନରେ ଚିନ୍ତା ଓ ଅଜଣା ଭୟ ରହିବ , ଧନ ସଂବନ୍ଧି ଅସୁବିଧା ସାମ୍ନାରେ ଆସିପାରିବ , ଆପଣ ଭାବିଥିବା କାମ ସହଜରେ ପୁରା ହୋଇଯିବ ।

ମିଥୁନ ରାଶି : ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ , ଖର୍ଚ୍ଚ ବି ବୃଦ୍ଧି ହୋଇପାରେ , ସନ୍ତାନଙ୍କ ଉନ୍ନତିକୁ ନେଇକରି ଚିନ୍ତିତ ରହିବେ , ଆଜି ନୁଆ କାର୍ଯ୍ୟର ଆରମ୍ଭ କରିବାରେ ସମର୍ଥ ହେବେ , ପ୍ରେମ ସଂବନ୍ଧରେ ଏକ ଭଲ ଦିନ ଅଛି , ଜୀବନସାଥୀଙ୍କ ଭାଗ୍ୟ ମଜବୁତ୍ ହେବ , ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ , ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତୁ , ନିଜ ଜୀବନରେ କିଛି କଥାକୁ ନେଇ ଯୁକ୍ତି ହୋଇପାରେ ।

କର୍କଟ ରାଶି : ଆଜି ଆପଣ ଉଧାର ନେବାରୁ ବଞ୍ଚନ୍ତୁ , ପରିବାର ସଦସ୍ୟଙ୍କ ସହ ସଂବନ୍ଧ ମଜବୁତ୍ ହେବ , କେଉଁ ବୁଦ୍ଧିମାନ ବ୍ୟକ୍ତିଙ୍କ ସହ ମିଳୁଥିବା ମହତ୍ତ୍ୱପୁର୍ଣ୍ଣ ଉପଦେଶରେ ଧ୍ୟାନ ଦେବାକୁ ହେବ , କାରଣ ଆପଣ ସେଥିରୁ ଅତ୍ୟାଧିକ ଲାଭ ଅର୍ଜନ କରିବେ , ଆପଣଙ୍କୁ ନିଜ ବ୍ୟବହାର ବୃଦ୍ଧି ହେବା ସହ କିଛି ଧନ ଲାଭ ହେବ , କିଛି ଲୋକଙ୍କର ଭୁଲ୍ ବୟାନ ପାଇଁ ଚିନ୍ତା ବଢିପାରେ ।

ସିଂହ ରାଶି : କେଉଁ ଖାସ୍ ବ୍ୟକ୍ତିଙ୍କ କଥା ଶୁଣିବେ , ଯଦି ଆପଣ ପରିବାରରେ ସବୁଠାରୁ ଛୋଟ ଅଟନ୍ତି , ତେବେ ଆପଣ ବଡ ଭାଇଙ୍କର ଓ ଭଉଣୀଙ୍କ ଠାରୁ ପୁରା ସହଯୋଗ ମିଳିବ , ଚାକିରି ପେଶାରେ ପ୍ରମୋଶନ ତଥା ବେତନରେ ବୃଦ୍ଧି ହେବ , ଭାଗ୍ୟର ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଧନର ସ୍ଥିତି ମଜବୁତ୍ ହେବ , ଫାଲତୁ ଖର୍ଚ୍ଚରେ ମନ ଖରାପ ହେବ , ଅଫିସ୍ ରେ ଦାୟିତ୍ୱ ବଢିବାର ଅଛି , ଯାହାକୁ ପୁରା କରିଲେ ଫାଇଦା ପାଇବେ ।

କନ୍ୟା ରାଶି : ଆପଣଙ୍କ କିଛି ସହଯୋଗୀ ଆପଣଙ୍କୁ କମ୍ ଭାବିବେ , ଆର୍ଥିକ ସ୍ଥିତି ସାମାନ୍ୟ ରହିବ , ଯଦି ଆପଣ ନିଜେ ନିଜ ଲକ୍ଷ୍ୟକୁ ହାସିଲ୍ କରିବାକୁ ଚାହୁଁଛନ୍ତି , ତେବେ କଠିନ ପରୀକ୍ଷା ଦେବାକୁ ହେବ , ଏହି କାରଣରେ ମନରେ ଚିନ୍ତା ଓ ଅସ୍ଥିରତା ଦେଖାଦେବ , ଏହି କାରଣରୁ କାର୍ଯ୍ୟ କରିବାରେ ରୁଚି ରହିବ ନାହିଁ ,

ତୁଳା ରାଶି : ଆଜି ଆପଣଙ୍କୁ ଅଚାନକ ଆକସ୍ମିକ ଲାଭ ପ୍ରାପ୍ତି ହେବ , ବ୍ୟବସାୟିକ ଉନ୍ନତିର ଫାଇଦା ହେବ , ଜୀବନସାଥୀ ସହ ଭଲ ସମୟ ଅତିବାହିତ୍ କରିବେ , ମାତାଙ୍କ ଆଶିର୍ବାଦ ଦ୍ୱାରା ଧନ ପ୍ରାପ୍ତିର ଅବସର ମିଳିବ , ନିଜ ଜୀବନରେ କିଛି କଠିନତା ସହ ସାମ୍ନା କରିବାକୁ ପଡିପାରେ ।

ସନ୍ତାନ ପକ୍ଷରୁ କିଛି ଶୁଭ ସମାଚାର ମିଳିପାରେ ।

ବିଛା ରାଶି : ଆପଣଙ୍କ ଭଲ ବ୍ୟବହାର ଅନ୍ୟଙ୍କୁ ପ୍ରଭାବିତ୍ କରିବାର୍ ସାହାଯ୍ୟ କରିବ , ଆଜି ଧନ ମୁଠି ରେ ଆସିପାରେ , କିନ୍ତୁ ଭଲ ତାରକା ଉନ୍ନତି କରିବାଉ ଦେବେ ନାହିଁ , ଆପଣ ନିଜ ପ୍ରଭାବୀ କ୍ଷେତ୍ରର୍ ବୃଦ୍ଧି କରିବେ , ପେଟ ସଂବନ୍ଧିତ ବିକାର ହୋଇପାରେ , ସନ୍ତାନର ଶିକ୍ଷା ଓ ଆଗାମୀ ଭବିଷ୍ୟ ପାଈଁ ଚିନ୍ତିତ ରହିବେ । ମନ ମୁତାବିକ କାମ କରିବେ ତେବେ ଚିନ୍ତା ଦୁର ହୋଇପାରେ , ଧାର୍ମିକ ସଙ୍ଗୀତରେ ରୁଚି ବଢିବ ।

ଧନୁ ରାଶି : ଆଜି ବ୍ୟବସାୟିକ କ୍ଷେତ୍ରରେ ପ୍ରବାସ ହୋଇପାରେ , ଆପଣଙ୍କ କିଛି ଖାସ୍ ସଂମ୍ପର୍କରେ ମଜବୁତ୍ କରିବାପାଇଁ ଚେଷ୍ଟା କରିପାରନ୍ତି , ଆପଣ ନିଜ ସମର୍ପଣ ପାଇଁ କଡା ପରିଶ୍ରମରେ ଅନ୍ୟଙ୍କ ଆଗରେ ଆଗୁଆ ରହିବେ  ମାନସିକ ଶାନ୍ତି ପ୍ରାପ୍ତି କରିବାକୁ ହେଲେ ଭଲ ବହି ପଢନ୍ତୁ , କାର୍ଯ୍ୟ କରିବାରେ ମନ ପ୍ରସନ୍ନ ରହିବ , ଓ ଶରୀର କାର୍ଯ୍ୟ କରିଲେ ସକ୍ରିୟତା ବଢିବ , ସନ୍ତାନଙ୍କ କଷ୍ଟ ଦୂର ହେବ ।

ମକର ରାଶି : ମାନସିକ ବ୍ୟଗ୍ରତା ଦୂର କରିବାପାଇଁ ଆଧ୍ୟ୍ୟତ୍ମିକତାର ଶରଣ ନିଅନ୍ତୁ , ନିଜ ବ୍ୟକ୍ତିଗତ ଓ ବ୍ୟବସାୟିକ ଦାୟିତ୍ୱ ପ୍ରତି ଇମାନ୍ଦାର୍ ରହିବେ , ବିରୋଧୀଙ୍କ ଶତ୍ରୁ ଚିନ୍ତାରେ ପକାଇପାରନ୍ତି । ଜୀବନସାଥୀଙ୍କ ଭାବନାକୁ ସମ୍ମାନ କରନ୍ତୁ , ଘରର ସବୁ ସଦସ୍ୟ ଧ୍ୟାନରେ ରହି ସବୁ ନିର୍ଣ୍ଣୟ ନିଅନ୍ତୁ ।

କୁମ୍ଭ ରାଶି : ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଆପଣଙ୍କ କାର୍ଯ୍ୟଭାରରେ ବୃଦ୍ଧି ହେବ , ବିତ୍ତିୟ ସ୍ଥିତିରେ ସୁଧାର ଆସିବ , ଆପଣଙ୍କୁ ଆୟରେ ଅତିରିକ୍ତ ଲାଭର ସ୍ରୋତ ନଜର ଆସୁଛି , କାରୋବାର ଓ ଚାକିରି କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ , ପରିବାର ଏବଂ ଭାଇଙ୍କ ସହ ସହଯୋଗ ପାଇବେ । ମାତାଙ୍କ ଆସିର୍ବାଦରୁ ଆପଣଙ୍କୁ ଲାଭ ପ୍ରାପ୍ତି ହେବ ।

ମୀନ ରାଶି :ଭାଗ୍ୟର ସାଥ୍ ଆଜି କମ୍ ମିଳିବ , ବିବାଦରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ , ଦାମ୍ପତ୍ୟ ଜୀବନରେ ଚିନ୍ତା ଆସିପାରେ , ଆପଣଙ୍କୁ ଏକ ନୁଆ ଉଦ୍ଧମ ଆରମ୍ଭ କରିପାରିବେ , ଏକ କଡା ଡିଲ୍ ର ଅନ୍ତିମ ରୁପ ଦେଇପାରିବେ , ସଂମ୍ପତ୍ତି ମାମଲାରେ ସୁଧାର ଆସିବ , ରହିବା ଚଳିବା ଅସହଜ ହେବ , ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ହୋଇପାରେ , ବହୁତ ଲୋକ ଆପଣଙ୍କ କଥାକୁ ବୁଝିପାରିବେ ନାହିଁ । ଏହି ରାଶିଫଳ ମିତ୍ରଙ୍କ ସହ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *