December 23, 2024

Odia Express

Leading Odia News Portal of Odisha

ଚତୁର ପ୍ରଶ୍ନ – ଏପରି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ସବୁବେଳେ ବଦଳୁଥାଏ – କେବଳ ବୁଦ୍ଧିମାନ ଲୋକ ଏହାର ଜବାବ ଦେଇ ପାରିବେ…..

ଆପଣମାନେ ସମସ୍ତେ ସ୍କୁଲ୍ ରେ ପରୀକ୍ଷା ଦେଇଥିବେ , ପରୀକ୍ଷାରେ ପଚାରାଯାଇଥିବା ପ୍ରଶ୍ନଗୁଡିକ କେତେ କଠିନ ହୋଇଥାଏ , କିନ୍ତୁ ସେହି ପ୍ରଶ୍ନଗୁଡିକରୁ ବହୁତ କିଛି ଶିଖିବାକୁ ମିଳିଯାଏ , ଏବେ ଆମେ କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ , ଯାହାର ଜବାବ୍ ଦେବା କଠିନ ଲାଗିଥାଏ , ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର ସବୁବେଳେ ବଦଳୁଥାଏ । ଶୁଣିବାକୁ ଏହି ପ୍ରଶ୍ନ ଟିକିଏ କଠିନ ଲାଗୁଥିବ , କିନ୍ତୁ ଏହାର ଉତ୍ତର ଯଦି ଆପଣ ଜାଣିନାହାନ୍ତି ତେବେ ବିଲକୁଲ୍ ଚିନ୍ତା କରିବା ଆବଶ୍ୟକତା ନାହିଁ , କହିଦେବୁ କି ଯେତେ କଠିନ ଲାଗିବ ସେତେ ସହଜ ଏହି ପ୍ରଶ୍ନର ଉତ୍ତର ଅଟେ,  ଏହା ପାଇଁ ଆପଣଙ୍କୁ ଟିକିଏ ଦିମାଗର ପ୍ରୟୋଗ କରିବାର ଅଛି , ଏହା ଦ୍ୱାରା ଅତି ସହଜରେ ଏହାର ଉତ୍ତର ମିଳିଯିବ ,

ତେବେ କହିଦେବୁ କି ଯଦି ଏହାର ଉତ୍ତର ବିଷୟରେ ଭାବୁଛନ୍ତି ତେବେ ଏହାର ଉତ୍ତର ବହୁତଥର ବଦଳିଯାଇଛି , ଓ ବାରମ୍ବାର ବଦଳୁଛି , ଟିକିଏ ଦିମାଗ ଲଗାନ୍ତୁ , ଯଦି ଆପଣଙ୍କୁ ଏହାର ଉତ୍ତର ମିଳିପାରୁନାହିଁ ତେବେ ଆସନ୍ତୁ ଏହାର ଉତ୍ତର କହିଦେବୁ , ଏହାର ଉତ୍ତର ଆଗାମୀ ଲାଇନ୍ ରେ ଲେଖାଯାଇଛି , ଉତ୍ତରଟି ହେଲା , “ସମୟ” ଏହା ସବୁବେଳେ ଏକା ସମାନ ରହେ ନାହିଁ ଏହାର ବଦଳିବା ନିଶ୍ଚିତ ଅଟେ ଆଶା କରୁଛୁ ଆପଣ ଏହାର ଉତ୍ତର ପାଇ ଆପଣ ଜାଣିପାରିଥିବେ କି ଏହି ପ୍ରଶ୍ନର ଉତ୍ତର ଜଣାଯିବାକୁ ଯେତେ କଠିନ ଥିଲା ତାହା ପ୍ରକୃତରେ କେତେ ସହଜ ଓ ସରଳ ଉତ୍ତର ଅଟେ ।

୨) A ‌Z ର ବାପା ଅଟେ , କିନ୍ତୁ Z A  ର ପୁଅ ନୁହେଁ ଏହା କିପରି ସଂମ୍ଭବ ?

ଉତ୍ତର : କାରଣ Z A ର ପୁଅ ହିଁ ନୁହେଁ ଝିଅ ଅଟେ ।

୩) ଏକ ଝୁଡିରେ ୨୦ ଟି ସେଓ ଥିଲା , ସବୁ ୨୦ ଟି ଛୁଆଙ୍କୁ ଗୋଟେ ଗୋଟେ ସେଓ ଦେବାର ଅଛି , ଓ ତାହା ସହ ଗୋଟେ ସେଓ ସେହି ଝୁଡିରୁ ରହିବା ଦରକାର ଏହା କିପରି ସଂମ୍ଭବ ଅଟେ ?

ଉତ୍ତର : ସେହି ଝୁଡିରେ ୧୯ ଟି ସେଓ ୧୯ ଟି ଛୁଆକୁ  ବାଣ୍ଟିଦେବେ , ଓ ଗୋଟିଏ ସେଓ ସେହି ଝୁଡିରେ ରହିଯିବ , ସେହି ସେଓକୁ ୨୦ତମ ଛୁଆକୁ ଦେଇଦେବେ ଏବେ ହେଇଗଲା ୨୦ ଟି ସେଓ ୨୦ ଟି ଛୁଆକୁ  ମିଳିବ ।

Leave a Reply

Your email address will not be published. Required fields are marked *