December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ମୋବାଇଲର ସ୍କ୍ରୀନ ଅଳ୍ପ ଭାଙ୍ଗିଛି ତ ତାହାକୁ ଆଜି ହିଁ ବଦଳେଇ ଦିଅନ୍ତୁ, ନହଲେ ହୋଇପାରେ ଏପରି ବିପଦ…

ବନ୍ଧୁଗଣ ଆଜିର ସମୟରେ ଏପରି କୌଣସି ଘର ଥିବ ଯେଉଁଠାରେ ମୋବାଇଲ ନଥିବ । ଏହି ଏକବିଂଶ ଶତାବ୍ଦୀରେ ମୋବାଇଲ ଫୋନ ଏତେ ଶସ୍ତା ହୋଇଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଏହାକୁ କ୍ରୟ କରିପାରିବେ। ଶସ୍ତାରୁ ଆରମ୍ଭ କରି ମହଙ୍ଗା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାର ମୋବାଇଲ ବଜାର ରେ ଉପଲବ୍ଧ ରହୁଛି । ଚଳିତ ସମୟରେ ସ୍କ୍ରୀନଟଚ ମୋବାଇଲ ଫୋନ ବହୁତ ଅଧିକ ବ୍ୟବହାର ହେଉଛି । ଏବେ କେବଳ କତିପୟ ଲୋକଙ୍କ ନିକଟରେ ଛୋଟ ବଟନ ଥିବା ମୋବାଇଲ ଦେଖିବାକୁ ମିଳୁଛି । ଟଚସ୍କ୍ରୀନ ମୋବାଇଲ କୁ ସ୍ମାର୍ଟଫୋନ କୁହାଯାଉଛି । ଏଥିରେ କଲ ଲଗେଇବାର ସୁବିଧା ସହିତ କ୍ୟାମେରା , ଇଣ୍ଟରନେଟ ଭଳି ଫିଚର ମଧ୍ୟ ରହିଛି । ଏହି କାରଣ ଅଟେ ଯେ ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ମୋବାଇଲକୁ ନିଜ ପାଖରେ ସବୁବେଳେ ରଖୁଛନ୍ତି ।

ଏମିତିରେ ଟଚସ୍କ୍ରୀନ ଫୋନ ସବୁଠାରୁ ବଡ ଅସୁବିଧା ଏହା ମଧ୍ୟ ଅଟେ ଯେ ଏହାର ସ୍କ୍ରୀନ ବଡ ହେବା କାରଣରୁ ଏହା ଶୀଘ୍ର ଭାଙ୍ଗିଯାଏ। ଥରେ ମଧ୍ୟ ଆପଣଙ୍କ ହାତରୁ ମୋବାଇଲ କେଉଁଠାରେ ପଡିଯାଏ କିମ୍ବା ବାଜିଯାଏ ତ ସ୍କ୍ରୀନରେ ଫାଟ ହୋଇଯାଏ। ଏମିତିରେ ଅନେକ ଲୋକ ଭଙ୍ଗା ସ୍କ୍ରୀନ ଥିବା ମୋବାଇଲ ଚଲେଇଥାଆନ୍ତି ।

ଯଦି ଆପଣ ମଧ୍ୟ ଭଙ୍ଗା ସ୍କ୍ରୀନର ମୋବାଇଲ ଚଲାଉଛନ୍ତି ତ ସାବଧାନ ହୋଇଯାନ୍ତୁ । ଏହି ଭଙ୍ଗା ସ୍କ୍ରୀନ ଆପଣଙ୍କ ଜୀବନରେ ବହୁତ ବଡ ଦୁର୍ଭାଗ୍ୟ ଆଣିପରେ। ପ୍ରକୃତରେ ବାସ୍ତୁ ଶାସ୍ତ୍ର କଥା ମାନିବା ତ ଘରେ କୌଣସି ପ୍ରକାର ମଧ୍ୟ କାଚ ଭଙ୍ଗା ରହିବା ଦ୍ଵାରା ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ଶୀଘ୍ର ଆସିଥାଏ । ଏମିତିରେ ସବୁ କାମ ବିଗିଡିବାରେ ଲାଗିଥାଏ ଓ ସେଥିରେ ଅସୁବିଧା ମଧ୍ୟ ଆସେ ।

ଯଦି ଆପଣ ବାସ୍ତୁ ନିୟମ ଉପରେ ଦୃଷ୍ଟି ଦେବେ ତ କେବଳ ଭଙ୍ଗା ମୋବାଇଲ ସ୍କ୍ରୀନ ହିଁ ନୁହେଁ ପରନ୍ତୁ ଘରେ ଭଙ୍ଗା ହୋଇଥିବା ଆଇନା କିମ୍ବା ଭଙ୍ଗା ଫୋଟୋ ଫ୍ରେମ ରଖିବା ଦ୍ଵାରା ମଧ୍ୟ ଦୁର୍ଭାଗ୍ୟ ଆସେ। ବେଳେବେଳେ ଏହା ଦେଖାଯାଇଥାଏ ଯେ ଯଦି ମୋବାଇଲର ସ୍କ୍ରୀନ ରେ ଅଧିକ ବଡ ଫାଟ ଆସି ନାହିଁ ତ ଲୋକ ଏହାକୁ ବଦଳେଇବାର କଷ୍ଟ କରନ୍ତି ନାହିଁ । କିମ୍ବା ଅନେକଥର ଏମାନେ ଏହିଭଳି ଭଙ୍ଗା ମୋବାଇଲକୁ ଘରେ ରଖିଦିଅନ୍ତି ଓ ନୂଆ ମୋବାଇଲ ନେଇ ଆସନ୍ତି ।

କିନ୍ତୁ ଏହି ପ୍ରକାର ଭଙ୍ଗା ମୋବାଇଲକୁ ଘରେ ରଖିଲେ ମଧ୍ୟ ନକାରାତ୍ମକ ଶକ୍ତିର ବୃଦ୍ଧି ଘଟେ । ମୁଖ୍ୟତଃ ଯେବେ ଆପଣ ଏହି ଭଙ୍ଗା ମୋବାଇଲ ସ୍କ୍ରୀନ ଥିବା ମୋବାଇଲ କୁ ପକେଟ ରେ ରଖି ବୁଲନ୍ତି ତ ଏହାର ସମସ୍ତ ନେଗେଟିଭ ଏନର୍ଜି ଆପଣଙ୍କ ଭିତରକୁ ଚାଲିଯାଏ । ଏହି କାରଣରୁ ଆପଣଙ୍କ ମୋବାଇଲ ଜୀବନରେ ଗୋଟିଏ ପରେ ଗୋଟିଏ ବିପଦ ଆଣିବାରେ ଲାଗେ। କିଛି ଲୋକଙ୍କର ତ ଏହା ମଧ୍ୟ ମାନିବା ଯେ ଏହି ପ୍ରକାର ଭଙ୍ଗା ମୋବାଇଲ ଚଳେଇବାରେ ଆପଣଙ୍କ ସହିତ କୌଣସି ଦୁର୍ଘଟଣା ହେବାର ସମ୍ଭାବନା ହେବାର ବୃଦ୍ଧି ପାଏ । ତାସହ ଏହି ପ୍ରକାର ଭଙ୍ଗା ମୋବାଇଲ ରଖିବା ଦ୍ଵାରା ଦରିଦ୍ରତା ଘରକୁ ଆସେ । ଏଥିପାଇଁ ଆମର ପରାମର୍ଶ ଏହା ଯେ ଆପଣ ଏହି ପ୍ରକାର ଭଙ୍ଗା ମୋବାଇଲକୁ ଶୀଘ୍ରାତିଶୀଘ୍ର ବିକ୍ରି କରିଦିଅନ୍ତୁ ନହେଲେ ତାହାର ସ୍କ୍ରୀନ ବଦଳେଇ ଦିଅନ୍ତୁ ।

ଏମିତିରେ ଆଜିକାଲି ମୋବାଇଲର ସ୍କ୍ରୀନ କୁ ପ୍ରୋଟେକ୍ଟ କରିବା ପାଇଁ ଗ୍ଲାସ ଗାର୍ଡ ମଧ୍ୟ ଆସୁଛି । ଏମିତିରେ ଯଦି ଏହି ଗ୍ଲାସ ଗାର୍ଡ ଭାଙ୍ଗିଯାଏ ତ ଆପଣ ବହୁତ କମ ମୂଲ୍ୟରେ ଏହାକୁ ବଦଳେଇ ପାରିବେ । ଏଥିପାଇଁ ବନ୍ଧୁଗଣ ନିଜର ହେଳା କୁ ଛାଡନ୍ତୁ ଓ ଆଜି ହିଁ ମୋବାଇଲର ଭଙ୍ଗା ସ୍କ୍ରୀନ କୁ ବଦଳେଇ ନିଅନ୍ତୁ । ତାସହ ଏହି ଆର୍ଟିକ୍ଲ ନିଜର ବନ୍ଧୁ ମାନଙ୍କ ସହିତ ସେୟାର କରନ୍ତୁ ଯାହା ଫଳରେ ସେମାନେ ମଧ୍ୟ ଏହି ସୂଚନାର ଲାଭ ପାଇପାରିବେ ।

Leave a Reply

Your email address will not be published. Required fields are marked *